Daily Archives

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ଅକ୍ଟୋବର ୨୦୨୧ରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ

• ଅକ୍ଟୋବରରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ• ୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ• ଓଡ଼ିଶାରେ ୪୯ ପ୍ରତିଶତ ଅଧିକ ଜିଏସଟି ରାଜସ୍ୱ ସଂଗୃହିତ
Read More...

ରେଡ଼କ୍ରସ ଦ୍ଵାରା ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହାତିବନ୍ଧାଠାରେ ଯୁବ ରେଡକ୍ରସର ତିନି ଦିନିଆ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ଉଦଯାପିତ ହୋଇଅଛି । ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ତରୁଣ କୁମାର ପ୍ରଧାନ ଯୋଗ
Read More...

ସଡ଼କ ଦୁର୍ଘଟଣା : ଟ୍ରକ ଭାରସାମ୍ୟ ହରାଇ ରାଜପଥ କଡ଼କୁ ଧସେଇ ପଶିଲା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗୁରୁନାନଙ୍କ ଛକଠାରେ ଆଜି ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପସିଯାଇଥିଲା । ସରାଫ ବାରଣ୍ଡାଟି ଭାଙ୍ଗି ଟ୍ରାକଟି ଅଟକି ଯାଇଥିଲା । ଫଳରେ ସାଧାରଣ ଧନ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ୩୫୩ ନଂମ୍ବର ଜାତୀୟ
Read More...

ସାର ଅଭାବ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

 ସାର ଗଚ୍ଛିତ କରି ନକରିବା ଲାଗି ସମସ୍ତ ଚାଷୀମାନଙ୍କୁ କଲେ ନିବେଦନ କଳାବଜାର ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀନୂଆଦିଲ୍ଲୀ, (ପିଆଇବି) : ଦେଶରେ ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଡ. ମନସୁଖ ମାଣ୍ଡଭିୟ । ଏଭଳି ଦାବିକୁ
Read More...

କନିଷ୍ଟ ଶିକ୍ଷକ ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ କନିଷ୍ଟ ଶିକ୍ଷକମାନଙ୍କ ପକ୍ଷରୁ ସୋମବାର ବିଭିନ୍ନ ଦାବୀ ନେଇ ଗଂଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ
Read More...

ଦକ୍ଷିଣାଞ୍ଚଳ ଡ଼ିଆଇଜିଙ୍କୁ ଖଲ୍ଲିକୋଟ ଅବଦୁଲ କଲାମ ଜନ କଲ୍ୟାଣ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରାୟ ଦୁଇ ବର୍ଷଧରି କରୋନା କଟକଣା ମଧ୍ୟରେ ଉପଯୁକ୍ତ ଦାୟିତ୍ୱ ନିର୍ବାହ, ଜନ ମଙ୍ଗଳ କାର୍ଯ୍ୟ, ଉତ୍ସର୍ଗୀକୃତ ସେବା, ସମୟାନୁବର୍ତ୍ତିତା, ଉତ୍ତମ ଲୋକ ସମ୍ପର୍କ, ଅଭିଜ୍ଞତା ବିଶେଷ ମୁହୂର୍ତ୍ତ ଓ କର୍ମଚାରୀଙ୍କୁ ସମତୁଲ ରକ୍ଷାକରି ଦାୟିତ୍ୱ ନିର୍ବାହ
Read More...

ଗଞ୍ଜାମ ବ୍ଲକରେ କୃଷି ରଥର ଶୁଭାରମ୍ଭ କଲେ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଗଞ୍ଜାମ ବ୍ଲକରେ କୃଷି ରଥର ଶୁଭାରମ୍ଭ କରିଛନ୍ତି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା । ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା କୃଷି ଅଧିକାରୀ ବିଦୁର ସେଠ ମାଝୀ, ବ୍ଲକ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ସାହୁ, ଅଜିତ କୁମାର ବରାଳ,
Read More...

ସନ୍ତୋଷ ଟ୍ରଫି ମନୋନୟନ ଶିବିର ପାଇଁ ୟୁନାଇଟେଡ ସ୍ପୋର୍ଟସ କ୍ଲବର ୮ ଖେଳାଳି ମନୋନୀତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଖିଳ ଭାରତୀୟ ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜାତୀୟ ଫୁଟବଲ୍ ପ୍ରତିଯୋଗିତା ସନ୍ତୋଷ ଟ୍ରଫି - ୨୦୨୧ ପାଇଁ ହେବାକୁ ଥିବା ଚୟନ ପ୍ରକିୟା ପାଇଁ ବରଗଡ ୟୁନାଇଟେଡ ସ୍ପୋର୍ଟସ କ୍ଲବର ୮ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ଏହି ଖେଳାଳିମାନେ
Read More...

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବିଜେଡିର ରଣହୁଙ୍କାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ଖାଉଟିମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ଗତକାଲି ବିଜୁ ମହିଳା ଜନତା ଦଳ ପକ୍ଷରୁ ଅତିବିରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା
Read More...

ଜିଲ୍ଲା ଭଲିବଲ୍ ପ୍ରତିଯୋଗିତା ଗ୍ରିଞ୍ଜେଲ୍‌ରେ ଆଗାମୀ ୬ ଓ ୭ରେ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଜିଲ୍ଲା ଭଲିବଲ୍ ପ୍ରତିଯୋଗିତା ଆସନ୍ତା ୬ ଓ ୭ ତାରିଖ ଦୁଇଦିନ ଧରି ଗ୍ରିଞ୍ଜେଲ୍ ଗ୍ରାମରେ ଗ୍ରିଞ୍ଜେଲ ଭଲିବଲ୍ ଆସୋସିଏସନ୍‌ର ସହଯୋଗରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି । ଏହି
Read More...