Monthly Archives

August 2021

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଝିଅ

ଗଜପତି, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଅନେକ ପରିବାର ଉଜୁଡି ଯାଇଥିବା ବେଳେ ଅନେକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଏହିଭଳି ଅବସ୍ଥାରେ ପରିବାରର କିଏ ମୁରବି ହରାଇଛି ତ କିଏ ରୋଜଗାରିଆ ପୁଅକୁ ହରାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ମୋହନା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରାକରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ୨ ଜଣ ଏବଂ ବୁଡାବାହାଲ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ସ୍ୱଚ୍ଛତା ପକ୍ଷ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳନ ଅବସରରେ ଏନ୍‌ଏସ୍‌ଏସ୍‌, ଏନ୍‌ସିସି ଏବଂ ୱାଇଆର୍‌ସିର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ସମାଜସେବୀଙ୍କ ପ୍ରୟାସରେ ୨୧ ଭୂମିହୀନ ପରିବାରକୁ ମିଳିବ ଘରଡିହ ପଟ୍ଟା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଘୋଡାବନ୍ଧ ପଞ୍ଚାୟତ ବ୍ରାହ୍ମଣୀ ଗାଁ କଲୋନୀପଡ଼ାରେ ସରକାରୀ ଜମିରେ ଘରକରି ୨୧ ପରିବାର ରହୁଛନ୍ତି । ସୂଚନା ଅନୁସାରେ ଦୀର୍ଘ ୩୩ ବର୍ଷ ଧରି ସରକାରୀ ଜମିରେ ଘର କରି ରହୁଥିଲେ ସୁଧା ଏମାନଙ୍କ ପ୍ରତି ପ୍ରଶାସନର ଦରଦ ନାହିଁ ।
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ କବିତାଙ୍କ ପରିବାରକୁ ମିଳିଲା ଆର୍ଥିକ ସହାୟତା

ନୟାଗଡ : ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଂଚିପାରେ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ଆଦିବାସୀ ଗାଁ କରଚୁଲିର କବିତାଙ୍କ ପରିବାରରେ । ସୂଚନା ଅନୁସାରେ ବେସାହାରା ଭାବେ
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଆସନ୍ତା ୧୪ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଆସନ୍ତା ୧୪ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାର ଏବଂ ସଂଯୋଜକ ଡ. ଶ୍ରୀକର
Read More...

ପ୍ରସ୍ତାବିତ ନୂତନ ଇନ୍‌ଡୋର ଷ୍ଟାଡିୟମକୁ ସହିଦ ମାଧୋ ସିଂଙ୍କ ନାମରେ ନାମିତ କରାଯାଉ : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ତାହାକୁ ସହିଦ ମାଧୋ ସିଂଙ୍କ ନାମରେ ନାମିତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି ।
Read More...

ବାରାହ ଆକ୍ରମଣରେ ଜଣେ ଆହତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଅଛି । ଏଣୁ ଜଙ୍ଗଲରେ ଜଙ୍ଗଲି ଜୀବଜନ୍ତୁ ଯଥା ଭାଲୁ, ହାତୀ, ବିଲୁଆ, ଚିତାବାଘ, ବାରାହ ଆଦି ଦେଖିବାକୁ ମିଳନ୍ତି । ସୂଚନା ଅନୁସାରେ ଆଜି ସକାଳେ ଲାଠୋର ନିବାସୀ ନେତ୍ରାନନ୍ଦ ଦାସ ନିଜ
Read More...

ଜରାସିଂହା କନ୍ଧେନ୍‌ଜୋର୍‌ ନାଳା ରାସ୍ତା କାର୍ଯ୍ୟକ୍ଷମ କେବେ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବସ୍‌ ଷ୍ଟେସନରୁ କୁଲିହାବହାଲ ରାସ୍ତା ଯଥା ଜରାସିଂହାରୁ କୁଲିହାବାହାଲ ରାସ୍ତା ଉପରେ ଥିବା କନ୍ଧେନ୍‌ଜୋର୍‌ ନାଳା ଉପରେ ପୋଳ ନିର୍ମାଣ ବର୍ଷେ ହେଲା ଆରମ୍ଭ ହୋଇଛି । ପୋଳ କାମ ଶେଷ ହୋଇଥିବା ବେଳେ ଏପ୍ରୋଚ୍‌ କାମ ଆରମ୍ଭ ହୋଇନାହିଁ । ଯାହା
Read More...

ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ୭୫ତମ ସ୍ୱାଧୀନତା ଦିବସର ଆଜାଦିକା ଅମୃତ ମହୋତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ୭୫ତମ ସ୍ୱାଧୀନତା ଦିବସର ଆଜାଦିକା ଅମୃତ ମହୋତ୍ସବ ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ସେମିନାର ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗ ଦେଇଥିଲେ । ଏଥିରେ
Read More...