Yearly Archives

2021

ବନ୍ଧୁକ ଦେଖାଇ ଦୋକାନୀଙ୍କଠାରୁ ସୁନା ଓ ରୂପା ଗହଣା ଲୁଟ ଅଭିଯୋଗ : ଡେଲାଙ୍ଗ ପୋଲିସ ପକ୍ଷରୁ ତନାଘନା ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଧିନ ଘୋରଡିଆ ବଜାରରେ ଥିବା ସାଇ ଜୁଏଲାରୀ ଗହଣା ଦୋକାନ ମାଲିକ ଶୁସାନ୍ତ ପୌଦାରଙ୍କଠାରୁ ଦୁର୍ବୁତମାନେ ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଦୋକାନ ମାଲିକ ଶୁସାନ୍ତ ଗତ ୧୭ ତାରିଖ ରାତ୍ର ୯.୩୦ରେ ଦୋକାନ
Read More...

ମୁଣ୍ଡ ନୁଆଇଁଲେ ମୋଦୀ ସରକାର : ୩ ନୂଆ କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ : ଶେଷରେ କୃଷକଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦୀ ସରକାର । ବାଧ୍ୟ ହୋଇ ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି । ଏସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ଓ
Read More...

ଲଜ୍ଜା : ସଦାଇପାଲି ରାସ୍ତା କଡ଼ରେ ଏବେ ବି ଲୋକେ କରୁଛନ୍ତି ମଳ ତ୍ୟାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ଶୌଚାଳୟ ଦିବସ । ଏହି ଦିବସ ପାଳନର ଅନେକ ଯଥାର୍ଥତା ରହିଥିବା ବେଳେ ବାହ୍ୟ ମଳତ୍ୟାଗ ବର୍ଜନ କରି ଶୌଚାଳୟ ବ୍ୟବହାର ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ମଧ୍ୟ ଏହି ଦିବସ ପାଳନର ବିଶେଷ ଉଦ୍ଦେଶ୍ୟ । ତେବେ ବଲାଙ୍ଗିର ସହରର ଉପକଣ୍ଠରେ ଅବସ୍ଥିତ
Read More...

ତୁର୍ଲାମାଲରେ ପଞ୍ଚୁକ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମରେ କାର୍ତ୍ତିକ ପଞ୍ଚୁକ ପାଳିତ ହୋଇଯାଇଛି । କାର୍ତ୍ତିକ ମାସ ସାରା ତଥା ଶୁକ୍ଳ ପକ୍ଷ ଅଳାଁ ନବମୀ ଦିନଠାରୁ ଆରମ୍ଭ ହୋଇଥାଏ । ଏଥିରେ ଭକ୍ତମାନେ ପଞ୍ଚୁକ ବୁଡ ପକାଇଥାନ୍ତି । ପ୍ରଭାତ ୪ ଟାରୁ ଉଠି
Read More...

ଗତ ୨୪ ଘଂଟାରେ ୨୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫୦୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

‘ସିଡନୀ ଡାଏଲଗ୍’ରେ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ ଭାରତର ପ୍ରଯୁକ୍ତି ବିକାଶ ଓ ବିପ୍ଳବ ଉପରେ କଲେ ଆଲୋକପାତ

• ଭାରତରେ ହେଉଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ତାଲିକା ଦେଲେ• “ଖୋଲାପଣ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ । ଅନୁରୂପ ଭାବେ, କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଏହି ଖୋଲାପଣର ଅପବ୍ୟବହାର କରିବାକୁ ଦିଆଯିବା ଉଚିତ୍ ନୁହେଁ”• “ଭାରତୀୟ ଡିଜିଟାଲ ବିପ୍ଳବର ମୂଳଦୁଆ ଆମ
Read More...

ଡ଼ିଆର୍‌ଡିଏ ପ୍ରତିନିଧିଙ୍କ ମନରେଗା କାର୍ଯ୍ୟ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମନରେଗା କାର୍ଯ୍ୟ ସମୀକ୍ଷା ଓ କ୍ଷେତ୍ର ଅନୁସଂଧାନ କରିବାକୁ ଏକ କେନ୍ଦ୍ରୀୟ ଅନୁସଂଧାନକାରୀ ଦଳ ପୁରୀ ଜିଲ୍ଲା ଗ୍ରାମ୍ୟ ବିକାଶ ସଂସ୍ଥାର ଏମ୍‌ସି ମିହିର ଓ ରାଜକିଶୋର ପରିଡାଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ଟିମ୍ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର,
Read More...

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପତିତପାବନ ପାଠାଗାର ଆନୁକୂଲ୍ୟରେ ୩୩ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ରଧାକାନ୍ତ ମଠରେ ଅନୁଷ୍ଠିତ ହୋଇଯାଇଛି । ନଅଦିନ ଧରି ପ୍ରତ୍ୟହ ସକାଳେ ବ୍ୟାସ
Read More...

ପ୍ରଧାନମନ୍ତ୍ରୀ ନଭେମ୍ବର ୨୦ ଓ ୨୧ରେ ଲକ୍ଷ୍ନୌରେ ଆୟୋଜିତ ୫୬ତମ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ

ଲକ୍ଷ୍ନୌ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀ ଲକ୍ଷ୍ନୌର ପୁଲିସ ସଦର କାର୍ୟ୍ୟାଳୟରେ ଅନୁଷ୍ଠିତ ହେଉଛି । ଏଥିରେ ବିଭିନ୍ନ ପୁଲିସ ବାହିନୀର ଡିଜିପି
Read More...

ପଶ୍ଚିମ ଓଡ଼ିଶା ସେବା ସଂଘ ଦେଓଗାଁ ବ୍ଲକ ପକ୍ଷରୁ ତହସିଲଦାରଙ୍କୁ ୮ଦଫା ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ସମସ୍ତ ଗାଁକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଦାବୀକୁ ନେଇ ପଶ୍ଚିମ ଓଡ଼ିଶା ସେବା ସଂଘ ଦେଓଗାଁ ବ୍ଲକ ପକ୍ଷରୁ ଦେଓଗାଁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ
Read More...