Daily Archives

ଉଦ୍‌ଘାଟିତ ହେଲା ‘ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର’ର ବଲାଙ୍ଗିର ଶାଖା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏଲ୍‌ଆଇସି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ‘ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର’ର ବଲାଙ୍ଗିର ଶାଖା ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ବ୍ୟାଙ୍କ୍‌କୁ ଉଦ୍‌ଘାଟନ କରିଛନ୍ତି । ଅନ୍ୟତମ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୩୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୨୦୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୩୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ କରୋନାରେ ୨୦୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ଦେଶରେ ୪ ଘଣ୍ଟାରେ ୭ ହଜାର ୯୭୩ ଜଣ ସୁସ୍ଥ
Read More...

ପଞ୍ଜାବ ସୁନ୍ଦରୀ ହରନାଜ୍ କୌର ହେଲେ ୨୦୨୧ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ : ପଞ୍ଜାବର ଝିଅ ହରନାମ କୌର ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ର ମୁକୁଟ ପିନ୍ଧିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ସେ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଚ୍ରିୟା ମେଜା ତାଙ୍କୁ ପୁକୁଟ ପିନ୍ଧାଇଥିଲେ । ୭୦ତମ ମିସ୍ ୟୁନିଭର୍ସ
Read More...

ବାରଣାସୀରେ ଆଜି ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ବାରଣାସୀ : ବାରଣାସୀରେ ଆଜି ବହୁ ପ୍ରତୀକ୍ଷିତ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ କାଶୀ ବିଶ୍ୱନାଥ କରିଡର ପାଇଁ ୨୦୧୯, ମାର୍ଚ୍ଚ ୮ ତାରିଖରେ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ବାବା କାଳ
Read More...

ଟିଟିଲାଗଡ଼ରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା ରକ୍ତଦାନ ଶିବିର

ଟିଟିଲାଗଡ଼ : ଟିଟିଲାଗଡ଼ ସ୍ଥିତ ଘଣ୍ଟାସନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶାଖା ଦ୍ୱାରା ଏକ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଟିଟିଲାଗଡ଼ର ପରିଚିତ ସ୍ୱେଚ୍ଛାସେବୀ ବନମାଳୀ ବେହେରା ଆରମ୍ଭ କରିଥିବା ବେଳେ ରକ୍ତଦାତା
Read More...

ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ମହୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମର ପଞ୍ଚାୟତର ଅନ୍ତର୍ଗତ ଡାହିମାଲ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ଉହୋତ୍ସବ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଧୁମାଭଟା ଗ୍ରାମର ସମସ୍ତ ଅଙ୍ଗନବାଡ଼ି ଓ ସିରପି ସିଏମ ଏବଂ ଆଶାଦିଦି ମାନେ
Read More...

ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ବେହେରାପାଲିଠାରେ ଏକ ହାସ୍ୟବ୍ୟଙ୍ଗ କବିତା ଆସର ଓ ମାଗଣା ହସ ଶିବିର ଅନୁଷ୍ଠିତ ହୋଇଯାଇଛି । କୌଶିକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୬ ବୃଦ୍ଧି ପାଇଛି । ମୃତକ ମଧ୍ୟରେ ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଁଏ ହୋଇଥିବା ଜଣାପଡିଛି । ଏନେଇ
Read More...

ଗତ ୨୪ ଘଂଟାରେ ୧୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୯୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସାନ ସାହାଜବାହାଲକୁ ହରାଇ ମନୁପାଲି ଚମ୍ପିୟାନ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଭେଟେରାନ୍ କ୍ରିକେଟ ଆସୋସିଏନ, ଭୁତିବାହାଲ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ଚାଲିଥିବା ମା' ଆଗଲପୁରିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍-୨୦୨୧ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ରାଇସଲପଦର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କରଂସିଂ ସାହୁ, ସରପଞ୍ଚ
Read More...