Daily Archives

ଅବସର ଗ୍ରହଣ କଲେ ଲାଇନ୍‌ମେନ୍‌ ଗୌରହରି ସାହୁ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଆର୍‌ଏସି ଗ୍ରୀଡରୁ ଲାଇନ୍‌ମେନ୍‌ ଗୌରହରି ସାହୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଲାଇନ୍‌ମେନ ଶ୍ରୀ ସାହୁଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା
Read More...

ଚତୁର୍ଥ ପର୍ଯ୍ୟାୟ ପିଏମଜିକେଏୱାଇ କାର୍ଯ୍ୟକାରୀ କରିବା ଲାଗି ଏଫସିଆଇ ଓଡ଼ିଶା ପକ୍ଷରୁ ତତ୍ପରତା

• ରାଜ୍ୟର ୩.୨୪ କୋଟି କୋଭିଡ ପ୍ରଭାବିତ ଲୋକଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ ଭୁବନେଶ୍ୱର, (ପିଆଇବି) : ବର୍ତ୍ତମାନର କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ସରକାର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ଏହି
Read More...

କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା

ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୫.୨୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୩୯,୭୯୬ ରହିଛି । ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା ୪,୮୨,୦୭୧କୁ ହ୍ରାସ ପାଇଛି
Read More...

ଗତ ୨୪ଘଣ୍ଟାରେ ୫୧ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୨୯୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ, ବରଗଡ, ଢେଙ୍କାନାଳ, ମୟୂରଭଞ୍ଜରୁ ୫ ଲେଖାଏଁ, କଟକ,
Read More...

ପ୍ରାଧ୍ୟାପିକା ସତୀରେଖାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି କେଭି କଲେଜର ପ୍ରଧ୍ୟାପିକା ସତୀରେଖା ମାଝୀ ଗତ ମେ ୩୧ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ଏକ ଅବସରକଳୀନ ସମ୍ବର୍ଦ୍ଧନା ସଭା କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଧ୍ୟାପିକା
Read More...

ବୀରଧନଞ୍ଜୟପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ବ୍ଲକ୍ ଅନ୍ତର୍ଗତ ବୀରଧନଞ୍ଜୟପୁର ଗ୍ରାମରେ ବନ୍ୟପ୍ରକଳ୍ପ ଯୋଜନା କରିବା ଲକ୍ଷ୍ୟ ନେଇ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମାସ୍କୋ, କାର୍ପ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବୀରଧନଞ୍ଜୟପୁର ଓ ଧରଣୀ ଧର
Read More...

ତିନି ରଥର କଳସ ଉଠିଲା : ଓଲଟ ଶୁଆ ସଂଯୋଗ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀ ଶ୍ରୀ ମନ୍ଦିରରଥ ଖଳା ଠାରେ ତିନି ରଥର କଳସ ଉଠି ଓଲଟ ଶୁଆ ସଂଯୋଗ ହୋଇଛି ଓ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଏବଂ ବେଦୀ ପାର୍ଶ୍ୱ ପଟା ତଳେ ହଂସ ପଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ସିଂହଦ୍ୱାର ଏବଂ ବଡଦାଣ୍ଡ ସହର ଶୋଭାବର୍ଦ୍ଧନ ହୋଇ
Read More...

ସୁବର୍ଣ୍ଣମାଳା ବିଷୋୟୀଙ୍କ ଉଦ୍ଦେଶ୍ୟରେ ଶୋକ ସଭା

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ଅଞ୍ଚଳର ବରିଷ୍ଠ ଶିକ୍ଷାବିତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସୁବର୍ଣ୍ଣମାଳା ବିଷୋୟୀଙ୍କ ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ଲଷ୍ମଣ ଭବନ ପରିସରରେ ସ୍ୱେଛାସେବୀ ସଂଗଠନ କ୍ୟୁୟର୍ସର ସମ୍ପାଦକ ତଥା ଗଣମାଧ୍ୟମ ବ୍ୟକ୍ତିତ୍ୱ
Read More...

ଆଶିଷଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ ଅନ୍ତର୍ଗତ ଅରିସଲ ଗ୍ରାମର ଆଶିଷ କୁଅଁର(୫୨)ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପୁରୀ ଜିଲ୍ଲାପାଳଙ୍କ ନିଦ୍ଦେର୍ଶରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ ପ୍ରଦାନ କରିଛନ୍ତି ।
Read More...

ଷଣ୍ଢ କାନରେ ବ୍ୟାଙ୍କ ଋଣ ଷ୍ଟିକର : ବାଉଳା ଇଏ ବ୍ୟାଙ୍କବାଲା, ଜନସାଧାରଣରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରସ୍ଥ ଖୋଡ଼ାସିଂ କଳିଙ୍ଗନଗରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ବ୍ୟଙ୍କ ବାବୁଙ୍କ ବାଉଳା କାମ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ଖୋଡାସିଂରେ ଏକ ଷଣ୍ଢର କାନରେ ହଳଦିଆ ରଙ୍ଗର
Read More...