Monthly Archives

July 2021

ପାଟଣାଗଡ ଡିଭିଜନରେ ‘କେନ୍ଦୁପତ୍ର ତୋଳାଳୀ ପାସ ବହି ‘ କାର୍ଡ ୫ ଶହରୁ ୧ ହଜାର ଟଙ୍କାରେ ବିକ୍ରି ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦୁପତ୍ର ତୋଳାଳୀ ମାନଙ୍କୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ପ୍ରତ୍ୟେକ ତୋଳାଳୀଙ୍କୁ 'କେନ୍ଦୁପତ୍ର ତୋଳାଳୀ' ପାସ ବହି କାର୍ଡ ପ୍ରଦାନ କରାଯାଇଥାଏ । ତୋଳାଳୀ ମାନଙ୍କୁ ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡେ ନାହିଁ । ରାଜ୍ୟ ସରକାର କାର୍ଡ ପ୍ରିଣ୍ଟ କରି
Read More...

ଗୋପାଲଜୀ ମନ୍ଦିରରେ ବିନା ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ସହରର ଗୋପାଲଜୀ ମନ୍ଦିରରେ ବିନା ଭକ୍ତ ମାନଙ୍କ ଉପସ୍ଥିତିରେ କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ସିଂହାସନରୁ ମହାପ୍ରଭୁ ଓହ୍ଲାଇ ମନ୍ଦିର ସାମନା ମଣ୍ଡପରେ
Read More...

ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ଅମାନୁଷିକ ନିର୍ଯ୍ୟାତନା : ୟୁପି ସରକାରଙ୍କୁ ଏନ୍‌ସିଏସ୍‌ସି ନୋଟିସ୍

ଲଖ୍‌ନଉ : ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲା ଅନ୍ତର୍ଗତ ଆକବରପୁର ଅଞ୍ଚଳର ଏକ ଗାଁରେ ଜଣେ ଦଳିତଙ୍କୁ କେବଳ ଗଛରେ ବାନ୍ଧି ପିଟାଯାଇ ନଥିଲା, ବରଂ ତାଙ୍କୁ ଅମାନୁଷିକ ନିର୍ଯ୍ୟାତନା ମଧ୍ୟ ଦିଆଯାଇଥିଲା । ଏହାକୁ କଡାକଡି ଭାବେ ଗ୍ରହଣ କରି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ ଏହାର ଅଧ୍ୟକ୍ଷ
Read More...

ପାଗଳ ପ୍ରେମିକର ନୃଶଂସ ପାଗଳାମୀ : ରାଜଧାନୀରେ ଜଣେ କିଶୋରୀଙ୍କୁ ମାରାତ୍ମକ ଆକ୍ରମଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ କିଶୋରୀଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଦକ୍ଷିଣ ମୋତି ବାଗ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ୧୬ ବର୍ଷର ବାଳିକାଙ୍କୁ କୁରାଢ଼ିରେ ଆକ୍ରମଣ ଯୋଗୁଁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ କିଶୋରୀଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ
Read More...

ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ବୃକ୍ଷରୋପଣ କଲେ ନରସିଂହ : ଶିକ୍ଷା ଭିତ୍ତିଭୂମି ଉପରେ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟା ସମୟରେ କାର୍ଯ୍ୟାଳୟ ପକ୍ଷରୁ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ
Read More...

ବାସୁ ଫାଉଣ୍ଡେସନ୍‌ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘକୁ କରୋନା ଚିକିତ୍ସା ସାମଗ୍ରୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଜର୍ଣ୍ଣାଲିଷ୍ଟ ୱେଲ୍‌ଫେୟାର ଟ୍ରଷ୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ସମ୍ବାଦିକ ସ୍ୱାସ୍ଥ୍ୟ ସେବା ଦିଗରେ ସହାୟତାର ହାତ ବଢ଼ାଇଛି ବାସୁ ଫାଉଣ୍ଡେସନ୍‌ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ
Read More...

ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହେଲେ ଯୁବ ବିଜେପି ନେତା ରୋସନ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପାଇକମାଲ ଗ୍ରାମର ବାସିନ୍ଦା ଜଣାଶୁଣା ସମାଜସେବୀ ତଥା ବିଜେପି ଯୁବ ନେତା ରୋସନ ପାଣିଗ୍ରାହୀ ବରଗଡ଼ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ରୋସନ ପାଣିଗ୍ରାହୀ ବିଜେପି ଯୁବ
Read More...

ବିଦାୟୀ ଏସପିଙ୍କୁ ଚାଷୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ର ବିଦାୟୀ ପୁଲିସ ଆରକ୍ଷୀ ପଦ୍ମିନୀ ସାହୁଙ୍କୁ ବରଗଡ଼ ଜିଲ୍ଲା ଚାଷୀ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘର ସଭାପତି ଜୟକୃଷ୍ଣ ସାହୁ, ସଂପାଦକ କିଶୋର ଚନ୍ଦ୍ର ଦେବତା, ରବିନ୍ଦ୍ର ବିଶି, ଆଶୁତୋଷ ଆଚା, ମୁକେଶ
Read More...

ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣା ମଧ୍ୟରେ ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଦଦେଶକୁ ଧାଡି
Read More...