Daily Archives

ଜିଲ୍ଲାପାଳ ଚଞ୍ଚଳ ରାଣା ଶେଷ ଦର୍ଶନ କଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଚଞ୍ଚଳ ରାଣା ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର । ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ସ୍ୱର୍ଗତ ସତ୍ୟନାରାୟଣଙ୍କ ଆଜି ଦେହାନ୍ତ ହେବା ପରେ ପ୍ରଥମେ ତାଙ୍କ କଂସାରୀପଡ଼ା ବାସଭବନକୁ ପାର୍ଥିବ
Read More...

ପଞ୍ଚ ସଖା ସ୍କୁଲ ଗଳିରେ ନିଜ ସୁରକ୍ଷା ପାଇଁ ଲଗାଇଲେ ସିସି ଟିଭି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବରପାଲି ପଡାରେ ଦିନକୁ ଦିନ ବଢିଚାଲିଛି ଚୋରି, ଲୁଟ ଏବଂ ଗେଙ୍ଗୱାର । ଏହି ଅସାମାଜିକ ତତ୍ତ୍ୱ ଯୋଗୁଁ ପଡାର ମହିଳା ତଥା ଜନସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏଣୁ ପଞ୍ଚସଖା ଗଳିର ବୁଦ୍ଧିଜୀବୀମାନଙ୍କର ବାରମ୍ବାର ବୈଠକ ବସିଥିଲା ।
Read More...

ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ କରାଟେ ଅର୍ଗନାଇଜେସନର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲରେ ୧୧ତମ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ଆୟୁଷ ଓମ୍‌କାର ସାହୁ ଆଠ ବର୍ଷ କୁମିତେ ବିଭାଗରେ ସିଲଭର ମେଡାଲ,
Read More...

ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହୋଇଛି ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର । ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ତାଙ୍କ ଅନ୍ତିମ ସତ୍‌କାର କରାଯାଇଛି । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁଧାକର ବେହେରା ମୁଖାଗ୍ନି ଦେଇଛନ୍ତି । ଶ୍ମଶାନରେ ତାଙ୍କ ଚାରିପୁଅ ସୁଧାକର, ଦେବ,
Read More...

ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ କନେଷ୍ଟବଲ ସୁଦର୍ଶନ ପ୍ରଧାନ : ତିନୋଟି ସ୍ଥାନର ସମ୍ପତ୍ତି ବିବରଣୀରେ ତିନୋଟି କୋଠାର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଥରେ ଖାକିରେ ଦାଗ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଭିଜିଲାନ୍ସ ଟିମ୍‌ ସୁଦର୍ଶନଙ୍କ ବ୍ରହ୍ମପୁର
Read More...

ଖଟୁଆକୁଦା ଗ୍ରାମରେ ପଞ୍ଚାୟତ ପକ୍ଷରୁ ଗାଁ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶକୁ ସ୍ଵଚ୍ଛ ରଖିବା ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା-ମୋ ସ୍ୱାଭିମାନ ସୁସ୍ଥ ଗଞ୍ଜାମକୁ ନେଇ ପାଳିବନ୍ଧ ଗ୍ରାମ ପଞ୍ଚାୟତ ପକ୍ଷରୁ ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମରେ 'ଗାଁ
Read More...

ହତ୍ୟା ଘଟଣାରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିନସ୍ଥ, ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର କଣ୍ଠିଆପଲ୍ଲୀ ଗ୍ରାମର ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡିଙ୍କ ହତ୍ୟାକାଣ୍ଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡରେ
Read More...

ହାଇକୋର୍ଟର ନିର୍ଦ୍ଦେଶକୁ ଗୁଡଭେଲା ବ୍ଲକ ପ୍ରଶାସନର ବେଖାତିର ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଉନ୍ନତିକରଣ ଅଗଷ୍ଟ ମାସର ପ୍ରଥମ ସପ୍ତାହରୁ ପଞ୍ଚମ ଅର୍ଥ କମିଶନରୁ ପ୍ରାୟ ୯୬ ଲକ୍ଷ ଟଙ୍କା ଆସି ପଡି ରହିଥିବାରୁ ୨ ସପ୍ତାହ ମଧ୍ୟରେ ଉନ୍ନୟନ କାର୍ଯ୍ୟ ଗୁଡିକ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି
Read More...

କ୍ୟାନସର ପୀଡିତଙ୍କ ବିନା ଖର୍ଚ୍ଚରେ ଚିକିତ୍ସା କରାଇ ପ୍ରତିଶୃତି ପୂରଣ କଲା ମାହେଶ୍ୱରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସମାଜିକ ସଂଗଠନ ମାହେଶ୍ୱରୀ ବିଭିନ୍ନ ସମୟରେ ବଲାଙ୍ଗିରବାସୀଙ୍କ ପ୍ରତି ତାଙ୍କର ସାମାଜିକ ଦାୟିତ୍ୱର ପ୍ରତିପାଦନ କରିଆସିଛନ୍ତି । ଆଜି ତାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ବିନ୍ଧାପାଲି ଗ୍ରାମର ଲକ୍ଷ୍ମଣ ଭୋଇ ନାମକ ଜଣେ
Read More...

ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ପାର୍ଥିବ ଶରୀରକୁ ସାମ୍ବାଦିକ ଭବନରେ ଦିଆଗଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ପାର୍ଥିବ ଶରୀରକୁ ବଲାଙ୍ଗିର ସାମ୍ବାଦିକ ଭବନରେ ଅଶ୍ରୁଳ ବିଦାୟ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନ ୧ଟା ୪୫ମି. ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ସ୍ଥାନୀୟ ଭୀମ ଭୋଇ
Read More...