Yearly Archives

2021

ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

● ସଂସଦର କେନ୍ଦ୍ରୀୟ ହଲ ଠାରେ ସମ୍ବିଧାନ ଦିବସ କାର୍ୟ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ● ବିଜ୍ଞାନ ଭବନ ଠାରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ ସମାରୋହକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ୨୬ ତାରିଖରେ ଦେଶ
Read More...

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ନେଇ ଶାସକ ଦଳ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି । ସାରା ରାଜ୍ୟରେ ଏନ୍‌ଏସି, ମ୍ୟୁନିସିପାଲିଟି ଅଫିସ ଆଗରେ ଏବଂ ରାଜ୍ୟର ସମସ୍ତ ବ୍ଳକ୍ ଅଫିସ ଆଗରେ ବିଜେଡି ପକ୍ଷରୁ ଯୁବ, ମହିଳା
Read More...

କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳି ଓ ଡାମନ ଏବଂ ଦିଉରେ ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣ ବ୍ୟବସାୟର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ଓ ଡାମନ୍ ଏବଂ ଦିଉ ଓ (ଡିଏନଏଚ୍ ଓ ଡିଡି)ରେ ବିଦ୍ୟୁତ ବିତରଣ ବ୍ୟବସାୟର ଘରୋଇକରଣ ପାଇଁ କମ୍ପାନୀ (ସ୍ବତନ୍ତ୍ର ଉଦ୍ଦେଶ୍ୟ
Read More...

ରାଜ୍ୟ ମହିଳା କମିଶନର ଆଇନ୍ ସଚେତନତା କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମାଜରେ ମହିଳାମାନଙ୍କ ସହିତ ଘଟୁଥିବା ବିଭିନ୍ନ ଅପରାଧିକ ଏବଂ ହିପ୍ସସାତ୍ମକ ଘଟଣାରେ ମହିଳାମାନେ ସଶକ୍ତ ହୋଇ ଆଇନ୍‌ର ସହାୟତା ନେବା ନିତାନ୍ତ ଆବଶ୍ୟକ ବୋଲି ଆଜି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ
Read More...

ସରପଞ୍ଚଙ୍କ ଉଦ୍ୟମରେ ପାର୍କ ନିର୍ମାଣକୁ ପ୍ରଶଂସା କଲେ ଜିଲ୍ଲାପାଳ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢୀ ପଦର ପଞ୍ଚାୟତରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କ ଉଦ୍ୟମରେ ଏକ ପାର୍କ ନିର୍ମାଣ ସଫଳ ହେବାକୁ ଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଛଅ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପରିମାଣରେ ନେଗୀପାଲି ସିମାନ୍ତ ବଲାଙ୍ଗିର-ବରଗଡ ୨୬ ନମ୍ବର
Read More...

ପଣ୍ଡରିପାଣିରେ ଅଖିଳ ଭାରତୀୟ ଗୋଣ୍ଡୱ।ନାଁ ଗଣ୍ଡ ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ବିଧାୟକ…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପଣ୍ଡରିପାଣି ଗ୍ରାମରେ ଅଖିଳ ଭାରତୀୟ ୪ ହଜାର ୫ ଶହ ଗୋଣ୍ଡୱ।ନାଁ ଗଣ୍ଡ ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଣ୍ଡ ସମାଜ ପକ୍ଷରୁ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓଡ଼ିଆ ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ
Read More...

ପ୍ରେମ ପାଇଁ ହତ୍ୟାକାଣ୍ଡ : ରାଜେନ୍ଦ୍ର ୟୁନିଭରସିଟି ପଛପଟରୁ ମୃତଦେହ ଉଦ୍ଧାର ଘଟଣାରେ ଗିରଫ ହେଲେ ଦୁଇ ସାଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ ବ୍ୟାପାରକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମ ପାଇଁ ସାଙ୍ଗକୁ ଡ଼ାକି ନେଇ ହତ୍ୟା କରାଯାଇଥିବା ଘଟଣା ଚହଳ ସୃଷ୍ଟି କରିଛି ସାରା ସହରରେ । ହତ୍ୟା କରିଥିବା ଦୁଇ ସାଙ୍ଗ ଶୁଭମ ସିଂ ଓ ଅମିତ ମନହିରାକୁ କାବୁ କରିଛି ବଲାଙ୍ଗିର ପୋଲିସ । ରାଜେନ୍ଦ୍ର
Read More...

କ୍ଳେଶ ପ୍ରଧାନଙ୍କୁ ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ ପ୍ରଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ବିଭିନ୍ନ ପଦ ପଦବୀ ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଦଳର ମିଡ଼ିଆ ସେଲ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ଜାରୀ କରାଯାଇଥିବା ଏହି ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାର
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ୧୦ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Read More...