Daily Archives

ବ୍ଲକ କାର୍ଯ୍ୟାଳୟରେ ନୂତନ ସଭାଗୃହ ଉଦ୍‌ଘାଟିତ ହେଲା

କେନ୍ଦୁଝର : ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ସଭାଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ
Read More...

୪ଟି ଜିଓ ଷ୍ଟୋରରେ ଜିଓ ମାର୍ଟ ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଚାରୋଟି ଷ୍ଟୋରରେ ଜିଓ ମାର୍ଟ ସେବା ଆରମ୍ଭ ହୋଇଛି ଯେଉଁଥିରେ ଗ୍ରାହକମାନେ ଜିଓ ଷ୍ଟୋରରେ ଅନ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀଗୁଡିକ ନିଜ ପସନ୍ଦ ହିସାବରେ ବାଛି ପାରିବେ ଓ ସେହି ଜିନିଷ କମ୍‌ ଦରରେ କିଣିପାରିବେ । କମ୍ପାନୀ
Read More...

ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଅପରାହ୍ନରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଆଶୀର୍ବାଦ ଯୋଜନାର ହିତାଧିକାରୀ ଅନାଥ ଶିଶୁ ଓ ମାଆ କିମ୍ବା ବାପାଙ୍କୁ
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଆଜି ଗୋଲାମୁଣ୍ଡା ବ୍ଲକର ନକଟିକାନୀ ଗ୍ରାମର ବିଜୁ ପଟ୍ଟନାୟକ ଆଦିବାସୀ ହାଇସ୍କୁଲଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଯୁବ ସ୍ୱେଚ୍ଛାସେବୀ ରାହୁଲ ତାଣ୍ଡି
Read More...

ବ୍ରିଜ ମରାମତି କାମ ଯୋଗୁଁ ବଢୁଛି ଟ୍ରାଫିକ ସମସ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀକୁ ଦୀର୍ଘ ୧୫ ଦିନ ହେଲାଣି ମରାମତି ପାଇଁ ଗାତ ଗୁଡିକ ଖୋଳା ଯାଇଛି ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବା ନଥିବା ଅଭିଯୋଗ ହେଉଛି । ସେହି
Read More...

ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରତିବାଦ ନେଇ ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେଡି ନେତା ଓ କର୍ମୀ ମାନଙ୍କ ଦ୍ୱାରା ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ପୋଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏବଂ ବାବା ସାହେବ ଡ଼ଃ.ଆମ୍ବେଦକରଙ୍କ ଫୋଟୋ ଫୋପାଡ଼ିବା ଭଳି ଅସମ୍ମାନକୁ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା
Read More...

ଶଶୁରଙ୍କ ଗାଁରେ ଜ୍ୱାଇଁର ଆତ୍ମହତ୍ୟା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ଥାନା ଅଧିନସ୍ଥ ରିଷିଡା ଫାଣ୍ଡି ଅନ୍ତର୍ଗତ କୁଜାମହୁଲ ଗ୍ରାମରେ ଜଣେ ବିବାହିତ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପ୍ରଭାକର ଭୁକ୍ତା । ତାଙ୍କ ନିଜ ଗାଁ ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା
Read More...

ଜାତୀୟ ଅଙ୍ଗଦାନ ଦିବସରେ ଯୁବ ସାମ୍ବାଦିକ ଦେବାଶିଷ ମିଶ୍ର କଲେ ଅଙ୍ଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ଅଙ୍ଗଦାନ ଦିବସ । ଏହି ଅବସରରେ ବଲାଙ୍ଗିରର ଯୁବ ସମ୍ବାଦିକ ଦେବାଶିଷ ମିଶ୍ର ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜକୁ ଯାଇ ତାଙ୍କର ଶରୀର ଦାନ କରିଛନ୍ତି । ତାଙ୍କର ମୃତ୍ୟୁ ପରେ ତାଙ୍କ ମରଶରୀରକୁ ପୋଡି ନଷ୍ଟ କରାନଯାଇ, ଭୀମ ଭୋଇ ମେଡିକାଲକୁ
Read More...

ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢ଼ାଉ : ୪୦ ଲିଟର ଖୋଲା ମଦ ସହ ୧୧ କ୍ୱିଣ୍ଟାଲ ମହୁଳ ପୋଚ ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଲକର ମୁକୁନ୍ଦପୁର ପଞ୍ଚାୟତର ଥାଲବନ୍ଧ ଗାଁରେ ବଲାଙ୍ଗିର ଅବକାରୀ ମୋବାଇଲ ୟୁନିଟ ଚଢ଼ାଉ କରି ମଦ ସହ ମହୁଳ ପୋଚ ଜବତ କରିଥିବା ଜଣାପଡିଛି । ଗୁରୁବାର ଦିନ କୌଣସି ସୂତ୍ରରୁ ଖବର ପାଇଁ ଅବକାରୀ ମୋବାଇଲ ୟୁନିଟ
Read More...

କୋଇଲା ବୋଝେଇ ଗାଡି ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ -ବୋରିଗୁମା ୨୬ ନମ୍ୱର ଜାତୀୟ ରାଜପଥର ଦେଓଗାଁ କଛାରପାଲିର କଛାରକୁ ଯିବା ରାସ୍ତା ନିକଟରେ ଏକ କୋଇଲା ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହେବାରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ ବିଶାଖାପାଟଣାରୁ କୋଇଲା ବୋଝେଇ
Read More...