Monthly Archives

August 2021

ଆଜି ଦିନ ଗୋଟାଏରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର : ଆଜି ଦିନ ଗୋଟାଏରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ www.orissaresults.nic.in ରେ ଲଗ୍ ଇନ୍ କରି ନିଜ ରେଜଲ୍ଟ ଜାଣି ପାରିବେ । କଳାରେ ରେଜଲ୍ଟ ଅପେକ୍ଷାରେ ଅଛନ୍ତି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୧୫ଜଣ, ନୟାଗଡ଼ ଜିଲ୍ଲାରୁ ୧୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ
Read More...

ଗଞ୍ଜାମ ଜିଲ୍ଲାରେ ନୂଆ ଭାରତ @ ୭୫ କାର୍ଯ୍ୟକ୍ରମର ଶୁଭାରମ୍ଭ

ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ଯୁବ ଦିବସ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୨ରେ ପାଳନ କରାଯାଏ । ଯୁବ ଗୋଷ୍ଠୀଙ୍କୁ ଜାଗ୍ରତ କରିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜାତୀୟ ଏଡ଼୍‌ସ ନିୟନ୍ତ୍ରଣ ସଂସ୍ଥା ଏବଂ ଓଡିଶା ରାଜ୍ୟ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାରଙ୍କ ସହ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ସଂଯୋଜକ ଡ. ଶ୍ରୀକର ମିଶ୍ର, ପ୍ରଭାସ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୦୬୩୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ୭ ଜଣ ଅନାଥ ଶିଶୁ

ନବରଙ୍ଗପୁର : ଅଜଣା ରୋଗରେ ସ୍ୱାମୀଙ୍କ ମୃତ୍ୟୁର ସପ୍ତାହେ ନ ପୂରୁଣୁ ତାଙ୍କ ଶୋକରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ନିମିଷକ ମଧ୍ୟରେ ଉଜୁଡିଗଲା ସୁନାର ସଂସାର । ଅନାଥ ହୋଇଗଲେ ସାତ ଭାଇ ଭଉଣୀ । ଶୈଶବ ଅବସ୍ଥାରୁ ପିତାମାତାଙ୍କୁ ହରାଇ ଏହି ସାତ ଭାଇଭଉଣୀ ଗ୍ରାମବାସୀଙ୍କ ଆଶ୍ରୟରେ ରହିଛନ୍ତି ।
Read More...

ଜୈବିକ ତରଳ ଖତ ସାର ପ୍ରସ୍ତୁତି ଓ ବ୍ୟବହାର ତାଲିମ ଶିବିର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ଟେର୍ଚାପଲା ଠାରେ ଶୁକ୍ରବାର ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଜୈବିକ ତରଳ ଖତ ସାର ପ୍ରସ୍ତୁତି ଓ ବ୍ୟବହାର ଉପରେ ତାଲିମ ଶିବିର ଆୟୋଜନ ହୋଇଯାଇଛି । ଏଥିରେ ତାଲିମ ଦାତା ଭାବେ ଜୈବିକ ଚାଷୀ
Read More...

ଭୁତିବାହାଲ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହୁଥିବା ଅଭିଯୋଗ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଗାଇସିଲାଟ ବ୍ଲକ ରାଇସଲପଦର ପଞ୍ଚାୟତ ଅନ୍ତର୍ଗତ ଭୁତିବାହାଲ ଗ୍ରାମର ଶେଷ ମୁଣ୍ଡରେ ବର୍ଷାଦିନେ ଆଣ୍ଠୁଏ ପାଣି ଜମି ରହୁଥିବା ଅଭିଯୋଗ । ଅଭିଯୋଗ ଅନୁସାରେ ଠିକାଦାର ରାସ୍ତା କାମ କରିବା ସମୟରେ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରି ନଥିବାରୁ ବର୍ଷା ପାଣି ସେଇଠି
Read More...

ରାଜ୍ୟ ପାଇପ୍‌ କର୍ମଚାରୀ ସଂଘର କ୍ଷୋଭ : ଦୈନିକ ମଜୁରୀ ବାବଦରେ ୭୬ ଟଙ୍କା ପାଉଛନ୍ତି କର୍ମଚାରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପାଇପ ଜଳ କର୍ମଚାରୀ ସଂଘର ବଲାଙ୍ଗିର ସ୍ଥିତ ମାରୱାଡି ସେବା ସଦନ ଭବନ ଠାରେ କର୍ମଚାରୀମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ମହେନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି ହୃଷିକେଶ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ
Read More...

ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ମା’ସତ୍ୟଭାମା ପଣ୍ଡାଙ୍କ ୮୭ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତା ପଣ୍ଡାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପରିବାର ବର୍ଗ, ବନ୍ଧୁବାନ୍ଧବ, ସ୍ଥାନୀୟ
Read More...