Daily Archives

ଓଡିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସମସ୍ତ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ଓଝା, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଏବଂ
Read More...

ଅହେତୁକ ଦରଦାମ ବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସର ବିକ୍ଷୋଭ : ସାଇକେଲ ର‍୍ୟାଲି କରି ପ୍ରତିବାଦ କଲା ନଗର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ତୈଳ ଦର, ଅତ୍ୟାବଶ୍ୟକୀୟ ଓ ଖାଇବା ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ
Read More...

ପେଟ୍ରୋଲ ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ ନଗର କଂଗ୍ରେସ ପକ୍ଷରୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ସରକାରଙ୍କ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ ଆଜି ପାଟଣାଗଡ଼ ନଗର କଂଗ୍ରେସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକ କଂଗ୍ରେସ କମିଟି ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଇକେଲ
Read More...

ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଓ ତାଙ୍କ ପୁଅଙ୍କ ବିରୁଦ୍ଧରେ ମହିଳାଙ୍କ ଅପବ୍ୟବହାର ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ସଙ୍କିର୍ତ୍ତନ୍ୟ ବାଗଙ୍କ ବିରୁଦ୍ଧରେ ଦେଓଗାଁ ଥାନାରେ ରାମଚନ୍ଦ୍ରପୁର ଗାଁର ଜନୈକ ମହିଳା ଅପବ୍ୟବହାର ଅଭିଯୋଗ କରିଥିବା ଜଣାପଡ଼ିଛି । ମହିଳା ଜଣକ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ, ବୁଧବାର ସନ୍ଧ୍ୟା ପ୍ରାୟ
Read More...

ଭୀମଭୋଇ ଆଦିବାସୀ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ

ମୁରିବାହାଲ, (ଅଶୋକ କୁମାର ଭୋଇ) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରୀ ଗ୍ରାମର ବିଦ୍ୟାଳୟ ପରିସରରେ ନେହେରୁ ଯୁବକେନ୍ଦ୍ର ବଲାଙ୍ଗିର ଓ ଭୀମ ଭୋଇ ଆଦିବାସୀ ଯୁବକ ସଂଘ ଝିଙ୍କିଡୁଙ୍ଗୁରୀ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ
Read More...

କଣ୍ଟାବାଞ୍ଜି କେଭି ଡିଗ୍ରୀ ମହାବିଦ୍ୟାଳୟ ସହବନ୍ଧନ ପ୍ରସଙ୍ଗ : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରୁ ଆସିଲେ ତଦନ୍ତକାରୀ ଦଳ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ରାଜେନ୍ଦ୍ର ମହାବିଦ୍ୟାଳୟ ବିଗତ ଶିକ୍ଷା ବର୍ଷରୁ ବିଶ୍ଵବିଦ୍ୟାଳୟରେ ପରିଣତ ହେବା ପରେ ଗୁରୁବାର ଦିନ ପ୍ରଥମ ଥର ପାଇଁ ସହବନ୍ଧନ ପ୍ରଦାନ ପାଇଁ ଏକ ତିନି ଜଣିଆ ଟିମ୍ ହିନ୍ଦୀ ବିଭାଗର ମୁଖ୍ୟ ଡ ସଞ୍ଜୟ କୁମାର ସିଂଙ୍କ ନେତୃତ୍ୱରେ ମହାବିଦ୍ୟାଳୟର
Read More...

ବର୍ଷା ମାସରେ ବି ପାନୀୟ ଜଳ ପାଇବାରୁ ବଞ୍ଚିତ : ବିଡିଓଙ୍କ ନିକଟରେ ଦାବୀ କଲେ ମୁରସିଂହ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗାଁ ପାଖେ ସୋନଗଡ଼ ନଦୀ ପ୍ରଭାବିତ ହେଉଛି । ସୋନଗଡ଼ ନଦୀରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଦୀର୍ଘ ଦିନ ହେଲା ଅନୁଦାନ ଆସିଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଟେଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ପଞ୍ଚାୟତ ଦାୟିତ୍ୱ ନେଇଥିଲା ।
Read More...

କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା

ନୂଆଦିଲ୍ଳୀ, (ପିଆଇବି) : ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୬.୪୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୪୫,୮୯୨ ରହିଛି । ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା ବର୍ତ୍ତମାନ ୪,୬୦,୭୦୪
Read More...

୨୩,୧୨୩ କୋଟି ଟଙ୍କାର ବ୍ୟୟବରାଦ ସହିତ “ଭାରତ କୋଭିଡ-୧୯ ଜରୁରି ମୁକାବିଲା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି…

ନୂଆଦିଲ୍ଳୀ, (ପିଆଇବି) : ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଗତକାଲି ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୨୩,୧୨୩ କୋଟି ଟଙ୍କାର ଏକ ନୂଆ ଯୋଜନା “ଭାରତ କୋଭିଡ-୧୯ ଜରୁରି ମୁକାବିଲା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି
Read More...

ଭୈରବୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣା : ସ୍କୁଲ କମିଟି ଅଡିବସିଲେ : ପ୍ରଧାନ ଶିକ୍ଷୟତ୍ରୀ ବଦଳିଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡସ୍ଥିତ ମା'ଭୈରବୀ ଉଚ୍ଚ ବିଦ୍ୟାଳୟରେ ଲାଗି ରହିଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ ଦୀର୍ଘ ଦିନ ପରେ ଗୁରୁବାର ଜିଲ୍ଲା ସହକାରୀ ଶିକ୍ଷାଧିକାରୀ ମାନସ କୁମାର
Read More...