Yearly Archives

2021

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଅର୍ଥନୀତି ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ମହା ବିଦ୍ୟାଳୟ କନଫରେନ୍ସ କୋଠରୀରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ.ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ
Read More...

ପ୍ରଧାନମନ୍ତ୍ରୀ ନଭେମ୍ବର ୧୯ ତାରିଖ ୟୁପି ଗସ୍ତ କରିବେ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀଙ୍କ ୟୁପିଗସ୍ତ ଅବସରରେ ଉଦ୍ଘାଟିତ ହେବ ୬୨୫୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପଚାଷୀଙ୍କ ସୁବିଧା ଓ ଜଳକଷ୍ଟ ଦୂର ପାଇଁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ମହୋବାଠାରେ ଜଳପ୍ରକଳ୍ପଝାନ୍ସୀରେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ଅଟଳ ଏକତା ଉଦ୍ୟାନ ଓ ୬୦୦ ମେଗାୱାଟର
Read More...

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ଚକ୍ଷୁ ଚିକିତ୍ସା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ନଗରୀର ଗାୟତ୍ରୀ ଶକ୍ତିପୀଠର ୩୭ତମ ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଇକସ ଚକ୍ଷୁ ଚିକିତ୍ସାଳୟ ବ୍ରହ୍ମପୁର ସହଯୋଗରେ ଆରମ୍ଭ ଶିବିରରେ ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଧରମ ଦାସ ପ୍ରଥମେ
Read More...

ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାରେ ୪ଜି ମୋବାଇଲ ସେବାକୁ କ୍ୟାବିନେଟ ମଞ୍ଜୁରୀ

• ପାଞ୍ଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶାର ମୋବାଇଲ ସେବା ପହଞ୍ଚି ନଥିବା ଆକାଂକ୍ଷି ଜିଲ୍ଲାଗୁଡିକରେ ୟୁଏସଓଏଫ ଯୋଜନାକୁ କ୍ୟାବିନେଟର ଅନୁମୋଦନ• ପ୍ରାୟ ୬,୪୬୬ କୋଟି ଟଙ୍କା ବ୍ୟୟରେ ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ୭୨୮୭ ସେବା
Read More...

ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ସଡ଼କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୧) ଏବଂ (୨) ଅଧୀନରେ ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳରେ ସଡ଼କ ସଂଯୋଗ କାର୍ୟ୍ୟ ନିମିତ୍ତ ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁରୀ ପ୍ରଦାନ କରିଛି । ଏ ବାବଦରେ ୨ଠ୨୧-୨୨ରୁ ୨ଠ୨୪-୨୫ ଅବଧି ମଧ୍ୟରେ ୧,୧୨,୪୧୯ କୋଟି ଟଙ୍କା
Read More...

ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପ୍ରକିୟାରେ ମହିଳାଙ୍କ ଅଂଶଗ୍ରହଣ ଏବଂ ସଶକ୍ତିକରଣ ନେଇ କର୍ମଶାଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଗ୍ରେସନ ଭବନଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଅଂଶ ଗ୍ରହଣ ଏବଂ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁଷ୍ପାଞ୍ଜଳି ଗୋଆଲ, ବେଳମତି ମାଝୀ, ଅମ୍ବିକା ମାଝୀ, ସରସ୍ୱତୀ
Read More...

ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ପରିବାର ଅସହାୟ : ପରିବାର କଲ୍ୟାଣ ଯୋଜନା କାହା ପାଇଁ

ସିନାପାଲି, (ନିରାକାର ମେହେର) : ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାରେ ଥିବା ପରିବାର ପାଇଁ ସରକାର ବିଭିନ୍ନ ପରିବାର କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ସିନାପାଲି ବ୍ଲକରେ ତାହା ସାତ ସପନ ପାଲଟିଥିବା ଅଭିଯୋଗ ହେଉଛି । ସ୍ୱାମୀଙ୍କ ମୃତ୍ୟୁ ପରେ ବର୍ଷ ବର୍ଷ ବିତିଯାଉଥିଲେ
Read More...

ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସାଇବର ସୁରକ୍ଷା ଗ୍ରାଣ୍ଡ ଚ୍ୟାଲେଞ୍ଜର ବିଜେତାମାନଙ୍କୁ…

ନୂଆଦିଲ୍ଲୀ, (ପିଆଇବି) : ଇଲେକଟ୍ରୋନିକ୍ସ ଏବଂ ଆଇଟି, ଯୋଗାଯୋଗ ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଇଲେକଟ୍ରୋନିକ୍ସ ଏବଂ ଆଇଟି, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ୧୮ ନଭେମ୍ବର, ୨୦୨୧ ପୂର୍ବାହ୍ନ ୧୦.୩୦ ରୁ ୧୧.୩୦ ପର୍ୟ୍ୟନ୍ତ
Read More...

ସର୍ବଭାରତୀୟ ପୀଠାସୀନ ଅଧିକାରୀମାନଙ୍କ ୮୨ତମ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

• “ଭାରତ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ । ଗଣତନ୍ତ୍ର ଆମର ସ୍ୱଭାବ ଏବଂ ଭାରତରେ ଜୀବନର ଏକ ଅଂଶବିଶେଷ”• “ଭାରତର ସଂଘୀୟ ବ୍ୟବସ୍ଥାରେ ସମସ୍ତ ରାଜ୍ୟମାନଙ୍କର ଭୂମିକା ‘ସବକା ପ୍ରୟାସ’ର ଏକ ବଡ଼ ଆଧାର”• “କରୋନା ମହାମାରୀ ବିରୋଧରେ ଲଢ଼େଇ ‘ସବକା ପ୍ରୟାସ’ର ଏକ ମହାନ ଉଦାହରଣ”•
Read More...

ବେକରେ ଶାଢୀ ଲଗାଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା : ଝୁଲନ୍ତା ମୃତ ଦେହ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ କିରିକିଟା ପଞ୍ଚାୟତ ସୁନାରୀସିକୁଆ ଗ୍ରାମର ଜଣେ ବିବାହିତା ମହିଳା ଘର ଭିତରେ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମହିଳା ଜଣକ କୁମଦିନି ଶବର (୨୮) ବୋଲି ଜଣାପଡିଛି ।
Read More...