Yearly Archives

2021

ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଇ-ଜାତୀୟ ସହାୟତାକୁ ନେଇ ସଚେତନତା ସଭା

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରାଠାରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଜାତୀୟ ସହାୟତା ଓ ସୁରକ୍ଷା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କ୍ଷେତ୍ର ଅଧିକାରୀ ଲିଙ୍ଗରାଜ ନଗ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ପାଇଁ
Read More...

ଗ୍ଲୋବାଲ୍ ଇନୋଭେସନ୍ ସମ୍ମିଳନୀ ୨୦୨୧ର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) : କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ମନସୁଖ ଭାଇ, ଭାରତୀୟ ଫାର୍ମାସ୍ୟୁଟିକାଲ୍ ଆଲାଏନ୍ସର ସଭାପତି ସମୀର ମେହେଟ୍ଟା, କ୍ୟାଡିଲା ହେଲଥ କେୟାର ଲିମିଟେଡର ଚେୟାରମ୍ୟାନ୍ ଶ୍ରୀ ପଙ୍କଜ ପଟେଲ ଓ ବିଶିଷ୍ଟ ଅଂଶଗ୍ରହଣକାରୀମାନେ । ପ୍ରଥମେ, ମୁଁ ଏହି ଗ୍ଲୋବାଲ୍ ଇନୋଭେସନ୍
Read More...

ବିବିନା ଗ୍ରାମରେ ଅଭିମୁଖିକରଣ ଶିବିର ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଗ୍ରାମରେ ପଞ୍ଚାୟତ ସ୍ତରୀୟ ଅଭିମୁଖିକରଣ ତାଲିମ ଶିବିର ଓ କାଳିଆ ଯୋଜନାରେ ଭୂମିହୀନ କୃଷକମାନଙ୍କ ଜୀବିକା ଚୟନ ଫର୍ମ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନେ ବିଭିନ୍ନ ପ୍ରକାରର ଚାଷ କରି
Read More...

ସଡକ ଦୁର୍ଘଟଣାରେ ଶିକ୍ଷୟିତ୍ରୀ ମୃତ : ଅନ୍ୟଜଣେ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କାରେ ଦୁଇ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ମହିଳାଙ୍କ ମୃତ୍ୟୁ ଘଟିଛି, ଅନ୍ୟଜଣେ ମହିଳାଙ୍କ ପୁତ୍ର ଗୁରୁତ୍ତର ଅଛନ୍ତି ବୋଲି ଜଣାଯାଇଛି । ମୃତକ ଜଣକ ବରିଷ୍ଟ
Read More...

ମୁରିବାହଲ ବ୍ଲକରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଗଠନ ଦିବସ ପାଳିତ

ମୁରିବାହଲ, (କେପିଏନ୍‌ଏସ୍‌) : ମୁରିବାହଲ ବ୍ଲକ ଅନ୍ତର୍ଗତ ଟଟୋପଡ଼ା ଗ୍ରାମରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ, ବଲାଙ୍ଗିର ବୋର୍ଡ ଓ ଗ୍ରାମର ବାପୁଜୀ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ଗଠନ ଦିବସ ପାଳିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ସୁକାନ୍ତ
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ଦୁଇଜଣ ଚାଲାଣକାରୀ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗ୍ରାହକ ବେଶରେ ବଜ୍ରକାପ୍ତା ଚାଲାଣକାରୀଙ୍କୁ ମାଡ଼ି ବସିଲା ଏସ୍‌ଟିଏଫ୍‌ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଚାଲାଣକାରୀଙ୍କ ନିକଟରୁ ୧୧କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସ୍‌ଟିଏଫ୍‌ ଓ ବନବିଭାଗ । ସୂଚନା ପ୍ରକାରେ
Read More...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଫୁଲବାଣୀ ଗସ୍ତକୁ ନେଇ ବିଜେଡିର ବୈଠକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତ ମାସ ୨୨ ତାରିଖରେ ଫୁଲବାଣୀ ଗସ୍ତରେ ଆସୁଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଫୁଲବାଣୀ ଆସିବେ । ହେଲିକପ୍ଟର ଯୋଗେ ଆସି ଫୁଲବାଣୀ
Read More...

ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନୂଆପଡା ଗସ୍ତ

ନୂଆପଡା, (ନିରାକାର ମେହେର) : ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦିବ୍ୟ ଶଙ୍କର ମିଶ୍ର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନୂଆପଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ଓ
Read More...

୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ କଳାହାଣ୍ଡିରୁ ଲୋକାର୍ପିତ ହେଲା ୨୯ଟି ହାଇସ୍କୁଲ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆଜି କଳାହାଣ୍ଡି ଜିଲ୍ଲାର ୨୯ଟି ରୂପାନ୍ତରିତ ହାଇସ୍କୁଲକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଭବାନୀପାଟଣାର ମାଣିକେଶ୍ୱରୀ ହାଇସ୍କୁଲ ପରସରରେ କଳାହାଣ୍ଡି ଜିଲ୍ଲାର ପ୍ରଥମ ପର୍ୟ୍ୟାୟରେ ରୂପାନ୍ତରିତ ହୋଇଥିବା ୨୯ଟି
Read More...

ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଦମପଡା ରେଳ ଫାଟକ ନିକଟରେ ଜଣେ ଯୁବକ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କାମ କରୁଥିବା ଲୋକେ କହିଛନ୍ତି ଯେ, ମାଲବାହୀ ଟ୍ରେନ ଆଗକୁ ଡେଇଁ ସଂପୃକ୍ତ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସେମାନେ ଦେଖିଛନ୍ତି । ମୃତ
Read More...