Daily Archives

ଖାଇବାକୁ ନ ଦେବାରୁ ଭାଉଜଙ୍କୁ ଗୁଳି କରି ହତ୍ୟା କଲା ଦିଅର

ଦିୱାସ୍ : ଧ୍ୟପ୍ରଦେଶର ଦିୱାସ୍ ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଜଣେ ଦିଅର ତାଙ୍କ ଭାଉଜଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଭାଉଜଙ୍କୁ ଗୁଳି କରିବା ଉତାରୁ ଦିଅର ନିଜେ ପୁଣି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି
Read More...

ଓଡ଼ିଶାରେ ନିଜର ସ୍ଥିତି ଜାହିର୍‌ କଲା ଓମିକ୍ରନ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓମିକ୍ରନ୍‌ ଓଡ଼ିଶାରେ ନିଜର ସ୍ଥିତି ଜାହିର୍‌ କରିଥିବା ବେଳେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଓମିକ୍ରନ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂପୃକ୍‌କ୍ତ ଦୁଇ ସଂକ୍ରମିତ ନାଇଜେରିଆ ଓ କାତାରରୁ ଫେରିଥିବା ବ୍ୟକ୍ତି
Read More...

ବଲାଙ୍ଗିର ପୋଲିସ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଶୀତରେ ଥରୁଛି ବଲାଙ୍ଗିର । କିଛି ଦିନ ହେଲା ସହରରେ ଶୀତ ବଢ଼ିଥିବା ଯୋଗୁଁ ଗରିବ, ନିଃସହାୟ, ନିରାଶ୍ରିତ ଲୋକେ ଘୋର ଅସୁବିଧାରେ ରହୁଥିବା ବେଳେ ବଲାଙ୍ଗିର ପୋଲିସ ପକ୍ଷରୁ ସ୍ୱେଟର, କମ୍ବଳ ଆଦି ଶୀତବସ୍ତ୍ର ବଂଟନ କରାଯାଇଛି । ପୋଲିସର ଏଭଳି ପଦକ୍ଷେପକୁ
Read More...

ଦେଓଗାଁ ବ୍ଳକରେ ଖରିଫ ଧାନ କିଣା ବ୍ୟବସ୍ଥା

ପରଦା ପଛେ ବେପାରି ମିଲରକଟ୍‌ନି ଧାନ କାହା ପାଖେ?ଫଲ୍‌ସ୍‌ ଏଣ୍ଟ୍ରି ପାଇଁ ଚାଳିଛି ଚାଷୀ କାର୍ଡ଼ ଖୋଜାମିଲର ଗଚ୍ଛିତ ଧାନର ଯାଞ୍ଚ ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଧାନକିଣା ଆରମ୍ଭରୁ ଲାଗିଛି ଅବ୍ୟବସ୍ଥା । ପ୍ରତିକୃଷି ସମବାୟ ସମିତିରୁ (ପେକ୍ସ)ରୁ ହଜାର ହଜାର କ୍ବିଣ୍ଟାଲ ଧାନ
Read More...

ପୁଇଁନ୍ତଲାରେ କପା ଚାଷୀମାନଙ୍କ ତାଲିମ ଶିବିର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କପା ଚାଷୀମାନଙ୍କୁ ନେଇ କପା ଫସଲର ଶ୍ରେଣୀକରଣ ଓ ବିକ୍ରିବଟା ତାଲିମ ଶିବିର ଆୟୋଜନ କରାଯାଇଛି । ଏହି ତାଲିମ ଶିବିରରେ ବହୁ କପା ଚାଷୀମାନେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ସ୍ଥିତ ଅମ୍ବିକା ସ୍ପିନୀଙ୍ଗ ମିଲକୁ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ମହାନତା : ଦୁର୍ଘଟଣାରେ ଗୋଡ଼ ହରାଇଥିବା ଶୁଭମ ଚାଲିବାକୁ ହେଲେ ସକ୍ଷମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ୟମ ଯୋଗୁଁ ରାସ୍ତା ଦୁର୍ଘଟଣାରେ ଗୋଡ଼ ହରାଇଥିବା ଜଣେ ବାଳକ ଚାଲିବା ପାଇଁ ସକ୍ଷମ ହୋଇଛନ୍ତି । ଏପରି ଏକ ଖୁସିର ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଳକରେ । ଗାଇବାହାଲ ପଞ୍ଚାୟତ ସଗାରପାଲି ଗାଁର ସତ୍ୟ
Read More...

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୬ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲା ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ଉଦ୍‌ଯାପନୀ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ତୃତୀୟ ଦିନ ବା ଉଦ୍‌ଯାପନୀ ଦିବସରେ ଜିଲ୍ଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶଙ୍କ ସଭପତିତ୍ୱ ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଗତ ୨୪ ଘଂଟାରେ ୧୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୯୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବଡଦିନ ପାଇଁ ବାଲିଗୁଡାରେ ଉପଖଣ୍ଡସ୍ତରୀୟ ଶାନ୍ତି କମିଟି ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ବଡଦିନ ପାଇଁ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସ୍‌ଡିପିଓ ଜିଆର ରାଘବେନ୍ଦ୍ର, ବିଡିଓ ଡ.ଜଗଦିଶ ଷଢଙ୍ଗି,
Read More...