Daily Archives

ଛତ୍ରପୁରରୁ ବାହାରିଲା କୃଷି ରଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରୁ ବାହାରିଛି ଏକ ସଚେତନତା କୃଷି ରଥ । ଏହି ରଥ ଗ୍ରାମ ଗ୍ରାମ ବୁଲି କୃଷି ଉପରେ ବିଭିନ୍ନ ସଚେତନତା କରିବ, ଏନେଇ ଶୁକ୍ରବାର ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର
Read More...

ରେଲ ପଟ୍ରିରୁ ଶବ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି 171/9-11 KBJ-BRBL ରେଳ ପଟ୍ରିରୁ ଏକ ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମୃତକ ଜଣକ ରାଜ୍ ମିସ୍ତ୍ରୀ ପବିତ୍ର ସାହୁ ବୋଲି ଜଣାପଡିଛି । ମୃତକ ପ୍ରବିତ୍ର ସାହୁ ଗତକାଲି ନିଜ ଘରୁ ବସ୍‌ରେ କଣ୍ଟାବାଞ୍ଜିକୁ କାମ କରି ଆସିଥିବା
Read More...

ସହିତ୍ୟ ସର୍ବଦା ଜନମାନସରେ ହିତ ସାଧନ କରିଥାଏ

ରାଉରକେଲା, (କେପିଏନ୍‌ଏସ୍‌) : ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସାରନଗରୀ ସ୍ଥିତ ଗୋପବନ୍ଧୁ ପ୍ରଗତି ପରିଷଦ ସଭାଗୃହ ପରିସରରେ ଅନୁଷ୍ଠାନର ସଭାପତି ହରିହର ବେହେରାଙ୍କ ଅଧ୍ୟକ୍ଷତାରେ 'ବେଦବ୍ୟାସ ପାର୍ବଣ ସଂଖ୍ୟା' ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ବରିଷ୍ଟ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୪ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୨ ଜଣ, ଅନୁଗୁଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ
Read More...

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରଦାର କଲା ବିଜେଡି ସାଙ୍ଗଠନିକ ସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବିଜୁ ଜନତାଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସକ୍ରୀୟ ହୋଇ ଉଠିଲା । ଶୁକ୍ରବାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥ ସୁନ୍ଦେରେଶ୍ୱର ମନ୍ଦିର ପରିସରସ୍ଥ ହାଟପଦାରେ ବିଜେଡି ସମାବେଶ ଅନୁଷ୍ଠିତ ହୋଇଯାଇଛି ।
Read More...

ଗୋଚର ଜମିରେ ବେଆଇନ ବର୍ଜ୍ୟବସ୍ତୁ ପ୍ଳାଣ୍ଟ ନିର୍ମାଣ ବନ୍ଦ ପାଇଁ ଜିଲାପାଳଙ୍କଠାରେ ଦାବୀ କଲା ଚାଷୀ ସୁରକ୍ଷା ଅଭିଯାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗୋ ବଂଶର ସମୃଦ୍ଧି ନିମନ୍ତେ ଆବହମାନ କାଳରୁ ସବୁ ଗ୍ରାମମାନଙ୍କରେ ଗୋଚର ଜମି ରହିଆସିଛି । ଅପରପକ୍ଷରେ ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତର ପଳାସି ଗ୍ରାମରେ ଥିବା ଗୋଚର ଜମିରେ ବ୍ଲକ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଏକ ବର୍ଜ୍ୟବସ୍ତୁ ପ୍ଲାଣ୍ଟ
Read More...

ଜଗନ୍ନାଥଧାମ ପୁରୀରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ପୂର୍ବାହ୍ନରେ ୧୯୭୧ ମସିହାରେ ଭାରତ ପାକିସ୍ଥାନ ସଂଘଟିତ ଯୁଦ୍ଧରେ ଭାରତ ବିଜୟ ଲାଭ କରିବାର ପଚାଶ ବର୍ଷ ପୂର୍ତ୍ତିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସାମନ୍ତ ଚନ୍ଦ୍ରଶେଖର
Read More...

ଗତ ୨୪ ଘଂଟାରେ ୨୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୧୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ପାନ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ସୃଷ୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ରାହ୍ମଣପଡାର ଏକ ପାନ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ସୃଷ୍ଟି ହୋଇଛି । ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ
Read More...

୪ ଜଣ କରୋନା ପଜିଟିଭ ଚିହ୍ନଟ ହେଲେ ଟିଟଲାଗଡ ଡିଏଭି କଲେଜରେ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟଲାଗଡ ଡିଏଭି କଲେଜରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଖବର ପାଇବା ପରେ ଡିଏଭି କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର
Read More...