Monthly Archives

August 2021

ଚକୁଳିଆ ପଣ୍ଡା ମାଧ୍ୟମରେ କରୋନା ଓ ଡେଙ୍ଗୁ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ବହୁ ଧନଜୀବନ କ୍ଷୟକ୍ଷତି କରିଥିବା ବେଳେ ଲୋକଙ୍କ ଜୀବନ ଜୀବିକା ବିକାଶ ଧାରରେ ଘୋର ବ୍ୟାଘତ ସୃଷ୍ଟି କରିଛି । କରୋନାର ତୃତୀୟ ଲହରୀ ଓ
Read More...

ସାର କଲାବଜାରୀକୁ ବିଜେପିର ବିକ୍ଷୋଭ ପରେ ବିଭାଗୀୟ ଅଧିକାରୀଙ୍କ ଚଢ଼ାଉ : ଅନିୟମିତତା ଅଭିଯୋଗରେ ଦୋକାନକୁ ସିଲ୍ ସହ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ପାଇକମାଲ ବିଜେପି ପକ୍ଷରୁ ସାର୍‌ କଲାବଜାରୀକୁ ବିରୋଧ କରି କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ଦୃଷ୍ଟି ଦେଇ ଆଜି ପାଇକମାଲ ବିଭାଗୀୟ କୃଷି ଅଧିକାରୀ ବେଆଇନ ଭାବେ ବିକ୍ରି କରୁଥିବା
Read More...

ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥା ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଶୀର୍ଷକ ଆଲୋଚନାଚକ୍ର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ଅଧିନସ୍ଥ କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ ବ୍ରହ୍ମପୁର ତରଫରୁ ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ "ଆଜାଦୀକା ଅମୃତ ମହୋତ୍ସବ' ପାଳନ ଶୀର୍ଷକ ଏକ ୱେବିନାର ଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ
Read More...

ଡେଲାଙ୍ଗରେ କ୍ରାନ୍ତି ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କ୍ରାନ୍ତି ଦିବସ ଅବସରରେ ଅଲ ଇଣ୍ଡିଆ କିଷାନ କ୍ଷେତ୍ର ମଜଦୁର ସଂଗଠନ ତରଫରୁ ବେରବୋଇଠାରେ କ୍ରାନ୍ତି ଦିଦସ ପାଳିତ ହେବା ସହ କେନ୍ଦ୍ର ସରକାରଙ୍କ ପ୍ରଣୀତ ୩ଟି କୃଷି ଆଇନକୁ ପ୍ରତ୍ୟହାର କରାଯିବା ଏବଂ କର୍ପୋରେଟ ହଟାଅ ପାଇଁ ଦାବୀ କରାଯାଇଥିଲା । ଏଥିରେ
Read More...

ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେବେ ଅସହାୟ ଶିଶୁ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୨ରେ ଆଇ ଭରସାରେ ୧୦ ବର୍ଷର ଶିଶୁ କନ୍ୟା ଦୟନୀୟ ଅବସ୍ଥାରେ ରହୁଥିଲେ । ଏଇ ଶିଶୁ କନ୍ୟାଙ୍କ ପିତା ୧୦ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ମାଁ ଅନ୍ୟତ୍ର ପଳାୟନ କରିଛନ୍ତି । ଯାହା ଫଳରେ ଶିଶୁଟି ନିରୁପାୟ ହୋଇ ତାଙ୍କର
Read More...

ସାର କଳାବଜାରୀକୁ ବିରୋଧ କରି ବିଜେପି ପାଇକମାଲ କୃଷି କାର୍ଯ୍ୟାଳୟରେ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଖରିଫ ଋତୁରେ ଯଦିଓ ବର୍ଷାର ଅଭାବ ଚାଷୀଙ୍କୁ ନିରାଶ କରିଛି । ତଥାପି ଚାଷୀ ଆଶା ନ ହରାଇ ରୁଆ - ବିହୁଡାରେ ବ୍ୟସ୍ତ ରହିଛି । ଯେଉଁ ବି କିଛି ବିକଳ୍ପ ବ୍ୟବସ୍ଥା ରହିଛି ତାକୁ ବ୍ୟବହାର କରି ଚାଷକୁ ବଞ୍ଚାଇ ରଖିବାକୁ ଚେଷ୍ଟ କରୁଛି । ହେଲେ ଚାଷୀ ପାଇଁ
Read More...

ରାଜ ବୋଡ଼ାସମ୍ବର ହାଇସ୍କୁଲର ପ୍ଲାଟିନମ୍ ଜୁବିଲି ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିସେମ୍ବର, ୨୦୨୧ରେ ପାଳିତ ହେବାକୁ ଥିବା ରାଜ ବୋଡ଼ାସମ୍ବର ହାଇସ୍କୁଲ, ପଦ୍ମପୁରର ପ୍ଲାଟିନମ୍ ଜୁବିଲି ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ସଭାପତି ମନୋରଂଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟୟ ଅଟକଳ,
Read More...

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଦିବା ଘ.୧୨ ସମୟରେ କ୍ରାନ୍ତିକାରୀ ଦିବସ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ,
Read More...

ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଳ, ଜୀବନ ଜୀବିକା, ଭାଷା, ସଂସ୍କୃତି, କଳା, ସ୍ଥାପତ୍ୟ,…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥିବୀରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି । ସାରା ବିଶ୍ୱରେ ୫୦କୋଟିରୁ ଉଦ୍ଧ୍ୱର୍ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୭ ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ଭାଷା ପ୍ରଚଳିତ ଥିବାବେଳେ ୫ ହଜାରରୁ ଉଦ୍ଧ୍ୱର୍ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହାରେ
Read More...

ତୁଷୁରା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପାଇଁ ଗମନା ଗମନର ସୁଯୋଗ ଓ ସାମର୍ଥ୍ୟ ଉପରେ ଆଲୋଚନା ଅବସରରେ କେନ୍ଦ୍ର
Read More...