Monthly Archives

August 2021

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୁରିବାହଲ ଏବିଇଓ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଏବିଇଓ ଦେବରାଜ ଦାସ ଆଜି ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି । ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ
Read More...

ଗାୟତ୍ରୀ ପରିବାର ଦ୍ୱାରା ରକ୍ଷା ବନ୍ଧନ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାୟତ୍ରୀ ପରିବାର ଟ୍ରଷ୍ଟ, ବଲାଙ୍ଗିର ଦ୍ୱାରା ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ(ଶ୍ରାବଣୀପର୍ବ) ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ସୁରଦୁର୍ଲଭ ମାନବ ଜନ୍ମରେ ଜ୍ଞାନ ଓ କର୍ମର ସମ୍ମିଶ୍ରଣ ଦ୍ୱାରା ଜନ କଲ୍ୟାଣ
Read More...

ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଏବଂ ପାଠ୍ୟଚକ୍ର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ୪ର୍ଥ-ଇ ପାଠ୍ୟଚକ୍ରରେ ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଏବଂ ପାଠ୍ୟଚକ୍ରରେ ଆଲୋଚନାର ପ୍ରସଙ୍ଗ 'ଗୀତା ବାଣୀ - ମା' ଶୁଚଃ'୨୨ଅଗଷ୍ଟରେ ଅନୁଷ୍ଠିତ ହୋଯାଇଛି । ଉକ୍ତ ପାଠ୍ୟଚକ୍ରରେ ଅଧ୍ୟାପକ ଡ଼.ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ଵରେ
Read More...

ରେଳ ଉପଭୋକ୍ତା ସଂଘ ତରଫରୁ ରେଳ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘ ତରଫରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଭାପତି ଧର୍ମବ୍ରତ ରଥ, ଉପ-ସଭାପତି ପର୍ଶୁରାମ ନାୟକ, ସହ-ସଂପାଦକ ପ୍ରଭାକର ମିଶ୍ର ତଥା କମିଟି ସଭ୍ୟ
Read More...

ଶକ୍ତି ଗ୍ରାମରେ ଝୁଲଣ ଯାତ୍ରା ପାଳିତ

ଝାରବନ୍ଧ, (ପୁସ୍ତମ ଯୁଆଡି ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଶକ୍ତି ଗ୍ରାମରେ ସମସ୍ତ କୋଭିଡ କଟକଣାକୁ ପାଳନ କରି ଝୁଲଣ ଯାତ୍ରା ପାଳିତ ହୋଇଯାଇଛି । ତା.୨୧/୮/୨୦୨୧ରିଖ ରୁ ତା. ୨୩/୮/୨୦୨୧ରିଖ ପର୍ଯ୍ୟନ୍ତ ତିନିଦିନ ଧରି ପାଳନ କରାଯାଇଥିଲା ଏହି ଯାତ୍ରା ଅନେକ ବର୍ଷରୁ ପାଳନ କରାଯାଇଆସୁଛି
Read More...

ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଡିଏଭି କଲେଜରେ ବୃକ୍ଷ ରୋପଣ ଓ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତକାଲି ରେଳମନ୍ତ୍ରୀଙ୍କ ଟିଟିଲାଗଡ ଗସ୍ତ ଅବସରରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ଡିଏଭି କଲେଜରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏଥିରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ପୂର୍ବ
Read More...

କରୋନା ସଚେତନତା ଓ ମାକ୍ସ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଡଭଗା ସାରସ୍ୱତ ମହାବିଦ୍ୟାଳୟରେ ୩୦୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜନ କଲ୍ୟାଣ ସେବା ଟ୍ରଷ୍ଟର
Read More...

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କେଶରୀୟା ହିନ୍ଦୁ ବାହିନୀର ୪ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଗତକାଲି ବଲାଙ୍ଗିର ଗସ୍ତ ସମୟରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ତରଫରୁ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଏକ ଟିମ୍ ସର୍କିଟ ହାଉସ ଠାରେ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ
Read More...

ବେଆଇନ ମଦ ବିକ୍ରି କରୁଥିବା ଭାଟିରେ ସଂଯୋଗ ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ : କ୍ଷତିପୂରଣ ଓ ମଦ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମର ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଜୁରିଆ ଗ୍ରାମର ଗୋରଚନ୍ଦ୍ର ସେଠଙ୍କ ପୁଅ ଅବିନାଶ ସେଠ(୧୯) ଗ୍ରାମର ବନମାଳୀ ଛକ ବାହାଲ
Read More...

୫ଶହ କଫ ସିରଫ ଜବତ ସହ ୨ ଜଣଙ୍କୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସ ୫ଶହ କଫ ସିରଫ ଜବତ କରିବା ସହ ୨ ଜଣକୁ ଗିରଫ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ଝାରବନ୍ଧ ଅଞ୍ଚଳରୁ କୋଶଲ ଚନ୍ଦ୍ର ସାହୁ, ଶୁଶିଲ ବନଛୋର, କଫ ସିରଫ ଚାଲାଣ କରୁଥିବା ନେଇ ପାଇକମାଲ ପୋଲିସ କୌଣସି
Read More...