ବୀମା କଂପାନୀ ବିରୋଧରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଠାରେ ଫେରାଦ ହେଲା ବିଜେପି କୃଷକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସବ୍ଡିଭିଜନରେ ଖରିଫଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ପାଞ୍ଚ ହଜାର ୬ ଶହ ଚାଷୀଙ୍କ ବୀମା ପଞ୍ଜିକରଣ ଏଚ୍ଡିଏଫ୍ସି ବୀମା କଂପାନୀ ବେଆଇନ ଭାବେ ବାତିଲ କରି ଦେଇଥିବାରୁ ବିଜେପି କୃଷକ ମୋର୍ଚ୍ଚା!-->…
Read More...
Read More...