Daily Archives

ସିନ୍ଦୁରବାହାଲ ଛକ ନିକଟରେ ଦୁର୍ଘଟଣା

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ନିକଟସ୍ଥ ସିନ୍ଦୁରବାହାଲ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସିନ୍ଦୁରବାହାଲ ଛକ ନିକଟରେ ଏକ ମାଲବାହୀ ଗାଡି (ସିଜି ୦୮ ଏଲ୍ ୩୭୧୯) କୌଣସି କାରଣ ଯୋଗୁଁ ଅଟକି ରହିଥିବା ବେଳେ ଚନ୍ଦନଭାଟି ପଟୁ
Read More...

ସମାଜସେବୀଙ୍କ ଟୁଇଟ ପରେ ସହଯୋଗ ପାଇଲେ କାଶୀନାଥ

ତେଲକୋଇ, (କେପିଏନ୍‌ଏସ୍‌) : ତେଲକୋଇ ଥାନା ଅନ୍ତର୍ଗତ ସିବନରାୟଣପୁର ଗୋଡ଼ା ଗ୍ରାମର ମୁଣ୍ଡା ସାହିରେ ଅଗ୍ନିକାଣ୍ଡ ଘଟି ୨ ବଖରା ବାସଗୃହ ବସ୍ମିଭୁତ ହୋଇଥିଲା । ଏହି ସାହିରେ ରହୁଥିବା କାଶୀନାଥ ମୁଣ୍ଡଙ୍କ ଚାଲ ଘରେ ନିଆଁ ଲାଗିଯିବାରୁ ଘରେ ଥିବା ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ
Read More...

ମା’ ବସ୍ତ୍ରେନ ଜିଲ୍ଲାସ୍ତରୀୟ ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣମେଂଟ : ଫାଇନଲରେ ବିଛୁବାହାଲି ଓ କଂଟାବାଂଜି

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ତୁରେକେଲା ବ୍ଲକ ହିଆଁଲ ପଂଚାୟତ ସଦର ଗ୍ରାମରେ ଚାଲିଥିବା ମା’ ବସ୍ତ୍ରେନ ଜିଲ୍ଲା ସ୍ତରୀୟ ନକ୍‌ ଆଉଟ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଂଟର ଆଜି ପ୍ରଥମ ଫାଇନାଲ ମ୍ୟାଚ ବିଛୁବାହାଲି ଓ ଧୁମସୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବିଛୁବାହାଲି
Read More...

ଜାତୀୟ ପ୍ରେସ ଦିବସ ପାଳିତ

କଂଟାବାଂଜ, (ଅର୍ଜୁନ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଜାତୀୟ ପ୍ରେସ ଦିବସ ମଂଗଲବାର ଦିନ ସ୍ଥାନୀୟ ଡାକ ବଂଗଳାରେ ପାଳିତ ହୋଇଯାଇଛି । ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ସାମ୍ବାଦିକମାନଙ୍କ ସାମ୍ବାଦିକତାର ଭୂମିକା ଉପରେ
Read More...

ଏନ୍‌.ପି.ଏସ୍‌ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଏନ୍‌.ପି.ଏସ୍‌ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ନୂତନ ପେନ୍‌ସନ୍‌ ଯୋଜନା ପ୍ରତିବଦଳରେ ପୁରୁଣା ପେନ୍‌ସନ୍‌ ଯୋଜନା କାର୍ଯ୍ୟକାରୀ କରିବା ଦାବୀ ନେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ସଚିବ,
Read More...

ଦେଓଗାଁ ବ୍ଳକରେ ବିଭିନ୍ନ ଗୋ‌ଷ୍ଠୀ କେନ୍ଦ୍ର ଉଦ୍‌ଘାଟିତ

ପାନୀୟ ଜଳ ପାଇଁ ନିଶ୍ଚିତ ପ୍ରତିଶୃତି ଦେଲେ ବ୍ଳକ ଅଧ୍ୟକ୍ଷା ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ସିଂହାମୁଣ୍ଡା ପଞ୍ଚାୟତ ଲକ୍ଷ୍ମଣପୁର ଗାଁରେ ଥିବା ଗୋଷ୍ଠୀ କେନ୍ଦ୍ରକୁ ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ମଙ୍ଗଳବାର ୧୨ଟା ସମୟରେ ଉଦ୍‌ଘାଟନ କରିଛନ୍ତି । ଏହି
Read More...

ବେଆଇନ ଭାବେ ଲିଜ୍‌ ଜମିକୁ ଦଖଲ କରି ଉତ୍ପିଡନ କରୁଥିବା ବିରୁଦ୍ଧରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସିଂହନପୁର ଗ୍ରାମର ପଦ୍ମପୁର ସବ୍‌ଜେଲ୍‌ ନିକଟରେ ବସବାସ କରୁଥିବା ମହିଳା ସୁକାନ୍ତି ମେହେର, ସୁମିତ୍ରା ମେହେର, ଶକୁନ୍ତଳା ପାଣ୍ତେ ପ୍ରମୁଖ ପଦ୍ମପୁର ଉପଜିଲ୍ଲାପାଳଙ୍କଠାରେ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ଏହି ମହିଳାମାନେ
Read More...

ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଶାଖା-ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଗଞ୍ଜାମ ସହର ସ୍ଥିତ ଏସ୍‌ଏମ୍ ଟ୍ୟୁଟରିଆଲ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମାଜକୁ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ନିମନ୍ତେ ପ୍ରାରମ୍ଭରେ ବୃକ୍ଷ ରୋପଣ
Read More...

ବିପଦ ମୁହଁରେ ଏଲିଫେଣ୍ଟ ସ୍କ୍ୱାର୍ଡ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ଫରେଷ୍ଟ ରେଞ୍ଜରେ ହାତୀ ଉପଦ୍ରବ ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଛି । ଆଉ ହାତୀଙ୍କ ଗତିବିଧି ନିରିକ୍ଷଣ ତଥା ସେମାନଙ୍କ ଉପଦ୍ରବରୁ ଫସଲ ତଥା ଧନଜୀବନ ହାନୀକୁ ରୋକିବା ପାଇଁ ପ୍ରତି ରେଞ୍ଜରେ ଗଠନ କରାଯାଇଛି ଏଲିଫେଣ୍ଟ ସ୍କ୍ୱାର୍ଡ । ତେବେ
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ବ୍ୟୋମକେଶ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...