Daily Archives

ପାଇକମାଲରେ ନୂତନ ବିଡିଓଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ନୂତନ ବିଡିଓ ଭାବେ ଉପାଞଳି ମାଝୀ ସୋମବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ସେ ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କୋଭିଡ ଦାୟିତ୍ୱରେ ଥିଲେ । ଗତକାଲି ପୂବାହ୍ନରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ କଲାପରେ
Read More...

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତମ ବେତନ ପ୍ରଦାନ, ଚାକିରୀ ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୧୭୭ ନୂତନ ଅନୁଦାନ ପ୍ରାପ୍ତ କରିବା, ନୂତନ କଲେଜକୁ ଅନୁଦାନ ପ୍ରଦାନ, ଅନୁଦାନ ନୀତିରୁ ଅସଙ୍ଗତି ଦୂରୀକରଣ ଓ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା ସମେତ ସ୍କୁଲ, କଲେଜ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ, କନ୍ଧମାଳ
Read More...

ସିନେମା ଷ୍ଟାଇଲ୍‌ରେ ୩ଜଣଙ୍କୁ ଉଠାଇ ନେଲା ଏସ୍‌ଟିଏଫ୍‌

ହରଭଙ୍ଗା, (ବଂଶୀଧର ମାଝୀ) : ସୋମବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ବାମଣ୍ଡା ଛକ ନିକଟରୁ ପୋଲିସ୍ ବିଭାଗର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ ହଠାତ୍‌ ସାଧା ପୋଷାକରେ ଆସି ସିନେମା ଷ୍ଟାଇଲ୍‌ରେ ଏକ ଅଟୋ ଭିତରୁ ୩ ଜଣଙ୍କୁ ଉଠାଇ ନେଇଥିବା ଦେଖିବାକୁ
Read More...

ସୋଲାର ପ୍ଲାଣ୍ଟରୁ ପ୍ଲେଟ ଚୋରି ଉଦ୍ୟମ ଘଟଣା : ୨ ଅଭିଯୁକ୍ତ କୋର୍ଟ ଚାଲାଣ, ମାଷ୍ଟର ମାଇଣ୍ଡ ସହ ୨ଫେରାର୍‌

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧିନସ୍ଥ କୁକୁରାଖାଇ ସ୍ଥିତ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି ଉଦ୍ୟମ କରୁଥିବା ସମୟରେ ଗାଁ ଲୋକଙ୍କ ସହ ସୋଲାର ପ୍ଲାଣ୍ଟର କିଛି କର୍ମଚାରୀ ୨ଜଣ ଚୋରକୁ ଧରି ରବିବାର ଦିନ ଦେଓଗାଁ ଥାନାରେ ଜିମା ଦେବା ପରେ ପ୍ରାଥମିକ ତଦନ୍ତ କରି ଦେଓଗାଁ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୦୯୮୮କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...