ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ସମ୍ବିଧାନ ଦିବସ ପାଳିତ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ଆଜି ଅଗ୍ରଗାମୀ ଯୁବକ ସଂଘର ପାଠାଗାର ପରିସରରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ରମେଶ ମହାପାତ୍ରଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମଞ୍ଚର ଆବାହକ ପବିତ୍ର ଦେହେରୀ, ସମାଜସେବୀ ଶିବାନନ୍ଦ ମଟାରୀ, ମେରିୟମ!-->…
Read More...
Read More...