Daily Archives

ଏକା ଥରକେ ୭ ହଜାର ଶିକ୍ଷକ ପାଇବେ ନିଯୁକ୍ତି : ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏକା ଥରକେ ୭ ହଜାର ଶିକ୍ଷକ ପାଇବେ ନିଯୁକ୍ତି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ଟାର୍ଗେଟ ରଖିଥିଲେ । ଏ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ
Read More...

ମହିଳା ମହାସଂଘର ପକ୍ଷରୁ ପୁଷ୍ଟି ମହୋତ୍ସବ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଅଁଲାପାଲିଠାରେ ସାଇଦଳଙ୍ଗା ପଞ୍ଚାୟତ ମହିଳା ମହାସଂଘର ଦ୍ବାରା ଓଡିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ଆୟୋଜିତ ଏହି ମହିଳା ଓ ଶିଶୁ ବିକାଶ ବିଭାଗ ଓ ସ୍ୱାସ୍ଥ୍ୟ
Read More...

ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଜନସଚେତନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର କଚେରୀ ଛକ ଠାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅସରଫ ଖାନଙ୍କ ତତ୍ୱାବଧାନରେ ବିଜୁ ଜନତା ଦଳ ତରଫରୁ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାକ୍ସ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଲୋକଙ୍କୁ
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ : ଉପକୃତ ହେବେ କଟକର ହିତାଧୀକାରୀ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲାକୁ ଗସ୍ତ କରି ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି । ଯାହା ଦ୍ୱାରା ଉପକୃତ ହେବେ କଟକର ହିତାଧୀକାରୀମାନେ । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁସ୍ଥ ଓଡିଶା ଓ ସୁଖୀ
Read More...

ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାକୁ ଗସ୍ତ କରି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବାକୁ ଥିବା ବେଳେ
Read More...

ଆଶା ସଂଘ ମନ୍ତବ୍ୟକୁ ବିରୋଧ କଲା ଅଙ୍ଗନୱାଡ଼ି ସଂଘ : ଯଦି ତିନିଦିନ ମଧ୍ୟରେ କ୍ଷମା ନ ମାଗନ୍ତି ତେବେ ବିକ୍ଷୋଭ ଚେତାବନୀ

ମ.ରାମପୁର, (ହେମନ୍ତ ସାହୁ) : ଗତ ଦୁଇ ଦିନ ତଳେ ଆଶା କର୍ମୀ ସଂଘ ତରଫରୁ ନିଜର କିଛି ଦାବୀକୁ ନେଇ ବିକ୍ଷୋଭ ତଥା ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ସମୟରେ ଜଣେ ଆଶା କର୍ମୀ କରୋନା କାଳରେ ନିଜର କାର୍ଯ୍ୟ ସଂପର୍କରେ କହିବାକୁ ଯାଇ ଅଙ୍ଗନୱାଡ଼ି କର୍ମୀମାନେ କରୋନା ସମୟରେ କିଛି କରିନାହାନ୍ତି
Read More...

ଟଙ୍କପାଣିରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମରେ ୧୩ ବର୍ଷ ମାଣବସା ଲକ୍ଷ୍ମୀ ପୂଜା ଉପଲକ୍ଷେ ୫ଦିନ ଧରି ଚାଲିଥିବା ୫ମ ବର୍ଷ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଧନୁଯାତ୍ରା ମହୋତ୍ସବର ଶେଷ ରାତ୍ରୀରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ
Read More...

ମା’ଲକ୍ଷ୍ମୀଙ୍କ ମନ୍ଦିର ପାଇଁ ଭୂମିପୂଜନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ମା' ଲକ୍ଷ୍ମୀଙ୍କର ଏକ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକିଛି ବର୍ଷ ହେଲା ଅସ୍ଥାୟୀ ମଣ୍ଡପ କରି ପ୍ରତିବର୍ଷ ମା'ଙ୍କ ପୂଜାକାର୍ଯ୍ୟ ଚାଲି ଆସୁଥିବା ବେଳେ ସଂପ୍ରତି
Read More...

ବିଶ୍ୱଭାରତୀ ଶିକ୍ଷା ନିକେତନରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ସଦର ବିଶ୍ୱଭାରତୀ ଚିନ୍ତନ ଶିକ୍ଷା ନିକେତନରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ ରେଡକ୍ରସ ପତାକା ଉାତୋଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର
Read More...

ଧାନ ମଣ୍ଡି ଅପେକ୍ଷାରେ ଚାଷୀ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ମଣ୍ଡିରେ ବିକ୍ରି କରିବାକୁ ଧାନ କାଟିଦେଲେ ଚାଷୀ, କିନ୍ତୁ କୋଷାଗୁମଡା ବ୍ଲକରେ ନିର୍ଦ୍ଧାରିତ ଦିନରେ ଖୋଲିଲା ନାହିଁ ଧାନ ମଣ୍ଡି । ଏବେ କୋହଲା ପାଗ ଚାଷୀଙ୍କ ନିଦ ହଜେଇ ଦେଇଛି । ଧାନକୁ ସୁରକ୍ଷା ଦେବା ଏବେ ମୁଖ୍ୟ ସମସ୍ୟା ଉପୁଜିଥିବା ବେଳେ ଆଶା ଆଶଙ୍କା
Read More...