Yearly Archives

2021

ନୂତନ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଚବିଶ ପ୍ରହରୀ ନାମ ଯଜ୍ଞ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ଡୁଡୁକା ବ୍ଲକ ଅନ୍ତର୍ଗତ ପଟୁଆପାଲି ପଂଚାୟତ ପଟୁଆପାଲି ଗ୍ରାମରେ ନବନିର୍ମିତ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଗତକାଲି ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯରଇଛି । ଗତକାଲି ଦିବା ୧୧ଘଣ୍ଟା ସମୟରେ ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ
Read More...

ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ପ୍ରଥମ ବର୍ଷର ନବାଗତମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନ ଏହି ଉତ୍ସବକୁ ଉଦ୍‌ଘାଟନ କରି ଆଶୀର୍ବଚନ ଓ
Read More...

ବଲାଙ୍ଗିର ଜିଲ୍ଳା ଉପ-ନିବନ୍ଧକ କାର୍ଯ୍ୟାଳୟର ଅପେକ୍ଷା ଗୃହ ଏବଂ ନବୀକରଣ ମୁଖ୍ୟ ଦ୍ୱାର ଜିଲ୍ଲାପାଳଙ୍କ ଦ୍ୱାରା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ଜିଲ୍ଳା ଉପନିବନ୍ଧକ କାର୍ଯ୍ୟାଳୟର ଅପେକ୍ଷାଗୃହ ଏବଂ ନବୀକରଣ ମୁଖ୍ୟ ଦ୍ୱାର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଳା ନିବନ୍ଧକ ଅନନ୍ତ ନାରାୟଣ ସିଂ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୬ ବୃଦ୍ଧି ପାଇଛି । ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ଜୀବନ ନେଇଛି ଘାତକ କରୋନା ।
Read More...

ଜାତୀୟ ପ୍ରେସ୍‌ ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତୀୟ ପ୍ରେସ୍‌ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜୀବନବ୍ୟାପି ସାଧନା ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ତଥା ଅଖିଳ କ୍ଷୁଦ୍ର ଓ ମଧ୍ୟମ
Read More...

ଅତଏବର ସମ୍ପାଦକ ସୁଶୀଲ କୁମାର ପଣ୍ଡାଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ତଥା ଅତଏବ ଖବରକାଗଜର ସମ୍ପାଦକ ସୁଶୀଲ କୁମାର ପଣ୍ଡା ଚେନ୍ନାଇଠାରେ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ପଣ୍ଡାଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି
Read More...

ଛତ୍ରପୁରରେ ମୁସଲମାନ ସମାଜ ପକ୍ଷରୁ ଗ୍ୟାରେମି ଶରିପ୍ ଉତ୍ସବ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ହିନ୍ଦୁ, ମୁସିଲିମ, ଖ୍ରୀଷ୍ଟିୟାନ ଆଦି ସର୍ବଧର୍ମ ସମନ୍ୱୟର ଏକ ଭାଇଚାରା ସମ୍ପନ୍ନ ସ୍ଥାନ । ଏହି ସହରରେ ସେଭଳି କୌଣସି ସାମଞ୍ଜସ୍ୟତା ଆଦୌ ନାହିଁ । କି କୌଣସି ଦ୍ଵିଧା ବି ନାହିଁ । ସବୁ ରହିଛି, ବିବିଧତାର ଏକ ଅନନ୍ୟ ସମ୍ପର୍କ ।
Read More...

ଡ୍ରିମ ଟିମ୍ ଫାଉଣ୍ଡେସନ୍‌ର ଷଷ୍ଠ ଉତ୍ସାହ ୨୦୨୧ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ଦିବସ ଉପଲକ୍ଷେ ଡ୍ରିମ ଟିମ୍ ଫାଉଣ୍ଡେସନର ଷଷ୍ଠ ଉତ୍ସାହ ୨୦୨୧ କାର୍ଯ୍ୟକ୍ରମ ସିଭିଲଟାଉନସିପ୍‌ ପାଣିଗ୍ରାହୀ କମ୍ପ୍ଲେକ୍ସଠାରେ ପାଳିତ ହୋଇଯାଇଛି । ଡ୍ରିମ ଟିମ୍ର ଅଧ୍ୟକ୍ଷ ଅମୀୟ ଦାସ ଓ ଟ୍ରଷ୍ଟି ପଦ୍ମିନୀ
Read More...

ଗତ ୨୪ ଘଂଟାରେ ୨୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୩ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଦେଶରେ ସମ୍ପୂର୍ଣ୍ଣ ଡୋଜ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଆଂଶିକ ଟିକା ନେଇଥିବା ଲୋକଙ୍କ ସଂଖ୍ୟାକୁ ପ୍ରଥମ ଥର ପାଇଁ…

ସରକାରଙ୍କ ଉପରେ ଲୋକଙ୍କ ବିଶ୍ୱାସ, ଜନଭାଗିଦାରୀ ଓ ହରଘର ଦସ୍ତକ ଅଭିଯାନ ଯୋଗୁଁ ଏହି ସଫଳତା ମିଳିଛିଦେଶରେ ଟିକାର ଅଭାବ ନ ଥିବା କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ଦ୍ୱିତୀୟ ଡୋଜ ନେବାକୁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଲେ ନୂଆଦିଲ୍ଳୀ, (ପିଆଇବି) : ଭାରତରେ ଦୁଇ ଡୋଜ
Read More...