Yearly Archives

2021

ଗଛରେ ଭାଲୁ : ଆତଙ୍କିତ ଲୋକେ, ଭାଲୁ ଉଦ୍ଧାର ପାଇଁ ବନ ବିଭାଗ ସଜାଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଖଇର ପଦର ଗାଁରେ ଭାଲୁ ଆତଙ୍କ ଖେଳାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଖଇର ପଦର ଗାଁ ନିକଟସ୍ଥ ଏକ ସାହାଜ ଗଛ ଉପରେ ଭାଲୁ ଚଢ଼ିଯାଇଥିବା ଦେଖିବାକୁ ମିଳିଛି । ଭାଲୁକୁ ଦେଖିବା ପରେ
Read More...

ସହରସେବା ସମିତିର ୧୦ମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହର ସେବା ସମିତିର ୧୦ମ ବାର୍ଷିକୋତ୍ସବ ହୋଟେଲ୍ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱ ଓ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ଅଚେତ ହୋଇ ରାଜ ପଥରେ ପଡ଼ିଥିଲେ । ଛତ୍ରପୁର ପୋଲିସ ପେଟ୍ରୋଲିଂ ସମୟରେ ଦେଖିବାକୁ ପାଇ ଉକ୍ତ ଯୁବକଙ୍କୁ ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଜି ସକାଳେ ଯୁବକର
Read More...

ଶିକ୍ଷା ସଚେତନ ଗୁଞ୍ଜରଣ ରଥକୁ ସ୍ୱାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ଆନୁକୂଲ୍ୟରେ ଗତ ୧୫ ତାରିଖରେ ସୁନ୍ଦରଗଡରୁ ବାହାରିଥିବା ଶିକ୍ଷା ସଚେତନ ଗୁଞ୍ଜରଣ ରଥ ବଲାଙ୍ଗିର ବ୍ଲକର କେରମେଲି ଗ୍ରାମରେ ପହଞ୍ଚିଛି । ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଲୋକ ଉନ୍ନତି ସଂଗଠନ
Read More...

ତାମିଲନାଡୁରେ ପ୍ରବଳ ବର୍ଷା ନେଲା ୮ ଜଣଙ୍କ ଜୀବନ

ଚେନ୍ନାଇ : ପ୍ରବଳ ବର୍ଷା ନେଇଛି ୮ ଜଣଙ୍କ ଜୀବନ । ଗତ ଶୁକ୍ରବାରଠାରୁ ତାମିଲନାଡୁରେ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଥିବା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍‌ ରାମଚନ୍ଦ୍ରନ୍‌ ସୂଚନା ଦେଇଛନ୍ତି । ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌କୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୭ ବୃଦ୍ଧି ପାଇଛି । ମୃତକ ଜଣକ ବରଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଗ୍ୟାସ ପିଲିଙ୍ଗ ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁଲାଗି ୨ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବସଷ୍ଟାଣ୍ଡ ନିକଟରେ ଥିବା ଭୁବନେଶ୍ୱରୀ ଏଣ୍ଟରପ୍ରାଇଜର୍ସ ନାମକ ଏକ ଗ୍ୟାସ ଫିଲିଙ୍ଗ ଦୋକାନରେ ଗୋଟିଏ ଖାଲି ଗ୍ୟାସ ଟାଙ୍କିରେ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟି ଦୋକାନ ମାଲିକଙ୍କ ସମେତ ଅନ୍ୟଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ।
Read More...

ସୁପାରୀ କିଲରକୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରୀ କିଲରକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ସୁପାରୀ କିଲର ନିକଟରୁ ୨ଟି ପିସ୍ତଲ ଓ ଗୁଳି ଜବତ ହୋଇଥିବା ବେଳେ ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ଏହି
Read More...

ମଣିପୁରରେ ନିର୍ମାଣ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ସେତୁ

ମଣିପୁର : ମଣିପୁରରେ ରେଳବାଇ ବିଶ୍ୱର ସର୍ବୋଚ୍ଚ ସେତୁ ନିର୍ମାଣ କରୁଛି । ଏହା ୧୧୧ କିଲୋମିଟର ଲମ୍ବ ଜିରିବାମ-ଇମ୍ଫାଲ ରେଳ ପ୍ରକଳ୍ପର ଏକ ଅଂଶ । ୟୁରୋପର ମୋଣ୍ଟେନେଗ୍ରୋରେ ୧୩୯ ମିଟର ମାଲା-ରିଜେକା ଭାୟାଡକ୍ଟ ରେକର୍ଡ ଭାଙ୍ଗି ୧୪୧ ମିଟର ଉଚ୍ଚରେ (୩୪ ମହଲା ବିଶିଷ୍ଟ କୋଠା ସହିତ ସମାନ) ଏହି
Read More...

ତୃଣମୂଳର ବଡ ଆକ୍ରମଣ : ଗୋଆରେ ବିଜେପିକୁ ପରାସ୍ତ କରିବାକୁ କଂଗ୍ରେସ କିଛି କରିନାହିଁ

ପାନଜୀ : ଭାରତୀୟ ଜନତା ପାର୍ଟି (ବିଜେପି)ର ଗୋଆର ସମସ୍ତ ଦଳ ସହ ବୁଝାମଣା ରହିଛି ବୋଲି ତୃଣମୂଳର କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରା ଶନିବାର ଦିନ ଅଭିଯୋଗ କରିଛନ୍ତି । ସେ ବିଜେପି ସଭାପତି ଜେପି ନାଡାଙ୍କୁ ନିନ୍ଦା କରିବା ସହ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରତ୍ୟାଖ୍ୟାନ କରାଯାଇଛି
Read More...