Monthly Archives

July 2021

ବିଜୁ ଛାତ୍ର ଜନତା ଦଳ ବରଗଡର ଡିଜିଟାଲ ସମ୍ପାଦକଙ୍କ ନାମ ଘୋଷଣା : ବିଜେପୁର ଏନ୍‌ଏସି ପାଇଁ କିରଣ କୁମାର ଦଣ୍ଡସେନାଙ୍କୁ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସଭାପତି କରଣ ସିକେନ୍ଦରଙ୍କ ଅନୁମୋଦନ କ୍ରମେ ତଥା ଜିଲ୍ଲା ଡିଜିଟାଲ ସଂପାଦକ ଭୂପତି ପ୍ରଧାନଙ୍କ ପରାମର୍ଶରେ ଦଳର ଛାମୁଆ ଛାତ୍ର ସଂଗଠନ ଡିଜିଟାଲ କ୍ଷେତ୍ରରେ ସୁଦୃଢ ଓ
Read More...

ବଘୁଆପଡା ଗାଁରେ ସ୍ୱତନ୍ତ୍ର ୭୨ତମ ବନ ମହୋତ୍ସବ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନାଂଚଳ ଅନ୍ତର୍ଗତ ଢୋଲମାନ୍ଦଲ ପଂଚାୟତ ବଘୁଆପଡା ଗାଁର ଜନସାଧାରଣଙ୍କ ସହଯୋଗରେ ସ୍ୱତନ୍ତ୍ର ଭାବେ ୭୨ତମ ବନମହୋତ୍ସବ ପାଳିତ ହୋଇଛି । ଏହି ବନ ମହତ୍ସୋବ ପାଳନ ଅବସରରେ ରାଜୁ ସଂରକ୍ଷିତ ଜଂଗଲରେ ଶତାଧିକ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି
Read More...

ବୌଦ୍ଧ ବିଜେପିର କଣ୍ଟାମାଲ ବ୍ଲକ ଘେରାଓ

ବୌଦ୍ଧ, (ମମତା ମହାକୁର) : ପ୍ରଧାନମନ୍ତ୍ରୀ ଆବାସ ଗୃହ ଅନିୟମିତତା ଓ ବୌଦ୍ଧ ଜିଲ୍ଲାକୁ ଘର ନମିଳିବା ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତ୍ତୃତ୍ୱ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସିଂହାର, ବିଜେପି
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇଣ୍ଡୋର ଷ୍ଟାଡିୟମ ପାଇଁ ପ୍ରସ୍ତାବ ଦେଲେ ବିଜେଡି ଛାତ୍ର ନେତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ତାରିଖରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସୁମନ ନନ୍ଦ ଓ ସାଥୀ ବଲାଙ୍ଗିର ସାର୍କିଟ୍ ହାଉସ ଠାରେ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରି
Read More...

ଶାବୁଳିଆ ହାଇସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ଶାବୁଳିଆ ହାଇସ୍କୁଲରେ ଅଥବା ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ଶାବୁଳିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ ସଚେତନତା ସାଂଗକୁ ବୃକ୍ଷର ମହତ୍ୱପୂର୍ଣ୍ଣ ଅବଦାନ ସଂପର୍କରେ
Read More...

ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସାନିଟାଇଜର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ସମୟରେ ପ୍ରତିନିଧିମାନେ ନିଜ ଜୀବନ ବାଜି ଲଗାଇ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି । ରାଜ୍ୟରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଆଗଧାଡିର କୋଭିଡ ଯୋଦ୍ଧା ବୋଲି ମାନ୍ୟତା ମଧ୍ୟ ପ୍ରଦାନ କରିସାରିଛନ୍ତି । ବଲାଙ୍ଗିର କ୍ରେଡିଟ୍‌ ଆକ୍ସେସ୍‌
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ଅତାବିରା ବ୍ଲକ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀରେ ଥିବା ଅତାବିରା ବ୍ଲକ ଅତାବିରା ନିର୍ବାଚନ ମଣ୍ଡଳୀର ସଭ୍ୟଙ୍କ ଦ୍ୱାରା ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ୨୬ଲକ୍ଷରୁ ଉର୍ଦ୍ଧ୍ବ ପ୍ରଧାନ ମନ୍ତ୍ରୀ ଆବାସ ବ୍ୟାପକ
Read More...

ସଇଁନ୍ତଲା ପଞ୍ଚାୟତରେ ୨୬ ଜଣଙ୍କୁ ମନ୍ତ୍ରୀ ଟୁକୁନି କଲେ ଭତ୍ତା ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ଦ୍ଵାରା ୨୬ଜଣ ବୃଦ୍ଧ ବୃଦ୍ଧାମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ଏଥିରେ ସ୍ଥାନୀୟ ବିଡିଓ
Read More...

ସଇଁନ୍ତଲା ଡାକ୍ତରଖାନା ପରିସରରେ ୬୨ କେଭି ଜେନେରେଟର ମନ୍ତ୍ରୀ ଟୁକୁନିଙ୍କ ଦ୍ଵାରା ଲୋକାର୍ପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୬୨ କେଭି କ୍ଷମତା ସମ୍ପୂର୍ଣ୍ଣ ଜେନେରେଟରକୁ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଲୋକାର୍ପଣ କରିଛନ୍ତି । ତେବେ ଡାକ୍ତରଖାନାରେ ବିଭିନ୍ନ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ସଇଁନ୍ତଲା ବ୍ଲକ ଘେରାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକକୁ ସମ୍ପ୍ରତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ହଜାରେ କୋଟିର ଦୁର୍ନୀତିର ପ୍ରତିବାଦ କରି ଶତାଧିକ କାର୍ଯ୍ୟକର୍ତ୍ତା ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ
Read More...