Monthly Archives

September 2021

ଟିକ୍ରାପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ସହ ୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାରର୍ଦନ ଯୋଶୀଙ୍କୁ ଆକ୍ରମଣ ସହ ୪ ଲକ୍ଷ ଟଙ୍କା ଲୁଟେରା ଲୁଟିନେଇ ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଫଟାମୁଣ୍ଡା-ଦେଓଗାଁ ରାସ୍ତାରେ ଯାଉଥିବା ସମୟରେ କିଛି
Read More...

ପାଇକମାଲରେ କୃଷକ ସମାବେଶ : ନଅ ଦଫା ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର କୃଷକ ସଙ୍ଗଠନ, ପାଇକମାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ପାଇକମାଲ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନଅ ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସର୍ବ ପ୍ରଥମେ କୃଷକମାନେ ପାଇକମାଲ ବଜାର
Read More...

ସରକାରୀ ଯୋଜନା କାହା ପାଇଁ ?

ସିନାପାଲି, (ନିରାକାର ମେହେର) : ରାଜ୍ୟ ସରକାର ଅସହାୟ ଲୋକଙ୍କୁ କେତେ ପ୍ରକାର ଯୋଜନାରେ ସାମିଲ କରିଛନ୍ତି । ଯେମିତି କି ଯାହାର ସ୍ୱାମୀ ମୃତ୍ୟୁ ବରଣ କଲେ ତାଙ୍କ ସ୍ତ୍ରୀଙ୍କୁ ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏହି ପରି ଯୋଜନା ଗଢିଥିଲେ ମଧ୍ୟ ଏହି ଯୋଜନାରୁ ବାଦ
Read More...

ତୁଷୁରାରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

ତୁଷୁରା, (ଅଜିତ କୁମାର ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ତୁଷୁରାର ଅନେକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ
Read More...

ଅରିନ୍ଦମ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅରିନ୍ଦମ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ମାଧ୍ୟମରେ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର
Read More...

ବୋଟ୍‌ ଦୁର୍ଘଟଣାରେ ପ୍ରାଣ ହରାଇଲେ ରିପୋର୍ଟର ଅରିନ୍ଦମ

ଭୁବନେଶ୍ୱର : ବୋଟ୍‌ ଦୁର୍ଘଟଣାରେ ରିପୋର୍ଟର ଅରିନ୍ଦମ ଦାସ ପ୍ରାଣ ହରାଇଥିବା ଜଣାପଡ଼ିଛି । ମହାନଦୀର ମୁଣ୍ଡଳି ବ୍ୟାରେଜ୍‌ ନିକଟରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଶୁକ୍ରବାର ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ ପ୍ରାଣ ହରାଇଛନ୍ତି । ଏ ସଂପର୍କରେ କଟକ ଏସ୍‌ସିବି
Read More...

ମଡେ଼ଲିଂ କ୍ୟାରିଅର୍‌ ଆଶା ରଖିଥିବା ଶିକ୍ଷାର୍ଥୀଙ୍କ ପାଇଁ ଭଲ ଖବର : ବଲାଙ୍ଗିରରେ ଖୋଲିବ ମଡେ଼ଲିଂ ସ୍କୁଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଡେ଼ଲିଂ କ୍ୟାରିଅର୍‌ ଚାହୁଁଥିବା ଶିକ୍ଷାର୍ଥୀ ଯୁବକ ଯୁବତୀଙ୍କ ପାଇଁ ଏକ ଭଲ ଖବର ରହିଛି । ଏବେ ବଲାଙ୍ଗିରରେ ଖୋଲିବ ମଡେ଼ଲିଂ ସ୍କୁଲ । ମଡେ଼ଲିଂ କ୍ୟାରିଅର୍‌ ଗଢ଼ିବାକୁ ବହୁ ଯୁବକ ଯୁବତୀ ଆଗ୍ରହୀ ଥିଲେ ସୁଦ୍ଧା ସେମାନଙ୍କୁ ସଠିକ୍‌ ମାର୍ଗଦର୍ଶନ
Read More...

ବିଚାରଧାରା ପର୍ଯ୍ୟାୟର ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ ଓ କର୍ମଯୋଗ ଶୀର୍ଷକ ପଞ୍ଚମ ଇ-ପାଠଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ବଲାଙ୍ଗିର ଶାଖା ତରଫରୁ ଗତ ୨୨ ତାରିଖ ଦିନ ବିଚାରଧାରା ପର୍ଯ୍ୟାୟର ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ ଓ କର୍ମଯୋଗ ଶୀର୍ଷକ ପଞ୍ଚମ ଇ-ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପାଠଚକ୍ରରେ ସଭାପତିତ୍ଵ କରିଥିଲେ ଅନୁଷ୍ଠାନର
Read More...

ଗୁର୍ଲାମାଲ ଗାଁକୁ ଓଭରହ୍ୟାଡ଼ ଟ୍ୟାଙ୍କ ନିର୍ମାଣ ଦାବୀରେ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଳ ହିଁ ଜୀବନ । ବିନା ଜଳରେ ମଣିଷ ବଞ୍ଚିବାର କୌଣସି ସମ୍ଭାବନା ନାହିଁ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଦକେଲଗାଁ ଗ୍ରାମ ପଂଚାୟତ ଗୁର୍ଲାମାଲ ଗାଁ ଲୋକେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଭଲ ପାଣି ପାଇ ପାରୁ ନାହାଁନ୍ତି । ଅନେକ ଥର ସ୍ଥାନୀୟ
Read More...

ନିଷ୍ଟ ପକ୍ଷରୁ ରୌପ୍ୟ ଜୟନ୍ତୀ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ

ଭର୍‌ଚୁଏଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନୁଷ୍ଠାନିକ ଉଦ୍‌ଘାଟନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗୋଳନ୍ଥରା ପାଲୁର ହିଲ୍‌ ସ୍ଥିତ ନେସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ କଲେଜର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ଉତ୍ସବ "ନିଷ୍ଟ"
Read More...