Yearly Archives

2021

ଐତିହାସିକ କୃଷକ ଆନ୍ଦୋଳନର ବିଜୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ ବିରୋଧୀ ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବୀରେ ଚାଲିଥିବା ୧୨ ମାସର ଐତିହାସିକ କୃଷକ ଆନ୍ଦୋଳନର ବିଜୟ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଏସ୍‌ୟୁସିଆଇ(ସି) ତରଫରୁ ବିଭିନ୍ନ ସ୍ଥାନରେ ବିଜୟ ଦିବସ ପାଳିତ ହୋଇଛି । ଆଜି ରାଜେନ୍ଦ୍ର କଲେଜ ଛକରେ
Read More...

୭୫ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଉପଜିଲ୍ଲାପାଳଙ୍କ ଜମି ଚିହ୍ନଟ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଏନ୍‌ଏସି ଏବଂ ମ୍ୟୁନିସିପାଲିଟିରେ ୭୫ ଲକ୍ଷ ଟଙ୍କାରେ ହେବାକୁ ଥିବା ସ୍ମାର୍ଟ ପାର୍କ ନିର୍ମାଣ ନେଇ କଂଟାବାଂଜି ଏନ୍‌ଏସିରେ ମଧ୍ୟ ଶୁକ୍ରବାର ଦିନ ଜମି ଚିହ୍ନଟ ହୋଇଛି । ଦୀର୍ଘ ବର୍ଷ ଧରି ତହସିଲ ଅଫିସ ପଛପଟେ ଥିବା
Read More...

ପିଇବା ପାଣି ପାଇଁ ଡହକ ବିକଳ ବଡ଼କୁଞ୍ଜାରୀ ମନ୍ଦିରପଡାବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଜଳ ହିଁ ଜୀବନ । ସରକାର ସ୍ୱଚ୍ଛ ଜଳ କିପରି ଭାବେ ଘରେ ଘରେ ପହଞ୍ଚିବ ସେଥି ପାଇଁ ନାନା ଯୋଜନା ଗୁଡିକ କରିଛନ୍ତି । ଯେମିତି ଶୁଦ୍ଧ ପାଣି ପାଇବା ପାଇଁ କେହି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆଗେ ଗ୍ରାମୀଣ ଜଳ ଓ ପରିମଳ ବିଭାଗ ଅଧିନରେ
Read More...

ଗଛରେ ପିଟି ହୋଇ ଓଲଟିଲା ପିକ୍‌ ଅପ୍‌ : ୨ ଯୁବକ ଗୁରୁତର

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଛକଠାରେ ଆଜି ସନ୍ଧ୍ୟା ସମୟରେ ରିସିଡାରୁ ମ.ରାମପୁର ଆସୁଥିବା ଏକ ପିକ୍‌ ଅପ୍‌ ଓଡ଼ି-୦୩-ଏମ-୪୦୩୩ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଜଣାପଡିଛି । ଗାଡିଚାଳକ ନକୁଳ ହେରନା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ
Read More...

କଳା କୃଷି ଆଇନ ପ୍ରତ୍ୟାହାର ପରେ ବରଗଡ଼ରେ ଆପ୍ ପକ୍ଷରୁ ବିଜୟ ଉତ୍ସବ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତିନି କଳା କୃଷି ଆଇନ ବିରୋଧରେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ମିଳିଛି ବଡ଼ ସଫଳତା । ଆଜି ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତୀ ଓ ପ୍ରକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହି ଖବର ଆସିବା ପରେ
Read More...

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ସେକ୍ସନ ଅଫିସର୍‌…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ସେକ୍ସନ ଅଫିସର୍‌ ରମେଶ ପ୍ରସାଦ ନାଗଙ୍କ ଘରେ ଗତକାଲି ଗୁରୁବାର ଦିନ ଭିଜିଲାନ୍ସ ବିଭାଗ ରେଡ୍ କରିଥିଲା । ରମେଶଙ୍କ ଘର ଓ ଅଫିସ ଉପରେ ଭିଜିଲାନ୍ସ ରେଡ୍‌ ପରେ
Read More...

ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ କଣ୍ଠଶିଳ୍ପୀ ରୁକୁ ସୁନାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୨ଟା ସମୟରେ ସ୍ଥାନୀୟ ଅଶୋକ ହୋଟେଲଠାରେ ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ କଣ୍ଠଶିଳ୍ପୀ ରୁକୁ ସୁନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ୟ୍ୟକ୍ରମରେ କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, ଉପାଧ୍ୟକ୍ଷ ବିନୋଦ କୁମାର କାଲସାଏ, ଆବାହକ
Read More...

ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜ କର୍ମକର୍ତ୍ତା ନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର ସଭ୍ୟମାନଙ୍କର ଉପସ୍ଥିତରେ ଏକ ସାଧାରଣ ସଭା ପାଇକମାଲ ସ୍ଥିତ ସାଲେପାଲି ଗ୍ରାମଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ୱରେ ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ
Read More...

ହନୁମାନ ମନ୍ଦିରରେ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୋଏଲନଗର ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିରଠାରେ ପ୍ରସାଦ ବିତରଣ କରାଯାଇଥିଲା । ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ମନ୍ଦିର ପରିସରରେ ମୁରୁଜ ପକାଇବା ସହ ଉଭୟ ପୁରୁଷ ଓ ମହିଳା ଭକ୍ତମାନେ ଭଜନ କୀର୍ତ୍ତନରେ
Read More...

ପ୍ରବଳ ବର୍ଷା ହେଲା କାଳ : ଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ

ତାମିଲନାଡ଼ୁ : ତାମିଲନାଡ଼ୁର ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାମପଟ୍ଟୁ ଅଞ୍ଚଳରେ ପ୍ରବଳ ବର୍ଷା ହେଲା କାଳ । ପ୍ରବଳ ବର୍ଷା ଯୋଗୁଁ ଏକ କୋଠାଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଡୁକ୍କମପାରାଇସ୍ଥିତ ଗୁଡ଼ିୟାତାମ୍ ସରକାରୀ ଡ଼ାକ୍ତରଖାନା ଏବଂ
Read More...