Yearly Archives

2021

ମୁକ୍ତା ଯୋଜନାରେ ନୂଆପଡା ସହରାଞ୍ଚଳକୁ ୨.୭୮ କୋଟି ମଞ୍ଜୁର : ଧନ୍ୟବାଦ ଦେଲା ବିଜେଡି

ନୂଆପଡା, (ନିରାକାର ମେହେର) : ବିକାଶ ଦେଖିବେ ନୂଆପଡା ସହରବାସୀ । ମୁକ୍ତା ଯୋଜନାରେ ନୂଆପଡା ସାହାରାଞ୍ଚଳ ପାଇଁ ୨.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିପାଇଁ ରାଜ୍ୟ ସରକାଙ୍କୁ କୃତଜ୍ଞତା ଜଣାଇଛି ଜିଲ୍ଲା ବିଜେଡି । ଏହି ଟଙ୍କାରେ ସହରାଞ୍ଚଳର ବିକାଶ ହେବା ସହ ଲୋକେ କର୍ମ ନିଯୁକ୍ତି
Read More...

ବଲାଙ୍ଗିର ସଦର ବ୍ଲକରେ ଜନଜାଗରଣ ପଦଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ଗ୍ରାମ ପଂଚାୟତଠାରୁ ଚାଣ୍ଟିମୁଣ୍ଡା ପର୍ଯ୍ୟନ୍ତ ସଦର ବ୍ଲକ କଂଗ୍ରେସ କମିଟିର କର୍ମୀମାନଙ୍କୁ ନେଇ ବିଶାଳ ପଦଯାତ୍ରା ଅନୁଷ୍ଠିତ ହେବା ସହ ଯିବା ରାସ୍ତାରେ ପଥପ୍ରାନ୍ତ
Read More...

ଛତିଶଗଡରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ

ଛତିଶଗଡ : ଛତିଶଗଡ ନାରାୟଣପୁର ଫରେସଗା ଥାନା ଅନ୍ତର୍ଗତ କରମରି ଗ୍ରାମର ସରପଞ୍ଚଙ୍କ ସ୍ୱାମୀଙ୍କ ଗଳା କାଟି ହତ୍ୟା କରିଛନ୍ତି ନକ୍ସଲ । ଏହା ସହ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିୟୋଜିତ ଥିବା ପ୍ରୋକଲିନ ଓ ଟ୍ରାକ୍ଟରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ ।
Read More...

ଚାଷୀଙ୍କ ବଡ ଘୋଷଣା : ନଭେମ୍ବର ୨୯ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଟ୍ରାକ୍ଟର ଶୋଭାଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ : ଏକ ବଡ ନିଷ୍ପତ୍ତି ନେଇ ମିଳିତ କିସାନ୍ ମୋର୍ଚ୍ଚା ପ୍ରସ୍ତାବିତ ଆଗାମୀ ନଭେମ୍ବର ୨୯ ଟ୍ରାକ୍ଟର ଶୋଭାଯାତ୍ରାକୁ ସ୍ଥଗିତ ରଖିଛି । ଡିସେମ୍ବର ୪ ରେ ପୁଣି ଥରେ ଏକ ବୈଠକ ହେବ ଏବଂ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରାଯିବ ବୋଲି କୃଷକ ନେତାମାନେ କହିଛନ୍ତି । କୃଷକ ନେତାମାନେ
Read More...

ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତକୁ ନେଇ ଗର୍ଜିଲେ ନରସିଂହ : ବିଜେଡିର ହାତ ବାରିଶି ସାଜିଛି ପୋଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାକୁ ଗଲାଣି । ଦିନ ଦିପହରେ ଲୁଟ୍‌ତରାଜ, ରାହାଜାନୀ, ହତ୍ୟା ଏକ ସାଧାରଣ ଘଟଣାରେ ପାଲଟି ଗଲାଣି । ପୋଲିସ ଏ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛିି । ସହରର ପ୍ରତ୍ୟେକ ଗଳି କନ୍ଦିରେ
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଯାହାକିଛି ବିଶୃଙ୍ଖଳା ସୃଷ୍ଟି ହେଉଛି, ସେଥିପାଇଁ ଆମର ପାରିବାରିକ କନ୍ଦଳ ତଥା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଯାହାକିଛି ବିଶୃଙ୍ଖଳା ସୃଷ୍ଟି ହେଉଛି, ସେଥିପାଇଁ ଆମ ଆମର ପାରିବାରିକ କନ୍ଦଳ ତଥା ଅନ୍ୟତମ ପୂଜକ ମଝିଆ ଭାଇ ମହେନ୍ଦ୍ର ହିଁ ଦାୟୀ ବୋଲି ମୁଖ୍ୟ ପୂଜକ ବଡ଼ ଭାଇ ମଳୟ କୁମାର ଦିଶ୍ରୀ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ
Read More...

ହମିରପୁରରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ "ଲଭ ଅଲ ସର୍ଭ ଅଲ"ର ପ୍ରତିଷ୍ଠାତା ଦୀପ୍ତିମୟୀ ଦାସଙ୍କ ଆବାହକତ୍ୱରେ ତଥା ପିଟରଲାର୍କ ଫାଉଣ୍ଡେସନର ସହଯୋଗରେ ହମିରପୁର ସ୍ଥିତ ବିବେକାନନ୍ଦ ଯୁବକ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା
Read More...

ଗତ ୨୪ ଘଂଟାରେ ୨୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪୨୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସମ୍ବିଧାନ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାର୍ଟିର ଆନୁକୂଲ୍ୟରେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର ଗ୍ରାମରେ ରାଜ୍ୟ ଅନୁସୂଚିତ ଜାତି ସେଲ ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।
Read More...

କଂଗ୍ରେସ କର୍ମୀଙ୍କୁ ବିଜେଡିର ଆକ୍ରମଣ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁର ଜ଼ିଲ୍ଲାରେ ଗତ ୨୫ ତାରଖି ଦିନ ହେଲ୍‌ଥ କାର୍ଡ ବଣ୍ଟନର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହ ଓ ମନ୍ତ୍ରୀ
Read More...