Daily Archives

ସାଂସଦ ସୁବାଷ ସିଂଙ୍କୁ ବଲାଙ୍ଗିର ନାଗରିକ କମିଟି ତରଫରୁ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସେବା ସଦନ ଠାରେ ସାଂସଦ ସୁବାଷ ସିଂଙ୍କର ବଲାଙ୍ଗିର ଗସ୍ତ ଅବସରରେ ବଲାଙ୍ଗିର ନାଗରିକ କମିଟି ତରଫରୁ ସଭାପତି ବିକ୍ରମାନନ୍ଦ ବହିଦାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୁବାଷ ସିଂଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଗତ ଦିନରେ ଏହି ଅଂଚଳର ଶ୍ରମିକ
Read More...

ପୋଲିସ ଉଚ୍ଚ ପ୍ରଥମିକ ସ୍କୁଲରେ ଏକ ୱାଟର କୁଲର ଓ ପ୍ୟୁରିଫାୟାର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ମନୋହର ପୋଲିସ ଉଚ୍ଚ ପ୍ରାଥମିକ ସ୍କୁଲରେ ଆଜି ଏକ ୱାଟର କୁଲର ଓ ପ୍ୟୁରିଫାୟାର ଲୋକର୍ପଣ କରାଯାଇଥିଲା । ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ
Read More...

ମାଣ୍ଡୋସିଲଠାରେ ନୂଆଁଖାଇ ଉପଲକ୍ଷେ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ସୋନିଆ ନଗର ବଡ଼ ପଡ଼ିଆ ଠାରେ ନୂଆଖାଇ ଉପଲକ୍ଷେ ଅଣ୍ଡର ୧୯ କବାଡି ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ୨୦ଟି ଦଳ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ଏ ଅଞ୍ଚଳର ସମାଜସେବୀ ତଥା ବିଶିଷ୍ଟ କଳାକାର ଲଲିତ ଜଗତ
Read More...

ଯୁବତୀମାନଙ୍କ ଦ୍ଵାରା ନିଆରା ଢଙ୍ଗରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଦିନ ସନ୍ଧ୍ୟାରେ ବରଗଡ଼ ନିକଟସ୍ଥ ଦେଓଗାଁ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କେବଳ ମହିଳାମାନଙ୍କୁ ନେଇ ସୃଜନୀ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ହୋଇଥିବା ଉକ୍ତ
Read More...

ଲରମ୍ଭା ମହାବିଦ୍ୟାଳୟ ୨୦୦୧-୩ ବ୍ୟାଚର ବାର୍ଷିକ ବନ୍ଧୁମିଳନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ଛାତ୍ରମାନଙ୍କ ନୂଆଁଖାଇ ଉପଲକ୍ଷେ ବାର୍ଷିକ ବନ୍ଧୁମିଳନ ଲରମ୍ଭା ମହାବିଦ୍ୟାଳୟସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ କରାଯାଇ ଆସୁଅଛି । ଉକ୍ତ ବନ୍ଧୁମିଳନ
Read More...

ଭାଲୁ ଖେଳୁଛି ଫୁଟ୍‌ବଲ୍‌

ଉମରକୋଟ, (ଜଗନ୍ନାଥ ବିଷୋୟୀ) : ସର୍କସରେ ହିଂସ୍ର ଜନ୍ତୁଙ୍କୁ ଖେଳୁ ଥିବାର ସମସ୍ତେ ଦେଖିଥିବେ ତାହା ପୁଣି ଜଣେ ରିଙ୍ଗ ମାଷ୍ଟରଙ୍କ ପରିଚାଳନାରେ । କିନ୍ତୁ ଜଙ୍ଗଲରେ ହିଂସ୍ର ଜନ୍ତୁ ଖେଳୁଥିବା ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ, କିନ୍ତୁ ଏହା ସତ୍ୟ ଘଟଣା । ଏମିତି ଦୁଇଟି ଜଂଗଲୀ ଭାଲୁ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ ୨୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

୫ ଜଣ ଆଦର୍ଶ ଶିକ୍ଷକଙ୍କୁ ରୋଟାରୀ ସମ୍ମାନ ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶିକ୍ଷକତା ଏକ ବୃତ୍ତି ନୁହେଁ ଏକ ବ୍ରତ ଏବଂ ଏହି ବୃତ୍ତିରେ ଦାୟିତ୍ବବୋଧ ଅଧିକ ଥାଏ କାରଣ ସମାଜରେ ଭବିଷ୍ୟତର ନାଗରିକଙ୍କ ଗଠନ ଦାୟିତ୍ୱ ଏମାନଙ୍କ କାନ୍ଧରେ ନ୍ୟସ୍ତ । ଏଣୁ ଦାୟିତ୍ୱବାନ ଶିକ୍ଷକଙ୍କୁ "ଦେଶ ନିର୍ମାତା" ଭାବେ ରୋଟାରୀ ଆନ୍ତର୍ଜାତିକ
Read More...

ଅର୍ଥାଭାବ ଯୋଗୁଁ ନୂଆଁଖାଇ ପାଳିବାରୁ ବଂଚିତ ହେଲେ ଗୌରୀ ସୁନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ନିମିଷକେ ବଦଳି ଯାଏ ଜୀବନର ଦିଗ, ହସ ଖୁସିରେ କଟୁଥିବା ଦିନ ହଠାତ ଦୁଃଖ ଭରା ହୋଇଯାଏ । ଏପରି ଏକ ଘଟଣା ଘଟିଛି ଗୌରୀ ସୁନାଙ୍କ ସହ । ବରଗଡ଼ ସଦର ତୋରା ପଞ୍ଚାୟତ ଅନ୍ତର୍ଗତ ନୂଆଖୁଲିର ବସିନ୍ଧା ଗୋୖରୀ ସୁନା (୫୦) । ପୌର ପରିଷଦର ଜଣେ ସୁଇପର ଠିକା ଶ୍ରମିକ
Read More...

ଜଳମଗ୍ନ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହ

ଭଦ୍ରକ : ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଜଳମଗ୍ନ ହୋଇଛି ପ୍ରସିଦ୍ଧ ଶୈବପୀଠ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହ । ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି
Read More...