Yearly Archives

2021

ବାଲ୍ୟ ବିବାହ ନିଷେଧ ଟାକ୍ସ ଫୋର୍ସ ଏବଂ ବ୍ଲକସ୍ତରୀୟ ଶିଶୁ ଶ୍ରମିକ ନିଷେଧ ଟାକ୍ସ ଫୋର୍ସର ତ୍ରୟୋମାସିକ ବୈଠକ

ତୁରେକେଲା, (କୈଳାଶ ସଗ୍ରିଆ) : ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି, ବ୍ଲକ୍ ସ୍ତରୀୟ କିଶୋର, କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟ ବିବାହ ନିଷେଧ ଟାକ୍ସ ଫୋର୍ସ ଏବଂ ବ୍ଲକ ସ୍ତରୀୟ ଶିଶୁ ଶ୍ରମିକ ନିଷେଧ ଟାକ୍ସ ଫୋର୍ସର ତ୍ରୟୋମାସିକ ବୈଠକ ଅନୁଷ୍ଠିତ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୧ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ : ଦ୍ୱିତୀୟ ଦିବସରେ ସ୍ପୋର୍ଟ୍ସ ହଷ୍ଟେଲ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଙ୍କ ମିଳିତ ଆନୁକୂଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ
Read More...

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଅ, ନ ହେଲେ ୧୭ ଜାନୁୟାରୀରୁ ଅନିର୍ଦ୍ଦିଷ୍ଟ କାଳ ସତ୍ୟାଗ୍ରହ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାର ମୁରିବାହାଲ ତହସିଲ ଅଂଚଳର ପଞ୍ଜି ସ୍କିମ (ଚିଟଫଣ୍ଡ) କ୍ଷତିଗ୍ରସ୍ତ ଜମାକାରୀମାନେ ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ ଓ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବୀରେ ତହସିଲ ସମ୍ମୁଖରେ ଜମାକାରୀ ଗଣ ସତ୍ୟାଗ୍ରହରେ
Read More...

ବଲାଙ୍ଗିରରେ ଜାତୀୟ ଖାଉଟି ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନ ସଭାଗୃହରେ ଆଜି ଦିନ ୧୧.୩୦ମି.ରେ ଜାତୀୟ ଖାଉଟି ଦିବସ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ପାଳିତ ହୋଇଯାଇଛି । ଅତିଥି ଭାବେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ
Read More...

ନୂତନ ବିଜୁ ଆଦର୍ଶ କଲୋନୀର ୨୪୩ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଜାଗା ମିଶନ ଅନ୍ତର୍ଗତ ୨୪୩ ଜଣ ବଲାଙ୍ଗିର ପୌରାଂଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଜିଲ୍ଲାପାଳ ତଥା ପୌର ପ୍ରଶାସକ ଚଂଚଳ ରାଣାଙ୍କ ଦ୍ୱାରା ବଂଟନ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଥମ
Read More...

ଟିଟିଲାଗଡ଼ର ସାନ୍ୟା ପିନ୍ଧିଲେ ମିସ୍‌ ଓଡ଼ିଶା ବିୟୁଟି ୨୦୨୧ ମୁକୁଟ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ହାଇସ୍କୁଲପଡ଼ାର ଜନ୍ମିତ ସାନ୍ୟା ଗହୀର (୧୯)ଶ୍ରୀ ମେଟାଲିକ ଲିଃର ମାନବ ସମ୍ବଳ ବିଭାଗ ମୁଖ୍ୟ ବାଳକୃଷ୍ଣ ଗହୀର ଓ ରଞ୍ଜିତା ଗହୀରଙ୍କ ଝିଅ ତଥା ଶିକ୍ଷାବିତ ସ୍ୱର୍ଗତ ଗଙ୍ଗାଧର ଗହୀରଙ୍କ ନାତୁଣୀ ସାନ୍ୟା ଗୋପାଳପୁରରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଳପୁର ବ୍ଲକ କୁଟାସିଂହା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ପିଏମ୍‌ ଆବାସ ଘର ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ : ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : 'ଆମର ଦାବୀ ପୂରଣ ହେଉ, ଜିଲ୍ଲାପାଳଙ୍କୁ ଡକାଯାଉ' ଏପରି କିଛି ନାରା ସହ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଖାଲିଆପାଲି ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ପ୍ରାୟ ୩୦୦ ପରିବାର ଥିବା ବେଳେ
Read More...

ନବ ନିଯୁକ୍ତ ବିସିସିଆଇ ସଦସ୍ୟଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା : କ୍ରୀଡାର ସାମୁହିକ ଉନ୍ନତି ପାଇଁ ମୁଁ ସର୍ବଦା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବ ନିଯୁକ୍ତ ବିସିସିଆଇ ଟୁର୍‌, ଫିକ୍ସଚର୍‌ ଓ ଟେକ୍ନିକାଲ୍‌ କମିଟି ସଦସ୍ୟ ହରିନାରାୟଣ ପୁଜାରୀଙ୍କୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ସାମୁହିକ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ସାମୁହିକ ସମ୍ବର୍ଦ୍ଧନା
Read More...