କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପଶ୍ଚିମ ଓଡିଶାକୁ ଅଣଦେଖା : ବଲାଙ୍ଗିର ସିଭିଲ ସୋସାଇଟି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶାରୁ ୫ ଜଣ ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିବା ବେଳେ ନବ ଗଠିତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କେହି ଜଣେ ହେଲେ ସ୍ଥାନ ପାଇ ନ ଥିବା କ୍ଷୋଭର ବିଷୟ । ତେବେ ଓଡିଶାରୁ ରାଜ୍ୟ ସଭାକୁ ଯାଇଥିବା ଅଶ୍ୱିନୀ!-->…
Read More...
Read More...