Monthly Archives

August 2021

କଂଟାବାଂଜି ବିଧାୟକ ସାଲୁଜାଙ୍କ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଗୁରୁବାର ଦିନ ସ୍ଥାନୀୟ ଏନ୍‌ଏସି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାବନ ମଣ୍ଡଳୀର କଂଟାବାଂଜି ଏନ୍‌ଏସି,
Read More...

ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ ନୁଆପଡା ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ହେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରସ୍ଥାବ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପାଇକମାଲ ସହରର ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲଙ୍କୁ ନୁଆପଡା ଜିଲ୍ଲା କୃଷକ ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ପ୍ରଦାନ
Read More...

ବିଧାୟକ ସରୋଜଙ୍କ କାର୍ଯ୍ୟଦକ୍ଷତା ପ୍ରତି ଆକର୍ଷିତ ହୋଇ ଅନ୍ୟଦଳ ଛାଡି ୮୧ ଜଣ ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ସରୋଜ କୁମାର ମେହେରଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ପାଟଣାଗଡ଼
Read More...

ଦେଓଗାଁ ତହସିଲରେ ଭୂମିହୀନଙ୍କୁ ଲିଜ ଜମି ପ୍ରଦାନ ବ୍ୟବସ୍ଥା ବିଫଳ : ୨ ବର୍ଷରେ ଲକ୍ଷ୍ୟଧାର୍ଯ୍ୟ ହୋଇଛି ୩୨୪, ପଟ୍ଟା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲରେ କର୍ମଚାରୀ ଅଭାବରୁ କାମ ଆଗେଇ ପାରୁନାହିଁ । ଯାହାଫଳରେ ଭୂମିହୀନଙ୍କୁ ୪ ଡେସିମିଲ ଭୂମି ପ୍ରଦାନ ପାଇଁ ସରକାର କରିଥବା ବ୍ୟବସ୍ତାକୁ ଭୂମିହୀନମାନେ ଉପକୃତ ହୋଇପାରୁ ନାହାନ୍ତି । ଦେଓଗାଁ ତହସିଲ ଅଧିନରେ ଶହ ଶହ ଭୂମିହୀନ ପ୍ରଧାନମନ୍ତ୍ରୀ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା : କଟକରୁ ସର୍ବାଧିକ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬୯୭ ଜଣକୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୩୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ, ଜଗତସିଂହପୁରରୁ ୯ ଜଣ,
Read More...

ଟାଟା ଇସ୍ପାତ କାରଖାନା ନାମରେ ବିସ୍ଥାପିତଙ୍କ ଆନ୍ଦୋଳନକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗତ ୨୫ ବର୍ଷ ତଳେ ଟାଟା କମ୍ପାନୀ ସାଧାରଣ ଜନତାଙ୍କ ଆନ୍ଦୋଳନ ସତ୍ତେ୍ୱ ଗୋପାଳପୁର ପ୍ରକଳ୍ପ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସରକାର ଏବଂ ସାଧାରଣ ଲୋକଙ୍କ ଠାରୁ ଶାଗମାଛ ଦରରେ ୩୫୦୦ ଏକର ଜମି ଅଧିଗ୍ରହଣ କରିଛି । ଜମି ହରାଇଥିବା ବିସ୍ଥାପିତଙ୍କୁ କମ୍ପାନୀ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୨୭୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଆଦିବାସୀ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ପରେ ଫେରାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ତିନି ବର୍ଷ ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଲରମ୍ଭା ଥାନା ଅଞ୍ଚଳରେ ଜଣେ ଆଦିବାସୀ ପୀଡିତା ମହିଳାଙ୍କ ଲିଖିତ ଅଭିଯୋଗ କ୍ରମେ ଖପ୍ରାଖୋଲ ଥାନା
Read More...

ଖାଦ୍ୟ ଓ ପୃଷ୍ଟିସାର ସୁରକ୍ଷା ସଂପର୍କୀତ ଜାତୀୟ ଅଭିଯାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : 'ଆଜାଦୀ କା ଅମୃତ' ମହୋତ୍ସବ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ 'କୃଷକଙ୍କ ଖାଦ୍ୟ ନିରାପତ୍ତା ଓ ପୃଷ୍ଟିସାର ସଂପର୍କୀତ ଜାତୀୟ ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଓ
Read More...

ରୋଜଗାର ପାଇଁ ଚିହ୍ନଟିକରଣ ଓ ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ଅନର୍ଗତ ମୋହନଗିରି ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଓଡିଶା ଜୀବିକା ମିଶନ ଓ ଦିନଦାୟଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ଓ ବେ ରୋଜଗାରୀ ଯୁବକ ଯୁବତୀମାନଙ୍କ ପାଇଁ ପୂର୍ବ ପ୍ରସ୍ତୁତି ଓ
Read More...