Monthly Archives

July 2021

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଆତ୍ମହତ୍ୟା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ଅନ୍ତର୍ଗତ ସିହିନୀ ପଞ୍ଚାୟତର ବଛାଯୁଝା ଗାଁରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଯୁବକ ଜଣକ ବଛାଯୁଝା ଗାଁର ବିଭୀଷଣ ନାଗ ଙ୍କ ୧୯ ବର୍ଷୀୟ ପୁଅ ରଞ୍ଜିତ ନାଗ ବୋଲି ଜଣାପଡିଛି । ବଛାଯୁଝା ଗାଁରୁ ଅତର୍ଲା ଗାଁକୁ ଯିବା ରାସ୍ତାରେ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି ସରକାର ବହୁ ଦୁର୍ନୀତି କରୁଛନ୍ତି, ଆବାସ ଯୋଜନାରେ ଅର୍ଥ ହଡପ, ସାଂଗକୁ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ନ କରିବା, ଆଦି ବହୁ ଦୁର୍ନୀତି ହୋଇଥିବା ବିରୋଧରେ ବିଜେପି ତରଫରୁ ଗତ
Read More...

ଶିବତଲା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଗଛ ହିଁ ଜୀବନ, ଏବେ ଗଛ ବିନା ବଞ୍ଚିବା କଷ୍ଟକର ହୋଇପଡିଛି । ଗଛ କମ ପରିମାଣରେ ଥିବାରୁ ମାଡି ଆସୁଛି ବିପଦ । ଏବେ ସବୁଠି ଚାଲିଛି ବୃକ୍ଷରୋପଣ ଗାଁ ଠୁ ନେଇ ସହର ଘର ଠୁ ନେଇ ଜଙ୍ଗଲ । ଏହି ପରିପ୍ରେକ୍ଷୀରେ ଶିବତଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ୭୨ତମ ବନ
Read More...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ କନ୍ୟା ଘର ପରିବାର ଲୋକେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇଙ୍କ କନ୍ୟା ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କ ହେଲେ ପ୍ରିୟଙ୍କା ଗୌଡ଼(୨୩)। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର
Read More...

ବଲାଙ୍ଗିର ସାଂସଦଙ୍କ ଦ୍ୱାରା ଯାଦବ ଭବନଠାରେ ଭିତ୍ତିପ୍ରସ୍ଥର ସାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନଠାରେ ମାନ୍ୟବର ଲୋକସଭା ସଦସ୍ୟା ସଂଗୀତା କୁମାରୀ ସିଂହଦେଓଙ୍କ କରକମଳରେ ବଲାଙ୍ଗିର ଯାଦବ ଭବନର ପ୍ରଥମ ମହଳା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ଯାଦବ ଭବନ ଅନେକ ସାମାଜିକ ଓ ଜନ ହିତକାରୀ କାର୍ଯ୍ୟ ପାଇଁ ରିହାତି
Read More...

ଓଡିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସମସ୍ତ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ଓଝା, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଏବଂ
Read More...

ଅହେତୁକ ଦରଦାମ ବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସର ବିକ୍ଷୋଭ : ସାଇକେଲ ର‍୍ୟାଲି କରି ପ୍ରତିବାଦ କଲା ନଗର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ତୈଳ ଦର, ଅତ୍ୟାବଶ୍ୟକୀୟ ଓ ଖାଇବା ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ
Read More...

ପେଟ୍ରୋଲ ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ ନଗର କଂଗ୍ରେସ ପକ୍ଷରୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ସରକାରଙ୍କ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ ଆଜି ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ କଂଗ୍ରେସ କମିଟି ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଇକେଲ
Read More...

ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଓ ତାଙ୍କ ପୁଅଙ୍କ ବିରୁଦ୍ଧରେ ମହିଳାଙ୍କ ଅପବ୍ୟବହାର ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ସଙ୍କିର୍ତ୍ତନ୍ୟ ବାଗଙ୍କ ବିରୁଦ୍ଧରେ ଦେଓଗାଁ ଥାନାରେ ରାମଚନ୍ଦ୍ରପୁର ଗାଁର ଜନୈକ ମହିଳା ଅପବ୍ୟବହାର ଅଭିଯୋଗ କରିଥିବା ଜଣାପଡ଼ିଛି । ମହିଳା ଜଣକ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ, ବୁଧବାର ସନ୍ଧ୍ୟା ପ୍ରାୟ
Read More...

ଭୀମଭୋଇ ଆଦିବାସୀ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ

ମୁରିବାହାଲ, (ଅଶୋକ କୁମାର ଭୋଇ) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରୀ ଗ୍ରାମର ବିଦ୍ୟାଳୟ ପରିସରରେ ନେହେରୁ ଯୁବକେନ୍ଦ୍ର ବଲାଙ୍ଗିର ଓ ଭୀମ ଭୋଇ ଆଦିବାସୀ ଯୁବକ ସଂଘ ଝିଙ୍କିଡୁଙ୍ଗୁରୀ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ
Read More...