Yearly Archives

2021

ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂକଳ୍ପ ପ୍ରକଳ୍ପ ଅଧିନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ଆଜି ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଂଚଳ ରାଣା ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି
Read More...

ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ୮୨ଦିନରେ ପହଞ୍ଚିଲା

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସ ୧ତାରିଖରୁ ବନ୍ଦ ପଡିଥିବା ଦେଓଗାଁ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳ ସମ୍ମୁଖରେ ହୋଇ ଆସୁଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଅନିଶ୍ଚିତ କାଳୀନ ଧାରଣା ସୋମବାର ଦିନ ୮୨ତମ ଦିନରେ ପହଞ୍ଚିଛି । ଆଜିର ଏହି ଧାରଣାସ୍ଥଳରେ ପଶ୍ଚିମ
Read More...

ସ୍ୱର୍ଗତ ଡ. ଅଟଳ ବିହାରୀ ପଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱର୍ଗତ ଡ. ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ଆସନ୍ତା ତା.୦୧.୧୨.୨୦୨୧ ତାରିଖ ଦିନ ସନ୍ଧ୍ୟା ୪ଟା ସମୟରେ ମହାସମାରୋହରେ ପାଳନ କରିବା ନିମନ୍ତେ ଆଜି ବ୍ରିସ୍କା ଶିକ୍ଷାନୁଷ୍ଠାନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କପିଳେଶ୍ୱର
Read More...

ବିଭିନ୍ନ ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନ୍‌ କର୍ଲାମୁଣ୍ଡା ଶାଖା ପକ୍ଷରୁ ସୋମବାର ସଂଘର ସଭାନେତ୍ରୀ ସଲମୀ ନାଗ, ସମ୍ପାଦିକା ସୁଲକ୍ଷଣି ସାହୁଙ୍କ ନେତୃତ୍ୱରେ ଅଙ୍ଗନୱାଡି କର୍ମୀମାନେ ଶୋଭାଯାତ୍ରାରେ ଆସି
Read More...

ଗାଁ ସାଥୀ ସଂଘର ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗାଁ ସାଥୀ ସଂଘ ତରଫରୁ ପାଂଚଦଫା ଦାବୀକୁ ନେଇ ଏକ ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କୁ ପ୍ରଦାନ କରାଯାଇଛି । ଭୁଜେଶ୍ୱର ସାହୁ ଏବଂ ବଳରାମ ସାହୁଙ୍କ
Read More...

ପୀଠସ୍ନାନ ପରେ ସମାପନ ହେଲା କଲାସୀ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାପନ ହେଲା ଆଶା ଓ ବିଶ୍ୱାସର ପର୍ବ କଲାସୀ । ପୀଠସ୍ନାନ ପରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା କଲାସୀ ପର୍ବ ଆଜି ସମାପନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଠେଲକୋମୁଣ୍ଡା ଓ ଖଲିଆପାଲିରୁ ଦେଖିବା କଲାସୀ ସମ୍ପର୍କରେ ଆମ ରିପୋର୍ଟ । ପବିତ୍ର
Read More...

ସରସ୍ଵତୀ ବହିଦାରଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କରଣ ସାହିର ସରସ୍ଵତୀ ବହିଦାରଙ୍କ ଗତକାଲି ରାତିରେ ନିଜ ବାସଭବନରେ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଛି ବର୍ଷ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ । ସ୍ୱର୍ଗତା ବହିଦାର କିଛି ବର୍ଷ ଧରି ଅସୁସ୍ଥ ଥିବା ବେଳେ ଗତକାଲି ତାଙ୍କର
Read More...

ମା’ଦୁର୍ଗେଇଖୋଲ ଯାତ୍ରାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଡିସେମ୍ବର ୧୯ ତାରିଖ ଓ ୨୦ ତାରିଖ ଦୁଇଦିନ ଧରି ହେବାକୁ ଥିବା ଗନ୍ଧମାର୍ଦ୍ଦନ ପାଦଦେଶରେ ମା' ଦୁର୍ଗେଇ ଦେବୀଙ୍କ ପୂଜନୋତ୍ସବ ଉପଲକ୍ଷେ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନଭଙ୍ଗ ଡେମଠାରେ ନବୀନ ମଲ୍ଲିକଙ୍କ ସଭାପତିତ୍ୱରେ ଏକ
Read More...

ବାଇକ ଡିକିରୁ ୭ କେଜି ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ଗଞ୍ଜେଇ କାରବାର ବଢିବାରେ ଲାଗିଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ତୁଷୁରା ଅଂଚଳରେ ଏକ ପଲସର ବାଇକ ଡିକିରୁ ୭ କେଜି ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ବୋଲି ଖବର ମଳିଛି । ସୂଚନା ଅନୁସାରେ ଆଜି ଏକ ପଲ୍‌ସର୍‌ ବାଇକ ଯୋଗେ
Read More...

ବିଲେଇସର୍ଡା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୪ ତାରିଖରୁ ୮ଟି ଦଳକୁ ନେଇ ଆରମ୍ଭ ହୋଇଥିବା ୭୭ତମ ଆଞ୍ଚଳିକ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆର୍‌.କେ. ଷ୍ଟିଲ, ବଲାଙ୍ଗିର ଓ କୁଶଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳରେ କୁଶଙ୍ଗ ଦଳ, ଆର.କେ. ଷ୍ଟିଲ ବଲାଙ୍ଗିର ବିପକ୍ଷରେ
Read More...