Daily Archives

ସହିଦ ସଲାମ : ଥବିର ବୁଡେକଙ୍କୁ ଏବେବି ଝୁରୁଛି ଗାଁ ମାଟି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜୀବନ ଦୀପଟିଏ ପରି ଜଳୁଥାଏ । ଆଲୋକ ଟିଏ ଲିଭିଗଲେ ଅନ୍ଧାର । ହେଲେ ଯେଉଁ ଦୀପ ଲିଭିକି ବି ଆଲୁଅ ଭରେ ସେ ଦୀପର ନାଁ ସହିଦ । ସହିଦ ଥବିର ବୁଡେକ । ମାଟିର ପୁଅ ଥବିର ବୁଡେକ ଦେଶ ମାତୃକାର ସେବା ପାଇଁ ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇଥିଲେ । ଆଖିରେ
Read More...

ହରିସିଂ ଉ.ପ୍ରା ବିଦ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ହରିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ କୋଭିଡ ନିୟମକୁ ମାନି ବିନା ଛାତ୍ରଛାତ୍ରୀରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପତାକା ଉତ୍ତୋଳନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ
Read More...

ମନହୀରା ପଞ୍ଚାୟତ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୭୫ତମ ସ୍ଵାଧୀନତା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ପଞ୍ଚାୟତ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟ ମନହିରାଠାରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଇ ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କେଦାର ନନ୍ଦ ପତାକା ଉତ୍ତୋଳନ କରି ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଥିଲେ । ପରେ ବରିଷ୍ଠ
Read More...

ଯୁବ ଲାଇନ୍‌ମ୍ୟାନ୍‌ଙ୍କ ପରଲୋକ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ସହର ନିକଟସ୍ଥ ଶାଲେପାଲି ଗ୍ରାମର ଦୀପକ ଛେତ୍ରୀ ନାମକ ଏକ ଲାଇନ୍‌ମ୍ୟାନ୍‌ଙ୍କ ପରଲୋକ ହୋଇଯାଇଛି । ସେ ପୁଇଁନ୍ତଲାରେ ଆର୍‌ଇସିରେ ଲାଇନ୍‌ମ୍ୟାନ୍‌(ବି) ଭାବରେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ସେ ରୋଗରେ ଆକ୍ରାନ୍ତ ରହି
Read More...

ଦେଓଗାଁ ରେଳ ଷ୍ଟେସନରେ ନାହିଁ ଅନଲାଇନ୍ ପେମେଣ୍ଟ ସୁବିଧା

ଦେଓଗାଁ, (ମନୀଷ କୁମାର ସାହୁ) : ଗତ କିଛି ବର୍ଷ ମଧ୍ୟରେ ଦେଓଗାଁ ରେଳ ଷ୍ଟେସନର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ହୋଇ ସାରିଥିବା ବେଳେ ଷ୍ଟେସନର ନବୀକରଣ ହେବା ପରେ ଏବେ କେମିତି ଅଧିକ ମାତ୍ରାରେ ଏକ୍ସପ୍ରେସ ରେଳ ରହିବ ସେ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରୟାସ ଚଳାଉଛନ୍ତି । ହେଲେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୦୪୨୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୪୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ମାଙ୍କଡା ପଥର ଗାଡି ଜବତ : ୨୪ ହଜାର ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅର୍ନ୍ତଗତ କଲ୍ୟାଣପୁର ପଂଚାୟତ ଶିଶୁଆପଡାଛକ ନିକଟରୁ ବିଳିମ୍ବିତ ରାତିରେ ବେଆଇନ ପଥର ଚାଳଣ ବେଳେ ଡେଲାଙ୍ଗ ତହସିଲ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ସେଠାରୁ ପଥର ବୋଝେଇ ଦୁଇଟି ଗାଡି ଜବତ କରିବା ସହ ୨୪ ହଜାର ଟଙ୍କା
Read More...

ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୫ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଆୟୋଜିତ ଆନୁଷ୍ଠାନିକ ସମ୍ମିଳିତ ପରେଡ଼ରେ ମୁଖ୍ୟଅତିଥୀ ଭାବେ ଯୋଗଦେଉଥିବା ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ପୂର୍ବଦିନ
Read More...

ବ୍ଲକ ସ୍ତରୀୟ ସୁନାମି ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରେ ସୁନାମି ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅବସରରେ ଗତକାଲି ଗଞ୍ଜାମ ବ୍ଲକ ସଭା ଗୃହଠାରେ ସୁନାମି ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...