Daily Archives

ଗାଈ ଗୁହାଳ ନିର୍ମାଣ ପରେ ମିଳୁନି ଟଙ୍କା : ବିଡିଓଙ୍କଠାରେ ଅଭିଯୋଗ କଲେ ହିତାଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଗୋବିନ୍ଦ ବରିହା, ରୁନ୍ଦ୍ରଧର ରାଜପଲିଆ, ଗଙ୍ଗାଧର ବାରିକ, ଅମର ଧରୁଆ, ଚମ୍ପେସ୍ୱର ବାରିକ, ସତ୍ୟାନନ୍ଦ ବାରିକ, ଭୁବନ ଭୋଇ ସମେତ ଅନେକ ହିତାଧିକାରୀ ମାନେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଗାଈ ଗୁହାଳ ନିର୍ମାଣ
Read More...

ଲକ୍‌ଡ଼ାଉନ୍ ସୃଜନ : ଆଦିବାସୀ ଇଲାକା ଡ଼ୁଡ଼ୁକାରଞ୍ଜାର ନବମଶ୍ରେଣୀ ଝିଅ କୁନ୍ତଳା ଲେଖିଛନ୍ତି ୨୧ଟି ଗଳ୍ପ

ସପ୍ତମଶ୍ରେଣୀରୁ ଲେଖିବା ଆରମ୍ଭ କରିଥିଲି : କୁନ୍ତଳା ପାତ୍ର ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ଆମେ ସମସ୍ତେ କବଳିତ ହୋଇଛେ । ଅନେକ ଆପଣାର ଲୋକଙ୍କୁ ହରାଇବାର ଦୁଃଖ ସବୁ ଆମକୁ ଦୁଃଖିତ କରିଛି ସତ କିନ୍ତୁ ଏହି ଲକଡ଼ାଉନ ଜୀବନ ଜୀବିକାକୁ ପ୍ରଭାବିତ କରିବା
Read More...

ଦେଶବାସୀଙ୍କ ଫୋନ୍‌ ଟ୍ୟାପିଂ ଘଟଣା ମୋଦୀଙ୍କ ଏକଛତ୍ରବାଦୀ ମନୋଭାବର ପ୍ରମାଣ : ନରସିଂହ

ପେଗାସସ୍ ଗୁଇନ୍ଦାଗିରି ଘଟଣାରେ ଜଏଣ୍ଟ ପାର୍ଲ୍ୟାମେଣ୍ଟରୀ କମିଟି ତଦନ୍ତ ଦାବୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶବାସୀଙ୍କ ଫୋନ୍‌ ଟ୍ୟାପିଂ ଘଟଣା ମୋଦୀଙ୍କ ଏକଛତ୍ରବାଦୀ ମନୋଭାବର ପ୍ରମାଣ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର କଂଗ୍ରେସ
Read More...

କୁନି ଶିଶୁ ସୁମିତର ଜନ୍ମ ଦିନରେ ୩୩ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ଆଠ ବର୍ଷ ବୟସର କୁନି ବାଳକ ସୁମିତ ମିଶ୍ରଙ୍କ ଆଜି ଜନ୍ମଦିନ ଅବସରରେ ସଂକଲ୍ପ ପରିବାର ତରଫରୁ ଟୁକୁର୍ଲ୍ଲାସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ହିମାଂଶୁ
Read More...

ବିଜେଡି ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

କଳାହାଣ୍ଡି, (ହେମନ୍ତ ସାହୁ) : ଭବାନୀପାଟଣାସ୍ଥିତ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ବିଜେଡି ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଜଣେ ମହିଳା ମନୀଷା ଶିଖା ରକ୍ତଦାନ କରିଥିଲେ । ତେବେ ତାଙ୍କର ରକ୍ତଦାନ ସମୟରେ ବିଜେଡିର କର୍ମୀ ମାନେ ଉତ୍ସାହିତ ମଧ୍ୟ
Read More...

ଅଭିଯୋଗ : ଅସହାୟ ଲୋକଙ୍କୁ ସହଯୋଗ କରୁନାହାନ୍ତି ବିଜେପୁର ବ୍ଲକ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରେ ମନରେଗା ଦୁର୍ନୀତିରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଥିବା ବେଳେ ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାରେ ମଧ୍ୟ ଅଯଥା ବିଳମ୍ବ
Read More...

ସଇଁନ୍ତଲା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦାରଖ, ପ୍ରଧାନ ଶିକ୍ଷକଙ୍କୁ ବିଗିଡିଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେଲାଣି ସ୍କୁଲ କଲେଜ ବନ୍ଦ ହୋଇଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଘରେ ରହି ପାଠ ପଢୁଛନ୍ତି । ତେବେ ରାଜ୍ୟ ଗଣଶିକ୍ଷା ବିଭାଗଙ୍କ ନିଷ୍ପତ୍ତି ଯୋଗୁଁ ଆସନ୍ତା ୨୬ ତାରିଖ ଦିନ ସମସ୍ତ ସ୍କୁଲ ଖୋଲିବ
Read More...

ଚୀନରେ ଭୟଙ୍କର ବନ୍ୟା

ବେଜିଂ : ଚୀନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ହୋଇଥିବା ଖବର ମଳିଛି । ତେବେ ଏଠାରେ ଏତେ ବର୍ଷା ହୋଇଛି ଯେ ତାହାକୁ ଗତ ୧ ହଜାର ବର୍ଷରେ ସର୍ବାଧିକ ବର୍ଷା ବୋଲି କୁହାଯାଉଛି । ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି
Read More...

ଫେସବୁକ୍ ପେଜ୍ ଭଏସ୍ ଅଫ୍ ଆଲୋକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ଫେସବୁକ ପେଜ୍ ଭଏସ୍ ଅଫ୍ ଆଲୋକ ତମିଆଁ ପକ୍ଷରୁ ସଭାପତି ତ୍ରିଲୋଚନ ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଲୋକ କୁମାର ପଣ୍ଡା, ସମୀର
Read More...

ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ମାର୍କେଟ କମ୍ପ୍ଲେକ୍ସ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନର ବସଷ୍ଟାଣ୍ଡ ନିକଟ ଆଦର୍ଶ ପୁଷ୍କରିଣୀ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଜାଗା ଉପରେ ଏକ ନୂତନ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି
Read More...