Daily Archives

ସ୍ୱାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ କୁଡାସିଂହା ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ ତରଫରୁ କୁଡାସିଂହା- ଭୁତିଆରବାହାଲ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ଳକ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଦେଓଗାଁ
Read More...

ବଉଲ ନାଟ ଏଣ୍ଡ କାଲ୍‌ଚରାଲ୍‌ ଆସୋସିଏସନ୍‌ ବ୍ରାହ୍ମଣୀ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରା.ପ. ଅନ୍ତର୍ଗତ ବ୍ରାହ୍ମଣୀ ବଉଲ ନାଟ ଏଣ୍ଡ କଲ୍‌ଚରାଲ୍‌ ଏସୋସିଏସନ ପକ୍ଷରୁ ପ୍ରଥମ କରି ୭୫ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଟ୍ୟକାର ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ
Read More...

ସ୍ୱାଧୀନତା ଦିବସ ଅବସରରେ କଣ୍ଟାମାଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ

ବୌଦ୍ଧ, (ମମତା ମହାକୁର) : ଆଜି କଣ୍ଟାମାଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ସାହିତ୍ୟ ଘରର ସଭାପତି ନାଟ୍ୟକାର ହରିହର ପ୍ରଧାନଙ୍କ ପ୍ରୋତ୍ସାହନରେ ବ୍ରହ୍ମଣୀ ନାଟ ଏଣ୍ଡ କଲଚରାଲ ଏସୋସିଏସନ୍‌ର
Read More...

ସବୁଜ ଡେଲାଙ୍ଗର ବନ ମହୋତ୍ସବ ଅଭିଯାନରେ ପରିବେଶ ପାଇଁ ଗଛଟିଏ ଆହ୍ଵାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବୋଳକଣାଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟର ବନ ମହୋତ୍ସବ ଅଭିଯାନ ବ୍ୟାନରକୁ ମୁଖ୍ୟ ଅତିଥି ସତ୍ୟବାଦୀ ଇତିହାସ ଓ ସତ୍ୟବାଦୀ ସଂସ୍କୃତି ପୁସ୍ତକର
Read More...

ବିଭିନ୍ନ ସ୍ଥାନରେ ପ୍ଲାଟିନମ ଜୁବଲି ସ୍ୱାଧୀନତା ଦିବସ ପାଳିତ

କଂଟାବାଂଜି, (ମନୀଷ କୁମାର ହଂସ) : ଭାରତ ସ୍ୱାଧୀନ ହେବାର ୭୫ବର୍ଷ ପୂର୍ତି ଅବସରରେ ସାରା ଦେଶରେ ପ୍ଲାଟିନମ ଜୁବଲି ସ୍ୱାଧୀନତା ଦିବସ ରୂପେ ପାଳିତ ହେଉଥିବା ବେଳେ କଂଟାବାଂଜି ସହରାଂଚଳରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଟାନ, ବେସରକାରୀ କାର୍ଯ୍ୟାଳୟ, କ୍ଲବ, ସଂଗଠନ, ରାଜନୈତିକ
Read More...

ଆଶାୟୀ କନିଷ୍ଠ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ଦାବୀ ନେଇ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ସମସ୍ତ ଆଶାୟୀ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କୁ ପ୍ରଦାନ କରିଛନ୍ତି ।
Read More...

୭୫ତମ ସ୍ୱାଧୀନତା ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ନିରାଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
Read More...

ଟିଟିଲାଗଡ ପୋଲିସ ଷ୍ଟେସନର ୧୨ଜଣ ଅଧିକାରୀ କରୋନା ଯୋଦ୍ଧା ଭାବେ ସମ୍ମାନିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପାଳିତ ହୋଇଥିବା ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ଵାରା କରୋନା ଯୋଦ୍ଧା ଭାବେ ଟିଟିଲାଗଡ ପୋଲିସ ଷ୍ଟେସନର ୧୨ ଜଣ ଅଧିକାରୀଙ୍କୁ
Read More...

ଏକଲବ୍ୟ କୋଚିଂ ସେଣ୍ଟରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ସଇଁନ୍ତଲା, (ପୁସ୍ତମ୍ ଯୁଆଡି) : ସଇଁନ୍ତଲା ବ୍ଲକ୍‌ର କୁମ୍ଭାରୀ ଗ୍ରାମର ଏକଲବ୍ୟ କୋଚିଂ ସେଣ୍ଟର୍ ଠାରେ ୭୫ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ମୁଖ୍ୟ ବସନ୍ତ କୁମାର୍ ବୁଡେକ୍‌ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶିତା ବୁଡେକ୍‌, ହେମବନ୍ତି ମଲିକ,
Read More...

ପଦ୍ମପୁରରେ ‘ୱାନ୍ ରୁପି କ୍ଲିନିକ’ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ପବିତ୍ର ସ୍ୱାଧୀନତା ଦିବସ ଅବସରରେ, ପଦ୍ମପୁର କଚେରୀ ସମ୍ମୁଖରେ ବହୁ ଚର୍ଚ୍ଚିତ ଚିକିତ୍ସକ ଡା. ଶଙ୍କର ରାମ ଚନ୍ଦାନୀଙ୍କ ୱାନ ରୁପି କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଡା. ରାମ ଚନ୍ଦାନୀଙ୍କ ମାତା ଲାଜବନ୍ତୀ ରାମ ଚନ୍ଦାନୀ ଜାତୀୟ ପତାକା ଉତ୍ତୋଳନ
Read More...