Yearly Archives

2021

ବଣୁଆ ହାତୀଙ୍କ ଉତ୍ପାତରେ ଲୋକେ ଆତଙ୍କିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଚଚରାମୁଣ୍ଡା (ବଡକେନ୍ଦୁ), ଜାମକି, ତୁରେକେଲା ଗ୍ରା.ପ. ଅନ୍ତର୍ଗତ ବଗବାହାଲ, କମେଇମୁଣ୍ଡା ଗ୍ରା.ପ. ଅନ୍ତର୍ଗତ ପଣ୍ଡରେନ୍, ଗୋଦରାମୁଣ୍ଡା ଗାଁ ଗୁଡ଼ିକର ଜନସାଧାରଣ ବଣୁଆ ହାତୀ ଉତ୍ପାତରେ ହନ୍ତସନ୍ତ ହେଉଥିବା ଦେଖିବାକୁ
Read More...

ଚାଲିଗଲେ ମାଟିର ଗର୍ବ ଓ ଗୌରବ ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ମାଟିର ଗର୍ବ ଓ ଗୌରବ ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା(୮୪) । ଆଜି ଦିନ ୧ଟା ୪୫ମି.ରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ତାଙ୍କ ଦେହାନ୍ତ
Read More...

ନବବର୍ଷ-୨୦୨୨କୁ ସ୍ୱାଗତ ସ୍ୱରୂପ ଦୈନିକ ଆଶା ମୁଦ୍ରଣ ପ୍ରକାଶନ ପୁନଃ ଆତ୍ମପ୍ରକାଶ କରିବ

ଏ ବର୍ଷର ଦ୍ୱିତୀୟ ବନ୍ଧୁମିଳନ ସମାରୋହରେ ଉଦ୍ୟକ୍ତାଙ୍କ ମତପ୍ରକାଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଓଡ଼ିଶାର ସର୍ବପୂରାତନ ପ୍ରତିଷ୍ଠିତ ଦୈନିକ ଖବରକାଗଜ 'ଦୈନିକ ଆଶା' ଚଳିତ ନବବର୍ଷ-୨୦୨୨ ଅବସରରେ ନବବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
Read More...

ଗତ ୨୪ ଘଂଟାରେ ୧୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୩୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

କରୋନାର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ଅଧିକ ସଂକ୍ରାମକ !

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ, କରୋନା ଭୂତାଣୁର ନୂତନ ପ୍ରକାର 'ଓମିକ୍ରନ୍' ଡେଲଟା ଫର୍ମ ସମେତ ଅନ୍ୟ ଫର୍ମ ଅପେକ୍ଷା ଅଧିକ ସଂକ୍ରାମକ ଏବଂ ଏହା ଏକ ଗୁରୁତର ରୋଗ କି ନୁହେଁ ତାହା ସ୍ପଷ୍ଟ ନୁହେଁ । ଡବ୍ଲ୍ୟୁଏଚ୍‌ଓ କହିଛି, ଓମିକ୍ରନ୍ ସହିତ ଜଡିତ
Read More...

ଶାରଳା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶାରଳା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କୀତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସହରର ଆମ୍ବାଗାନ ଛକ ନିକଟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରାଉରକେଲା ପରିବହନ କାର୍ଯ୍ୟଳୟ ଓ
Read More...

ଲୋଇସିଂହାରେ ଏନ୍‌ସିସି ଦିବସ ପାଳିତ

ଲୋଇସିଂହା, (ସୁଶିଳା କୁମାର ମିଶ୍ର) : ଲୋଇସିଂହା କଲେଜରେ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । ଜାତୀୟ ସମର୍ପଣ ଶିକ୍ଷାର୍ଥୀ ବାହିନୀ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଲୋଇସିଂହା ଡିଗ୍ରି ମହାବିଦ୍ୟାଳୟରେ ଏନ୍‌ସିସି ଦିବସ ପାଳିତ
Read More...

ସଂସଦର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ : ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପସ୍ଥାପିତ ହେବ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ସବୁଠାରୁ ବଡ କଥା ହେଉଛି ଏହି ଅଧିବେଶନରେ ପୂର୍ବ ଅଧିବେଶନ ପରି ହଂଗାମା ହେବ, କାରଣ ପ୍ରଥମ ଦିନରେ ଏକ ବଡ଼ ଧରଣର ଅଶାନ୍ତି ହେବାର ସମ୍ଭାବନା ରହିଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯେହେତୁ
Read More...

ପୁଣି ସାମ୍‌ନାକୁ ଆସିଲା ଦାଦନ ଦୁଃଖ : ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିତା ଗ୍ରାମ ପଞ୍ଚାୟତ ବ୍ରାହ୍ମଣଡିହ ଗ୍ରାମର କେତେକ ପରିବାର ତେଲେଙ୍ଗାନା ଜିଲ୍ଲା ମହବୁବନଗର, ଥାନା ଝଡପଲ୍ଲା, ଗ୍ରାମ ମଛରମ ଗ୍ରାମକୁ ଯାଇ ଇଟାଭାଟିରେ ଇଟା ଗଢିବାକୁ ଯାଇ ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେଣୁ ସେମାନଙ୍କୁ
Read More...

ଭାଲୁପାଲିରେ ମଣିଷକୁ ମାରିଲା ହାତୀ : ଲୋକେ ଆତଙ୍କିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ସକାଳ ସାଢେ଼ ୬ଟାରୁ ୭ଟା ଭିତରେ ଭାଲୁପାଲିରେ ବଣୁଆ ହାତୀ ଜଣଙ୍କୁ ନୃଶଂସ ଭାବେ ଦଳି ମାରି ଦେଇଥିବା ଜଣାପଡ଼ିଛି । ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା କୁହାଯାଉଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରମାଇ ପାହାଡ଼ ସଂରକ୍ଷିତ ଜଙ୍ଗଲରୁ
Read More...