Monthly Archives

July 2021

ସୀତାରାମପାଲି ଗ୍ରାମକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସ୍ଥାନୀୟ ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରର ସ୍ଥିତି ଟିକେ ସୁଧାର ଆସିଥିବା ଓ ସଂକ୍ରମଣ ହାର ସ୍ଵାଭାବିକ ହ୍ରାସ ପାଇଥିବା ବେଳେ ଗତକାଲି ପୁଣି ଏକ ଗାଁରେ ୨୨ ସଂକ୍ରମିତ ଚିହ୍ନଟ ହେବା ଯୋଗୁଁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ବମକ
Read More...

ରୋଟାରୀ କ୍ଲବ ବଲାଙ୍ଗିର ପକ୍ଷରୁ ୭୨ତମ ବନୋମହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ତରଫରୁ ୭୨ତମ ବନୋମହୋତ୍ସବ ସପ୍ତାହ ଉପଲକ୍ଷେ ରାମଜୀ ହାଇସ୍କୁଲ କୁରୁଲ ଠାରେ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟସଭା ସାଂସଦ ସୁବାଷ କୁମାର ସିଂହ ମହୋଦୟ ମୁଖ୍ୟ ଅତିଥି ଭାବରେ ତଥା ଜିଲ୍ଲପାଳ ଚଞ୍ଚଳ ରାଣା ଏବଂ ଏସ୍‌.ପି.
Read More...

୭୨ତମ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତରବନଖଣ୍ଡ ଅଧିକାରୀ ମ.ରାମପୁର ବନାଞ୍ଚଳ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ଅବସରରେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ମ.ରାମପୁର ଦମକଳ କେନ୍ଦ୍ରଠାରେ ଅଧିକାରୀ ଲବ ନାଏକ, ଲିଡ଼ିଙ୍ଗ ଫାୟାରମେନ୍‌ ମହେଶ୍ୱର
Read More...

ପାଇକମାଲ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମା ମିଳିତ ଆନୁକୁଲ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ରାମ କୁମାର ଗୁପ୍ତା, ସଂପାଦକ
Read More...

ଗଛ ହିଁ ମଣିଷର ପ୍ରକୃତ ବନ୍ଧୁ : ବନ ମହୋତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ବନଖଣ୍ଡ ଅଧିନସ୍ଥ କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଆଜି ୭୨ତମ ବନମହୋତ୍ସବର ତୃତୀୟ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ କଣ୍ଟାବାଞ୍ଜିସ୍ଥିତ ଝାଙ୍କରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ସମଗ୍ର ଦେଶରେ ଆସନ୍ତାକାଲି ବନ୍ଦ ରହିବ

ନୂଆଦିଲ୍ଲୀ : ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ସମଗ୍ର ଦେଶରେ ଆସନ୍ତାକାଲି ବନ୍ଦ ରହିବ । ଏ ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେବ
Read More...

ପୌରପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପୌରପରିଷଦ ଦ୍ଵାରା ନିର୍ମାଣ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପ୍ରାୟ ସାତଟି ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର
Read More...

କାର୍ଯ୍ୟରତ ବିଦ୍ୟୁତ ଜେଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଏସ୍‌ମା ଆଇନ୍ ଅନୁସାରେରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ବିଦ୍ୟୁତ୍ ଅଧିନସ୍ଥ ସୋହେଲା ସେକ୍‌ସନର ଜୁନିୟର ଇଞ୍ଜିନିୟର ଉମେଶ କୁମ୍ଭାରଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଦଶମାଇଲ ୩୩/୧୧ କେଭି ଗ୍ରୀଡ ସବ୍‌ଷ୍ଟେସନରେ ଶିରଗିଡା ଫିଡରର ବିଦ୍ୟୁତ ସରବରାହ ସଜାଡ଼ିବା ସହିତ ବିଦ୍ୟୁତ ଯୋଗାଣ
Read More...

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସିଏଚସିକୁ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ୨ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ପ୍ରଦାନ କରାଯାଇଛି । ଏଥିରେ ଫାଉଣ୍ଡେସନର ଆଇନ ପରାମର୍ଶ ଦାତା ବ୍ରଜେନ୍ଦ୍ର କିଶୋର ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକ
Read More...

ବଲାଙ୍ଗିର ଜିଲ୍ଲାରେ ମାତ୍ର ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ, ରାଜ୍ୟରେ ତଥା ବଲାଙ୍ଗିର ଜିଲ୍ଲାରେ କରୋନାର ଦ୍ୱିତୀୟ ତରଙ୍ଗ ଦୁର୍ବଳ ହେବାରେ ଲାଗିଛି । ସାରା ଜିଲ୍ଲାରେ ଆଜି ମାତ୍ର ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ବ୍ଲକ ଭୁଣ୍ଡିମୁହାଣ ଗ୍ରା.ପ.ରୁ ଜଣେ,
Read More...