Daily Archives

ଡ୍ରେନରେ ପଶିଲା କାର : ଅଳ୍ପକେ ବର୍ତିଲେ ତିନି ମହିଳା ସମେତ ଜଣେ ଶିଶୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଗଞ୍ଜାମ ବ୍ଲକ ପାର୍ଶ୍ଵ ସହରର ମୁଖ୍ୟ ଡ୍ରେନରେ ଗୋଟିଏ କାର ପଶି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୁର୍ଘଟଣା ଗ୍ରସ୍ତ କାରରେ ତିନି ମହିଳା ଓ ଜଣେ ଶିଶୁ ବସିଥିଲେ । ଏଥିରେ ଜଣେ ମହିଳାଙ୍କ ହାତରେ ଆଘାତ ଲାଗିଥିବା ବେଳେ
Read More...

ଷାଠିଏ ହଜାର ଟଙ୍କା ଓ ଚାରି ବାଇକ ସମେତ ଜୁଆ ଆଡ୍ଡାରୁ ୬ ଯୁଆଡି ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜୁଆ ଆଡ୍ଡା ଚାଲିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରମ୍ଭା ଥାନା ଅନ୍ତର୍ଗତ ପାନ୍ଥନିବାସ ସ୍ଥିତ ଜେଟି ଘର ପାଖରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସୋମବାର ରମ୍ଭା ପୋଲିସ
Read More...

ୟୁଥ୍ ଫର୍ ଭିଲେଜ ପକ୍ଷରୁ ଉପେନ୍ଦ୍ର ସ୍ମାରକୀ ରକ୍ତଦାନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାସି ପଞ୍ଚାୟତ ଛୋଟାବସା ନିକଟସ୍ଥ ନୀଳକଣ୍ଠେଶ୍ୱର୍ ଶିକ୍ଷା କେନ୍ଦ୍ର ପରିସରରେ ସଦସ୍ୟ ସ୍ବର୍ଗତ ଉପେନ୍ଦ୍ର କୁମାର ରେଡ୍ଡୀଙ୍କ ସ୍ମୃତିରେ ଉପେନ୍ଦ୍ର
Read More...

ସହିଦଙ୍କ ବିୟୋଗରେ ଜିଲ୍ଲା ସୈନିକ ସଂଘର ସ୍ମୃତିସଭା

କେନ୍ଦ୍ରାପଡା, (ସସ୍ମିତା ପ୍ରଧାନ) : ଗତ ୮ ତାରିଖ ଦିନ ଦୋଷିଆ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଇନ୍ସପେକ୍ଟର ନଟବର ରାଉତଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଠିକ୍ ସେହିଦିନ ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହେଲିକେପ୍ଟର ନୀଳଗିରି ପାହାଡ଼ ନିକଟରେ
Read More...

ଭାରତୀୟ ସଂସ୍କୃତିର ବିକାଶ ପାଇଁ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ମଧ୍ୟରେ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସାର ଭାରତୀ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ସହିତ ଜଡିତ ବିଶିଷ୍ଟ କଳାକାରଙ୍କ ପ୍ରଦର୍ଶନ ଦୂରଦର୍ଶନର ଜାତୀୟ
Read More...

ତରଭା ସଞ୍ଜୟପଲ୍ଲୀ ଜଗନ୍ନାଥ ହତ୍ୟା ମାମଲାରେ ଅଭିଯୁକ୍ତ ବାପ ଓ ପୁଅ ଗଲେ ଜେଲ

ଢେଙ୍କାନାଳ ସଦର, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୂର୍ବ ଶତ୍ରୁତାକୁ ନେଇ ତରଭା ସଞ୍ଜୟପଲ୍ଲୀରେ ହତ୍ୟା ମାମଲାରେ ରଥୀ ନାୟକ, ରାକେଶ ଓ ବାଦଲଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଫାରିସା ଓ କଟୁରୀକୁ ପୋଲିସ ଜବତ କରିଛି । ସୂଚନା ଅନୁସାରେ ଜଗନ୍ନାଥ ନାୟକଙ୍କ
Read More...

ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସର କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ମିଳିବ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାର ଗତ ଅକ୍ଟୋବର ୨୫ ତାରିଖ ଦିନ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅଂଶଧନ ବିକ୍ରୀ ରାଜିନାମା କରିଥିଲେ ମଧ୍ୟ କର୍ମଚାରୀମାନଙ୍କ ସ୍ୱାର୍ଥକୁ ସରକାର ସୁରକ୍ଷା ଦେବେ । ନୀତିଗତ ନିଷ୍ପତ୍ତିକ୍ରମେ ଅଂଶଧନ ବିକ୍ରୀ ପରେ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର
Read More...

କଲେଜ ଛାତ୍ରୀ ନିଖୋଜ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟରି ଗ୍ରାମର ନାବାଳିକା ଯୁକ୍ତ ଦୁଇ କଲେଜ ଛାତ୍ରୀ ରବିବାର ସଂଧ୍ୟାରୁ ନିଖୋଜ ନେଇ ଛାତ୍ରୀର ପିତା ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପିତାଙ୍କ ଅଭିଯୋଗ ଅନୁସାରେ ରବିବାର ସନ୍ଧ୍ୟାରେ ଝିଅ ଶୌଚ ପାଇଁ ପଡିଆକୁ
Read More...

ପାଟଣାଗଡ଼ ଯାଦବ ସମାଜର ନୂତନ ଭାବେ ମନୋନୀତ ହୋଇଥିବା ସଭାପତି ଜନୈକ ବ୍ୟକ୍ତିଙ୍କୁ ଅସିଦ୍ଧ ଘୋଷଣା ଦାବୀରେ ଯାଦବ ମହାସଭା…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ ପାଟଣାଗଡ଼ ବ୍ଳକରେ ବ୍ଳକ ଯାଦବ ମହାସଭା ଗତ ତା ୫/୧୨/୨୦୨୧ ଦିନ ବିନା ନୀତି ନିୟମରେ ଏକ ସଭାପତି ଗଠନ କରି ଯାଦବ ମହାସଭାର ନୀତି ବିରୋଧୀ କାମ କରୁଛନ୍ତି ବୋଲି ପାଟଣାଗଡ଼ ବ୍ଳକ ଯାଦବ ସମାଜ
Read More...

ଭାରତୀୟ ବିରଳ ମୃତ୍ତିକା କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ମଜଦୁର ସଂଘ ସହ-ଅନୁବନ୍ଧିତ ରେର୍ ଏର୍ଥସ୍ ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ଛତ୍ରପୁର ମାଟିଖାଲ ନିକଟସ୍ଥ ଭାରତୀୟ ବିରଳ ମୃତ୍ତିକା କମ୍ପାନୀ ପ୍ରକଳ୍ପ ନିକଟରେ ଥିବା ସଂଘ କାର୍ଯ୍ୟାଳୟ ପରିସରରେ ଗତକାଲି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।
Read More...