Monthly Archives

July 2021

ଓଡିଶା ବାଚସ୍ପତିଙ୍କ ଗଞ୍ଜାମ ଗସ୍ତ : ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସମସ୍ୟା ବୁଝିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଅଞ୍ଚଳର ଲୋକଙ୍କ ସହ ଦେଖା ସାକ୍ଷାତ କରି ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ମୋ ସରକାର
Read More...

ଶୁଭ୍ରଜ୍ୟୋତି ବରାଳ ହେଲେ ଡେଲାଙ୍ଗ ବ୍ଲକ ଟପ୍ପର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀପୁରୁଷତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭ୍ରଜ୍ୟୋତି ବରାଳ କୁଂଜର ଗ୍ରାମର ହାଇସ୍କୁଲ ପରୀକ୍ଷାରେ ୫୬୩ ନମ୍ବର ରଖି ଡେଲାଙ୍ଗ ବ୍ଲକ ଟପ୍ପର ହୋଇଥିବା ବ୍ଲକ ସହକାରୀ ଶିକ୍ଷାଧିକାରୀ ଯୁଧିଷ୍ଟିର
Read More...

ବଲାଙ୍ଗିର ଜିଲ୍ଲାରେ ୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ୨୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୫ରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବେଲପଡା, ଦେଓଗାଁ,
Read More...

ବଲାଙ୍ଗିର ଏକ୍ସନ କମିଟି ତରଫରୁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏକ୍ସନ କମିଟି କାର୍ଯ୍ୟାଳୟରେ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଅଗ୍ରଗତି ତଥା ବିସ୍ଥାପିତ ଭାଇ ଓ
Read More...

ଡେଙ୍ଗ ବିଦ୍ୟାଳୟରେ ବନ ମହୋତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଅମରାବତୀ ଇକୋ କ୍ଲବ ଆନୁକ୍ୟଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ
Read More...

ବିଭିନ୍ନ ସମସ୍ୟାକୁ ନେଇ ଦଳିତ ଅଧିକାର ମଂଚ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଂଚାୟତର ବିଭିନ୍ନ ସମସ୍ୟାକୁ ନେଇ ଆଜି ଦଳିତ ଅଧିକାର ମଂଚ ପକ୍ଷରୁ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହା ଦଳିତ ଅଧିକାର ମଂଚ ନୂଆପଡାର ଆବାହକ କମଳ ଚରଣ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ କପିଲାଭଟା ପଂଚାୟତ ଗସ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଗସ୍ତ କରି ଲୋକ ମାନଙ୍କ ବିଭିନ୍ନ ସମସ୍ୟାକୁ ବୁଝିଛନ୍ତି । ପ୍ରଥମେ ବରତୁଣ୍ଡା, ସନ୍ଧିସର, ଅଶୁର୍ଲା, କପିଲାଭଟା ଗାଁ କୁ ପହଂଚି ଗାଁଗୁଡିକରେ
Read More...

ଚାଷୀଙ୍କ ଟୋକନ ଲେପ୍ସ ଓ ମଣ୍ଡିରୁ ଧାନ ଉଠାଇବା ଦାବୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚାର ନେତୃତ୍ୱରେ ବରଗଡ ବିକାଶ ହସ୍ପିଟାଲ ଛକ(ଅଟଳ ଛକ) ଠାରେ ରାଜ୍ୟ ସରକାର ଚାଷୀ ପ୍ରତି ଅଣଦେଖା ତଥା ଚାଷୀଙ୍କ ଧାନ ବିକ୍ରୀ ସମସ୍ୟାକୁ ନେଇ କୃଷକ ମୋର୍ଚ୍ଚା ପକ୍ଷରୁ ବରଗଡରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି
Read More...

ସଡକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ : ଚାଳକ ଫେରାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଟ୍ରାଫିକ ସମସ୍ୟା ସାଙ୍ଗକୁ ସହରର ଜନଗହଳି ପୂର୍ଣ୍ଣ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଆଜି ଟିଟିଲାଗଡ଼ ସହର ସର୍ଗିଗୁଡା ସ୍ଥିତ ବଜାଜ ସୋରୁମ୍ ନିକଟରେ ଏକ
Read More...

ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଯୋଗଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ପୂର୍ବାହ୍ନରେ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲପାଳ ଭାବେ ଯୋଗଦାନ କରିଛନ୍ତି । ଶ୍ରୀମତୀ ନରୱଣେ ଏହା ପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ଭାବେ ସଫଳତାର ସହ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାସହ ସରକାରଙ୍କ
Read More...