Daily Archives

ବେଲପଡାକୁ ଏନ୍‌ଏସି ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବେଲପଡା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଲ ରାଜ୍ୟ ସମନ୍ୱୟ ସମିତି ଏବଂ ବିଭିନ୍ନ ସାମାଜିକ ସଂଗଠନ ତଥା ବେଳପଡା, ମାଲିମୁଣ୍ଡା, କୁଦୋଭଟା ଓ ପଦ୍ମପୁର ଗ୍ରାମର ପାଖାପାଖି କୋଡିଏ ହଜାର ଜନସାଧାରଣଙ୍କ ସାମୁହିକ ବିକାଶ ଦୃଷ୍ଟିରୁ କୋଶଲ ରାଜ୍ୟ ସଂମନ୍ଵୟ ସମିତି ତରଫରୁ ପ୍ରଥମ ପର୍ଯ୍ୟାୟରେ ଗତକାଲି
Read More...

ଯୁବକଙ୍କ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ(ଘୋରଡିଆ) ଗ୍ରାମର ଧରଣୀଧର ପରିଡା(ଟୁବା) ୪୪ ବର୍ଷ ବୟସରେ ମୃତ୍ୟୁୁ ବରଣ କରିଛନ୍ତି । ସେ ଦୀର୍ଘ ଦିନ ହେଲା କିଡିନି ଜନିତ ରୋଗରେ ପୀଡିତ ଥିଲେ । ଅତି ଦୁଃଖର ବିଷୟ ଦୁଇ ବର୍ଷ ମଧ୍ୟରେ ଗୋଟିଏ ପରିବାରର ତିନି
Read More...

ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ନୂଆପଡ଼ା ଭାୟା ପଦ୍ମପୁର ବରଗଡ଼ ନୂତନ ରେଳ ଲାଇନ୍ ସଂଯୋଗ ଦାବୀ :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରତିନିଧି ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ତାଙ୍କୁ ପଦ୍ମପୁରଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ
Read More...

ଦେଓଗାଁ ବ୍ଲକ ଖଇରଗୁରାରେ ହାତୀ ଉପଦ୍ରବ : ଫସଲକୁ ନଷ୍ଟ କରି ଚାଷ ଜମିକୁ ଦଳିଦେଲେ ହାତୀପଳ

ଦେଓଗାଁ, (ମନୀଷ କୁମାର ସାହୁ) : ମାସ ମାସ ଧରି ବର୍ଷାକୁ ଅପେକ୍ଷା କରି ରହିଲା ଚାଷୀ । ଶେଷରେ ଅଗଷ୍ଟ ମାସର ଅଧା ଦିନ ପରେ ବର୍ଷାକୁ ଦେଖିବାକୁ ମିଳିଲା । ଏହାପରେ ଚାଷୀକୁଳ ଯଥା ଶୀଘ୍ର ଚାଷ କାମକୁ ଆଗକୁ ବଢ଼ାଇବାରେ ଲାଗିପଡିଲେ । ଠିକ୍ ଏତିକି ବେଳେ ହାତୀପଳ ଗ୍ରାମାଞ୍ଚଳକୁ ପଶି ଆସି ଚାଷ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୨୩ କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ଜଣ,
Read More...

ପ୍ରଶାସନର ନିର୍ଭର ପ୍ରତିଶ୍ରୁତି ପାଇ ଗୋପାଳପୁର ବନ୍ଦର ଶ୍ରମିକମାନେ ଧର୍ମଘଟରୁ ଓହରିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘଦିନ ଧରି ଶ୍ରମିକମାନଙ୍କ ଧର୍ମଘଟ, ହଟ୍ଟଗୋଳ ଲାଗି ରହିଥିଲା । ଗୋପାଳପୁର ବନ୍ଦର ଶ୍ରମିକଙ୍କ ତ୍ରିସ୍ତରୀୟ ୟୁନିୟନ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲାଗି ରହିଥିବା ଦୀର୍ଘ ଦିନର ବିବାଦର ଅବସାନ ଘଟିଛି ବୋଲି ଜଣାଯାଏ । ଏନେଇ ଏକ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୫୭୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଶ୍ରୀରାମକୃଷ୍ଣ ବିବେକାନନ୍ଦ ସେବା ଓ ସାହିତ୍ୟ ପରିଷଦ ତରଫରୁ ସର୍ବ ଭାରତୀୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ସ୍ଥିତ ଶ୍ରୀରାମକୃଷ୍ଣ ବିବେକାନନ୍ଦ ସେବା ଓ ସାହିତ୍ୟ ପରିଷଦ, ବିବେକାନନ୍ଦ ଯୁବ ଶକ୍ତି ସଙ୍ଗଠନ, ପୁରୀ ଓ ସମ୍ବାଦ ସାହିତ୍ୟ ଘର ରମ୍ଭାର ମିଳିତ ସହଯୋଗରେ ଏକ ସର୍ବଭାରତୀୟ ଅନଲାଇନ ଆଲୋଚନା ଚକ୍ର ଓ କବିତା ଆସର
Read More...