Daily Archives

ସରିଲା ୪ ଦିନିଆ ରିମାଣ୍ଡ ଅବଧି : ଜେଲ ଯିବ ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ବଲାଙ୍ଗିର ପୋଲିସ । ଏହି ୪ ଦିନ ମଧ୍ୟରେ ଗୋବିନ୍ଦ କେମିତି ମମତାକୁ ହତ୍ୟ କରିଥିଲା ସେନେଇ ପୁଲିସ ଗୋବିନ୍ଦ ଦ୍ୱାରା ପୁରା ଘଟଣାର ସିନ ରିକ୍ରିଏସନ କରିଥିଲା ।
Read More...

ରତ୍ନାକର ଭାରିମଲ୍ଲଙ୍କ ବିୟୋଗ ସଚେତନ ନାଗରିକ ମଞ୍ଚ ପାଇଁ ଅପୂରଣୀୟ କ୍ଷତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ସମାଜସେବୀ, ଶିକ୍ଷାବିତ୍, ରାଜନେତା, ସଂଗଠକ ତଥା ସର୍ବୋପରି ଜଣେ ହୃଦୟବାନ ମଣିଷ ରତ୍ନାକର ଭାରିମଲ୍ଲଙ୍କ ବିୟୋଗ ସଚେତନ ନାଗରିକ ମଞ୍ଚ ପାଇଁ ଅପୂରଣୀୟ କ୍ଷତି । ସ୍ୱର୍ଗତ ଭାରିମଲ୍ଲ ସଚେତନ ନାଗରିକ ମଞ୍ଚର
Read More...

ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ

କଳାହାଣ୍ଡି, (ପି.କେ ସାହୁ) : ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଦିଆଯାଇଛି । ଏହି ବନ୍ଦ ପାଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଏହି
Read More...

ଅନ୍ୟା ଆସରରେ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ସମ୍ବଲପୁର କଳାକେନ୍ଦ୍ର ପ୍ରେକ୍ଷାଳୟରେ ଗତକାଲି ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଅନ୍ୟା’ ପକ୍ଷରୁ ଆୟୋଜିତ ଏକ ସଭାରେ ଡ. ଦ୍ୱାରିକାନାଥ ନାୟକ ଓ ପ୍ରଶାନ୍ତ ମାଝୀଙ୍କ ଲିଖିତ 'ସମ୍ବଲପୁର ରଙ୍ଗମଞ୍ଚର ସୃଷ୍ଟି ଓ ସ୍ରଷ୍ଟା' ନାମକ ଏକ ପୁସ୍ତକ ଉନ୍ମୋଚିତ
Read More...

ସ୍ଥାନୀୟ ସମ୍ବଳ ଭିତ୍ତିକ ଉଦ୍ୟୋଗ ପାଇଁ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କର୍ଲ।ମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏସ୍‌ଭିଏ(ସହଭାଗୀ ବିକାଶ ଅଭିଯାନ) ସଭା ଗୃହଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସ୍ଥାନୀୟ ସମ୍ବଳ ଭିତ୍ତିକ ଉଦ୍ୟୋଗ ପାଇଁ ଆଗ୍ରହୀ କୃଷକ ଦଳ ଓ କୃଷକ ଉତ୍ପାଦକ ଦଳର ଚିହ୍ନଟ ତଥା ଗଠନ ପକ୍ରିୟା
Read More...