Monthly Archives

August 2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯୬୯ଜଣକୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୨୨ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନୁଗୁଳରୁ ୧୧, ଗଜତସିଂହପୁରରୁ ୮,
Read More...

ମ.ରାମପୁର ରେଂଜ : କାଠ ଗଣ୍ଡି ସହିତ ଗାଡ଼ି ଜବତ, ଚାଳକ ଫେରାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଅଂଚଳରେ କାଠ ଗଣ୍ଡି ସହିତ ଏକ ଗାଡ଼ି ଜବତ ହେଇଥିବା ବେଳେ ଚାଳକ ଫେରାର ହେଇଯାଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୨୫୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭୧ ଜଣ ଆଂଚଳିକ
Read More...

ରମ୍ଭା ଥାନା ନୂତନ କୋଠା ଉଦ୍‌ଘାଟନ କଲେ ରାଜ୍ୟ ପୁଲିସ ମହାନିର୍ଦେଶକ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ପୁଲିସ ଜିଲ୍ଲାର ରମ୍ଭା ସହରରେ ରହିଥିବା ରମ୍ଭା ଥାନାର ନୂତନ କୋଠାକୁ ଗତକାଲି ଉଦ୍‌ଘାଟନ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ । ପନ୍ଦର ଦିନ ପୂର୍ବରୁ ଏକ ସ୍ପେସିଆଲ ଡ୍ରାଇଭ ଦିଆଯାଇଥିଲା ଗଞ୍ଜାମ ପୁଲିସକୁ ସେଥିରେ ସେମାନେ ଗଞ୍ଜାମ
Read More...

ଚକୁଳି ପଞ୍ଚାୟତରେ ନୂତନ ଭାବେ କୃଷକ ସଂଗଠନ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଚକୁଳି ପଞ୍ଚାୟତର ୩ଟି ଗ୍ରାମକୁ ନେଇ ରାମ ରତ୍ନାକର ପ୍ରଧାନଙ୍କ ସଭାପତିତ୍ୱରେ କୃଷକ ସଂଘଠନ ଗଠିତ ହୋଇଯାଇଛି । ପୂର୍ବବର୍ତ୍ତୀ ସଭାର ବିବରଣୀ ପାଠ କରିଥିଲେ ଏବଂ ତାହା ନିର୍ଦ୍ଦେଶ କ୍ରମେ ସଭ୍ୟ ମାନଙ୍କ ସହ ବିଭିନ୍ନ କମିଟି ଗଠନ
Read More...

ବରଗଡ ଜିଲ୍ଲାକୁ ମରୁଡି ପ୍ରପୀଡ଼ିତ ଜିଲ୍ଲା ଘୋଷଣା କରିବାକୁ ଜିଲ୍ଲା କଂଗ୍ରେସର ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟିର ବୈଠକ ଆଜି ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା କଂଗେସର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଓ
Read More...

ବଲାଙ୍ଗିର ଯାଦବ ଭବନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଯାଦବ ସମାଜ ପକ୍ଷରୁ କୋଭିିଡ-୧୯ର ନିୟମାବଳୀକୁ ମାନି ଜନ୍ମାଷ୍ଟମୀ ଉତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛିି । ଆଜି ସକାଳୁ କଳସ ସ୍ଥାପନ କରି ଶ୍ରୀକୃଷ୍ଣଙ୍କୁ ଆହ୍ୱାନ କରାଯାଇଥିଲା ପରେ ପରେ ସମସ୍ତ ରୀତିନୀତି ମଧ୍ୟରେ
Read More...

ନିଖୋଜ ଶିଶୁଙ୍କୁ ଉଦ୍ଧାର କଲେ ଯୁବ ଗୋଷ୍ଠୀ : ମା’ ବାପାଙ୍କୁ ଧରାଇଲେ ପୁଅର ହାତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ଗାଁର ଗୋପବନ୍ଧୁ ବଗର୍ତ୍ତି, ଗୋକୁଳ ଭୁଏ ପ୍ରମୁଖ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଠିକଣା ମିଳିବା ପରେ ତାଙ୍କ ବାପାଙ୍କୁ ତାଙ୍କର ପୁଅ ଫେରାଇ ଦେଇଥିବା ଜଣାପଡିଛି । ନିଖୋଜ
Read More...

ଚାଷୀଙ୍କ ପାଇଁ ମନ୍ତ୍ରୀ ଟୁକୁନିଙ୍କ ଚିନ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ବର୍ଷାର ଦେଖା ନଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି, ଯାହା ଫଳରେ ଦାନା ପାଇଁ ଦାଦନ ଖଟିବା ନିମନ୍ତେ ଲୋକେ ପ୍ରସ୍ତୁତ ମଧ୍ୟ ହେଉଥିବା ନଜରକୁ ଆସିଛି । କିଛି ଦିନ ହେଲାଣି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି (ଗ୍ରାମ ବିକାଶ) ପାତରପାଲି, କୁରୁଆଁ ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବରଗଡ଼ରେ ଏକ ସ୍ୱେଛାକୃତ ରକ୍ତଦାନ
Read More...