ଅଭିଯୋଗ : ପ୍ରଶାସନର ଅବହେଳା ଯୋଗୁଁ ଗରିବ ବଂଶୀ ପରାଭୁଏଙ୍କ ଚାଲିଗଲା ଜୀବନ
ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଧଣ୍ଡାମୁଣ୍ଡା ଗାଁର ବଂଶୀ ପରାଭୁଏଙ୍କ ଦୁଃଖ ଭରା କାହାଣୀ ଗତ ଜୁନ ୨୨ ତାରିଖରେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ବଂଶୀ ପରାଭୁଏ ଏକ ଅଜଣା ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ମା' ବିକଳାଙ୍ଗ ଦୁଇ ଝିଅ ଓ ତାଙ୍କ ସ୍ତ୍ରୀ ଏକ!-->…
Read More...
Read More...