Daily Archives

ଅଜଣା ଗାଡ଼ି ଧକ୍କାରେ ଟେମ୍ପୁ ଡ୍ରାଇଭର ମୃତ : ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ ଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିଟିଲାଗଡ଼ ରୋଡ଼ ବିଜାଖମନ୍‌ ପାଖରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଟେମ୍ପୁ ଡ୍ରାଇଭର୍‌ଙ୍କ ମୃତ୍ୟୁ ଘଟଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ରାଜରାସ୍ତା ଉପରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଭୀମଭୋଇ
Read More...

ବିଜେପି ପକ୍ଷରୁ ବିଷମ କଟକ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ

ବିଷମ କଟକ : ଭାରତୀୟ ଜନତା ପାର୍ଟି ତରଫରୁ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲ୍ଲାକାଙ୍କ ନେତୃତ୍ୱରେ ବିଷମ କଟକର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ଏବଂ ୟୁନିଟ ପିଛା ବିଦ୍ୟୁତର ଦର ବୃଦ୍ଧିକୁ ବିରୋଧ କରି ୧୧
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୭୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ
Read More...

ଭିଜିଲାନ୍ସ ଜାଲରେ ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ସକାଳୁ ସକାଳୁ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ଘର ସମେତ ୬ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ
Read More...

ଅଙ୍ଗନୱାଡି ପଦବୀ ଚୟନ ଓ ନିଯୁକ୍ତିରେ ଲିଖିତ ପରୀକ୍ଷା ପାଇଁ ସିଡିପିଓଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ବ୍ଲକରେ ଚଳିତ ବର୍ଷ ୨୦୨୧ରେ ଅଙ୍ଗନୱାଡି ପଦବୀ ଚୟନ ଓ ନିଯୁକ୍ତିରେ ଲିଖିତ ପରୀକ୍ଷା ପାଇଁ ସିଡିପିଓଙ୍କୁ ବଙ୍ଗୋମୁଣ୍ଡା ଅଞ୍ଚଳର ଯୁବଗୋଷ୍ଠୀ ମାନଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୯୩ କରୋନା ଆକ୍ରାନ୍ତ ଚିହ୍ନଟ : ୩୭୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ଦେଶରେ ୩୭୪ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୪,୩୨୨ରେ ପହଞ୍ଚି ଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା
Read More...

୪ ଦଫା ଦାବୀ ନେଇ ସିନ୍ଧେକେଲା ସେକ୍ସନ କାର୍ଯ୍ୟାଳୟକୁ ଘେରାଉ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉନ୍ଦେର ନଦୀ ଉପାନ୍ତ ଅଂଚଳ କୃଷକ ବିକାଶ କ୍ରିୟାନୁଷ୍ଠାନ ପକ୍ଷରୁ ୪ଦଫା ଦାବୀ ନେଇ ସିନ୍ଧେକେଲା ସେକ୍ସନ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ସିନ୍ଧେକେଲା ଅଞ୍ଚଳରେ ଦିନ ରାତି ଘନ ଘନ ବିଦ୍ୟୁତ କାଟ ଚାଲିଛି ।
Read More...

ରକ୍ତଦାନ କରି ୫ବର୍ଷୀୟ ଶିଶୁର ଜୀବନ ବଞ୍ଚାଇଲେ ଯଶୋବନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଓଗାଁ ବ୍ଳକ ବଗଡା ଗାଁର ୫ବର୍ଷର ଶିଶୁ ରୋଗୀ ମିଳନ ମଲ୍ଲିକଙ୍କୁ ରକ୍ତର ଆବଶ୍ୟକ ପଡ଼ିଥିବା ଖବର ପାଇଁ ବଲାଙ୍ଗିର ସ୍ଥିତ ରକ୍ତଦାତା ଯଶୋବନ୍ତ ବରିହା ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରି
Read More...

ବଡଙ୍ଗୋମୁଣ୍ଡାରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବେଶର ସନ୍ତୁଳନ ପାଇଁ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଗୁଡି ବଡଙ୍ଗୋମୁଣ୍ଡା, ବ୍ଲକ ଗୁଡଭେଲା ଅନୁକୁଲ୍ୟରେ ପରିବେଶର ସନ୍ତୁଳନ ପାଇଁ ଗ୍ରାମର ଲୋକମାନେ ବୃକ୍ଷ ରୋପଣ କରିଛନ୍ତି । ସଂକୃତିର ଅଂଶବିଶେଷ ପ୍ରକୃତିର ପୂଜକ ସ୍ୱରୂପ ଓ ବର୍ତ୍ତମାନ
Read More...

ଆଏଜ୍‌ ବାହୁଡ଼ା ଯାତ୍‌ରା : କରୋନା ଚାଁଟିନେଇଛେ ସବୁ ଗହକି ସଉକି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ବାହୁଡ଼ା ଯାତ୍‌ରା । ମାଏସୀ ଘରୁ ଆଏଜ୍‌ ଜଗନ୍ନାଥ ମାହାପୁରୁ ନିଜର୍‌ ମନ୍ଦିର୍‌ କେ ଫିର୍‌ବେ । ରଥ୍‌ଯାତ୍‌ରା ଦିନୁଁ ବାହୁଡ଼ା ଯାତ୍‌ରା ତକ୍‌ ସବୁଆଡେ଼ ଗହ ଗହ ମହ ମହ ଲାଗିଥିସି । ମାହାପୁରୁର୍‌ ଭିନେ ଭିନେ ଅବତାର୍‌ କେ ଲୋକ୍‌ ଦେଖ୍‌ବାର୍‌ ଲାଗି
Read More...