Daily Archives

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୮କୁ ବୃଦ୍ଧି ପାଇଛି । ମୃତକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚମାଖଣ୍ଡି ଥାନା ଅନ୍ତର୍ଗତ ହରିଆପଲ୍ଲୀ ଗ୍ରାମରେ ବୁଧବାର ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚମାଖଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଯୋଗଦେଇ ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ
Read More...

ଗତ ୨୪ ଘଂଟାରେ ୨୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୫୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବଜ୍ରାଘାତରେ ମହିଳା ପରିବା ବିକାଳୀଙ୍କ ଶୋଚନୀୟ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରାଘାତରେ ବଲାଙ୍ଗିର ସହରର ଡେଲି ମାର୍କେଟର ଜଣେ ମହିଳା ପରିବା ବିକାଳୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ମହିଳା ପରିବା ବିକାଳୀ ଜଣକ ହେଲେ ସହରର ରମାଇ ଗଳିର ସୁକାନ୍ତୀ ପୋଢ । ସୂଚନା ଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ସମୟରେ ବର୍ଷା ହେବା ସହ
Read More...

ଗଞ୍ଜାମ ଏସ୍‌ପିଙ୍କ ପଦୋନ୍ନତି

• ବରିଷ୍ଠତା ଭିତ୍ତିରେ ରାଜ୍ୟରେ ତିନିଜଣ ଆଇପିଏସ୍‌ କ୍ୟାଡରଙ୍କ ପଦୋନ୍ନତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ଭିକ, ସାହାସିକତା, ଦାମ୍ବିକତା, ସାଧୁବାଦୀ, ମେଳାପୀ, ସ୍ୱାଭିମାନିର ପରିଚୟ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ଗଞ୍ଜାମ ଏସ୍‌ପି ଆଇପିଏସ୍‌ ବ୍ରିଜେଶ କୁମାର
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ରାଜେନ୍ଦ୍ର ଆଲୁମ୍ନିର ବାର୍ଷିକ ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୩୦ ରବିବାର ପୂର୍ବାହ୍ନ ୧୦.୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ରାଜେନ୍ଦ୍ର ଆଲୁମ୍ନିର ବାର୍ଷିକ ସାଧାରଣ ବୈଠକ ଆହୂତ ହୋଇଛି । ଗତ ୨୯ ଡିସେମ୍ବର ବୁଧବାର ସନ୍ଧ୍ୟାରେ ଆଲୁମ୍ନି ସଭାପତି ଡ.ଅଭିମନ୍ୟୁ ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ମହୁରି ସମ୍ମାନ-୨୦୨୧

ଭବାନୀପାଟଣା, (ପି. କେ. ସାହୁ) : ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ଚଳିତ ବର୍ଷର “ମହୁରି ସମ୍ମାନ” ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ପାଇବେ କବି ଡ. ଗାୟତ୍ରୀବାଳା ପଣ୍ଡା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି
Read More...