Daily Archives

ବରଗଡ଼ ପୋଲିସ ହାଜତରେ ମୃତ ଗୋବିନ୍ଦଙ୍କ ପରିବାରକୁ ସହାୟତା ଦାବୀରେ ବିଜେପିର ବିକ୍ଷୋଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ପୋଲିସ ହାଜତରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ଅଭାବନୀୟ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରାଯାଇଛି । ଅଭିଯୁକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତ ଗୋବିନ୍ଦଙ୍କ ପରିବାରର ଭରଣ ପୋଷଣର
Read More...

ଅସିତ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଲବ୍‌ ସଭାପତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କୁ ୭୭୬ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ୍ ମିଳିଥିଲା । ପ୍ରିୟବ୍ରତଙ୍କ ପରେ
Read More...

ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବିଳନୀ ଅନୁଷ୍ଠିତ : ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ମାନମୁଣ୍ଡ। ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରାସନ ୫ ଖାରବେଳ ନଗର ଭୁବନେଶ୍ୱର ଓଡିଶା ଆନୁକୂଲ୍ୟରେ ଆଞ୍ଚଳିକ ସଂପାଦିକା ଅନିତା ମେହେରଙ୍କ ଉଦ୍ୟମରେ ଜାତୀୟ ଶିକ୍ଷାନୀତି ଉପରେ ଗତକାଲି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
Read More...

ପରିଚାଳନା କମିଟିର ସଦସ୍ୟ ମାନଙ୍କ ପାଇଁ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେଇ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପାଇକମାଲ ସରପଞ୍ଚ ଧବଲେଶ୍ୱର ସାହୁ ଏବଂ ମହାଦେବ ବେହେରା ମିଳିତ ଭାବେ ଉଦଘାଟନ କରିଥିବା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୯ରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ପାଟଣାଗଡ ମୁଣ୍ଡୋମହୁଲ ବ୍ଲକରୁ ଜଣେ ଚିହ୍ନଟ ହୋଇଥିବା ସରକାରୀ
Read More...

ଛତ୍ରପୁରରେ ଭାରତ ବନ୍ଦ ସଫଳ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନିଟି କୃଷି ଆଇନକୁ ନେଇ ଆଜି ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମାନେ ବନ୍ଦ ଡାକରା ଦେଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବାମ-ପନ୍ଥୀ ଦଳ
Read More...

ଏକତା ପରିଷଦର ନ୍ୟାୟ ଓ ଶାନ୍ତି ପାଇଁ ପଦଯାତ୍ରା

ମ. ରାମପୁର, (ମେନ୍‌ନ୍ତ ସାହୁ) : ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ନ୍ୟାୟ, ବିକାଶ ଓ ଶାନ୍ତି ସମାଜର ନିମ୍ନ ବର୍ଗଙ୍କ ପାଖରେ ପହଞ୍ଚି ପାରିନାହିଁ । ସମସ୍ତେ ଯେପରି ନ୍ୟାୟ ଓ ଶାନ୍ତି ପାଇବେ ଏହି ଲକ୍ଷରେ ଏକତା ପରିଷଦ ପକ୍ଷରୁ ସେପ୍ଟେମ୍ବର ୨୫ ଅନ୍ତରାଷ୍ଟ୍ରୀୟ ଶାନ୍ତି ଦିବସ ଠାରୁ ୨
Read More...

ଅନଲାଇନ୍ ମାଧ୍ୟମରେ କବିତା ଆସର ତଥା ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର, (କରୁଣାକର ଶତପଥୀ) : ଘଣ୍ଟି ଘର ଚିପିଲିମାର ୧୮ ନମ୍ବର କବିତା ଆସର ତଥା ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଗତକାଲି ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ହୁଗୁଳି ମୋହସୀନ କଲେଜ ଚିନ୍‌ସୁରା ପଶ୍ଚିମବଙ୍ଗର ହିନ୍ଦି ବିଭାଗର ମୁଖ୍ୟ
Read More...

ମ. ରାମପୁରରେ ଭାରତ ବନ୍ଦ୍ ଡାକରା, ଆଂଶିକ ସଫଳ

ମ. ରାମପୁର, (ହେମନ୍ତ ସାହୁ) : କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମ ଓ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ଦାବୀରେ ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରାରେ ସିପିଏମ୍‌ ବ୍ଲକ୍ କମ୍ୟୁନିଷ୍ଟ ପାର୍ଟି ସମର୍ଥନ କରିବା ସହିତ ଭାରତ ବନ୍ଦ୍ ଡାକରାରେ ସାମିଲ ହୋଇଥିଲେ । ଏଥିରେ ଯାନ ବାହନ,
Read More...

ଜଲନ୍ଧର ଚାଷୀ ଭଗେଲ ରାମ ଭାରତ ବନ୍ଦ ଡାକରା ବେଳେ ପ୍ରାଣ ହରାଇଲେ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି 'ଭାରତ ବନ୍ଦ' ଡାକରା ଦେଇଛନ୍ତି କୃଷକମାନେ । ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ କୃଷକମାନେ ରାସ୍ତା ଅବରୋଧ କରି ବସିଛନ୍ତି । ତେବେ ଏହି ସମୟରେ ସିନ୍ଧୁ ସୀମାରେ ବସିଥିବା ଜଣେ କୃଷକ ଭଗେଲ ରାମଙ୍କର ଭାରତ ବନ୍ଦ ଡାକରା ସମୟରେ
Read More...