Daily Archives

ମା’ପାଟଣେଶ୍ୱରୀ କ୍ଲବର ସ୍ୱଚ୍ଛତା ଏବଂ ଶପଥ ପାଠ ଗ୍ରହଣ କାର୍ଯ୍ୟକ୍ରମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କଶୃପାଲି ଗାଁର ମା' ପାଟଣେଶ୍ୱରୀ କ୍ଲବ ତରଫରୁ ଗାଁର ପ୍ରାଥମିକ ସ୍କୁଲ ପରିସରରେ କ୍ଲବର ମୁଖିଆ ସତ୍ୟନାରାୟଣ ହୋତାଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର
Read More...

ଖୋର୍ଦ୍ଧା ଓ ଚିଲିକା ନିର୍ବାଚନମଣ୍ଡଳୀ ଉନ୍ନୟନ୍ନ କମିଟିର ସମିକ୍ଷା ବୈଠକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଖୋର୍ଦ୍ଧା ଜିଲ୍ଲା ପରିଷଦ ଓ ନଗର ଉନ୍ନୟନ କନ୍‌ଫରେନ୍ସ ହଲ୍‌ଠାରେ ଉଭୟ ଖୋର୍ଦ୍ଧା ଓ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖୋର୍ଦ୍ଧାର ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ବିଧାୟକ ଚିଲିକା ତଥା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୩୬୬କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୨୭ଜଣ, କଟକ ଜିଲ୍ଲାରୁ ୧୭ଜଣ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରୁ
Read More...

ବିଜେପି ଓ କଂଗ୍ରେସ ଦଳ ଛାଡି ୩୦ଜଣରୁ ଅଧିକ ବିଜେଡିରେ ଯୋଗ ଦେଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ଅରକ୍ଷିତ ଦଣ୍ଡସେନାଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଲକର ଲରମ୍ଭା ପଞ୍ଚାୟତର ୩୦ ଜଣରୁ ଅଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ
Read More...

ସମାଜସେବୀଙ୍କ ଉଦ୍ୟମରେ ଅସହାୟ ପରିବାରକୁ ମିଳିଲା ସରକାରୀ ସହାୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁର ବଂଶୀ ପରାଭୁଏଙ୍କ ପରିବାର କାହାଣୀ ନ କହିବା ଭଲ । ସୂଚନା ଅନୁସାରେ ବଂଶୀ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ମା' ଜଣେ ଦିବ୍ୟାଙ୍ଗ ଓ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ପରିବାର । ତାଙ୍କର ପରିବାର
Read More...

ବଲାଙ୍ଗିରରେ ପହଞ୍ଚିଲେ ପୋଲିସ ଡିଜି ଅଭୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପହଂଚିଛନ୍ତି ଡ. ଅଭୟ କୁମାର । ବଲାଙ୍ଗିର ଜିଲ୍ଲାର ଆଇନ୍‌ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବା ପାଇଁ ସେ ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମାଓ ଗତିବିଧି ସଂପର୍କରେ ବିଭାଗୀୟ ପଦକ୍ଷେପ ଉପରେ ସମୀକ୍ଷା କରିବେ । ତାଙ୍କ
Read More...

ପୁଇଁନ୍ତଲା ବ୍ଳକର ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ମହାନ୍ତି ପଡିଲେ ଭିଜିଲାନ୍ସ ଜାଲରେ : ଆୟବହିର୍ଭୂତ ସମ୍ପତ୍ତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଳକର ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ମହାନ୍ତି ପଡିଛନ୍ତି ଭିଜିଲାନ୍ସ ଜାଲରେ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆଜି ସକାଳୁ ବରିଷ୍ଠ କିରାଣୀ ଶ୍ରୀ ମହାନ୍ତିଙ୍କ ବଲାଙ୍ଗିର ସହର ସାଗରପଡା ବାସଭବନ,
Read More...

ବିଜେପିର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରିକେଲ ମଣ୍ଡଳ ଲୁହାରପାଲି ଗ୍ରାମ ପଞ୍ଚାୟତ ସର୍ଗିଯୁରି ଠାରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ବରିକେଲ ମଣ୍ଡଲ ସଭାପତି ସୋକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ
Read More...

ଫିନୋ ପେମେଣ୍ଟ ବ୍ୟାଙ୍କ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବାୟା ବଜାର ନିକଟରେ ଏକ ଫିନୋ ପେମେଣ୍ଟ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି । ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ଶୈଳେଶ ପାଣ୍ଡେ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଫିନୋ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ଦୁଇ ଅନାଥ ଶିଶୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଂଗୋମୁଂଡା ବ୍ଲକ ଅଲଣ୍ଡା ପଞ୍ଚାୟତ ନୂଆପଡା ଗାଁର ୨ ଅନାଥ ପୁଅ ବାପ ମା' ହରାଇ ଅସହାୟ ଅବସ୍ଥାରେ ରହୁଥିଲେ । ସୂଜନା ଅନୁସାରେ ଗତ ସାତ ବର୍ଷ ତଳେ ବାପା ରିଙ୍କୁ ବାଗ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଥିଲେ । ଆଜି
Read More...