Daily Archives

ସମାଜସେବୀଙ୍କ ଟ୍ୱିଟ ପରେ ପ୍ରହଲ୍ଲାଦଙ୍କ ପାଖକୁ ପହଁଚିଲେ ମେଡିକାଲ ଟିମ

କଟକ : ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ଉମର ଗାଁର ବେହେରାସାହିର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଝିଅ ନ ପଚାରିବାରୁ ଗାଁ ନିକଟର ବାଲିଆଚକା ବଜାରରେ ଥିବା ଏକ ଚାଲ ଛପର ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ । ଗାଁ ଲୋକେ ଯେତେବେଳେ ଯାହା ଦେଉଥିଲେ ତାହାକୁ ଖାଉଥିଲେ ନଚେତ ଉପାସରେ ରହୁଥିଲେ । ତେବେ
Read More...

ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ : ଅମରେନ୍ଦ୍ର କଲେ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ଆଇନଜୀବୀ ତଥା ବିଦ୍ୟାଳୟର ପୃଷ୍ଠପୋଶକ ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ବର୍ତ୍ତମାନ ବୈଶ୍ୱିକ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପ୍ରତିଭାଧାରୀଙ୍କୁ ସମ୍ମାନିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ମାନବ ସେବା ହିଁ ମାଧବ ସେବାର ମହାନ୍ ଉଦ୍ଦେଶ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଜନ ସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଗଢି ଉଠିଛି ଜନ ସେବା କଲ୍ୟାଣ ଟ୍ରଷ୍ଟ । କେବଳ ଓଡ଼ିଶାରେ କାହିଁକି ସାରା ଭାରତର ସେବା କ୍ଷେତ୍ରରେ ଏକ
Read More...

ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର : ବିଧାୟକ ସାଲୁଜା

ଦିନ ମଜୁରିଆରୁ ଶହ ଶହ କୋଟିର ମାଲିକ ଟିକେଲାଲ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀରେ ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ସମୟ ପୂର୍ବରୁ ଜିଲ୍ଲା ଯୋଗଣ ବିଭାଗରେ ଦିନ ମଜୁରିଆ ଭାବେ କାମ କରୁଥିବା ଟିକେଲାଲ ସାହୁ ଓ ଭାଇ କବି ସାହୁ ଦୁର୍ନୀତି ବଳରେ
Read More...

ପରୀକ୍ଷା ପାଇଁ ଦାବୀ କଲେ ଆଇଟିଆଇ ଛାତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀ ଯୋଗୁଁ ପରୀକ୍ଷା ବାତିଲ ହେବାରୁ ଶତାଧିକ ଆଇଟିଆଇ ଶିକ୍ଷାର୍ଥିଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ରହିଛି । ୨୦୧୭-୧୯ ବ୍ୟାଚର ବ୍ୟାକ ପରୀକ୍ଷା କରୋନା ମହାମାରୀ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୂଞ୍ଚି ଯାଇଥିଲା । ଏ ଯାଏଁ ଦୁଇ ବର୍ଷ ବିତି
Read More...

ପାରିଶ୍ରମିକ ଟଙ୍କା ନ ପାଇବାରୁ ଠିକାଦାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଘରେ ଘରେ ବିଜୁଳି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏନ.ଟି.ପିସି ଦ୍ଵାରା ଫିଡ଼କୋ କମ୍ପାନୀ ମାଧ୍ୟମରେ ଠିକାଦାରଙ୍କୁ ନେଇ କାମ କଲେ ଏବଂ ଘରକୁ ଘର ବିଜୁଳି ପହଞ୍ଚାଇଲେ ହେଲେ କାମ କରିଥିବା ଠିକଦାର ଅପେକ୍ଷା କରି କରି ବକେୟା ପାଉଣା ଗଣ୍ଡାକ
Read More...

ତୁଷୁରା ଡାକ୍ତରଖାନା ଉନ୍ନତି ପ୍ରସଙ୍ଗ : ପୁଣି ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳା ପତାକା ପ୍ରଦର୍ଶନ, ୪ ଅଟକ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ସହର ଠାରେ ଆଜି ମନ୍ତ୍ରୀ ଟୁକୁନି ସାହୁଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରାଯାଇଛି । ତୁଷୁରା ହସପିଟାଲ ଉନ୍ନତି ଦାବୀ ନେଇ ୟୁଥ ଏକ୍ସନ କିମିଟି ପକ୍ଷରୁ ରାଜନେତାଙ୍କୁ ତୁଷୁରା ପ୍ରବେଶ ନିଷେଧ କରାଯାଇଥିଲା । କିନ୍ତୁ ମନ୍ତ୍ରୀ ଟୁକୁନୀ
Read More...

ଅନ୍ୟନ୍ତ ଟେଲ୍ଟ୍ରୋନିକସ ପ୍ରାଇଭେଟ ଲିମିଟେଡ଼ ତରଫରୁ ସେନିଟାଇଜେସନ୍‌ ପ୍ରୋଗ୍ରାମର ଶୁଭ ଉଦଘାଟନ

ଖୋର୍ଦ୍ଧା, (ପବିତ୍ର କୁମାର ବରାଳ) : ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ସେନିଟାଇଜେସନ୍‌ ପ୍ରୋଗ୍ରାମର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟନ୍ତ ଟେଲ୍ଟ୍ରୋନିକସ ପ୍ରାଇଭେଟ ଲିମିଟେଡ଼ (ଏଟିପିଏଲ୍‌) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଉପଜିଲ୍ଲାପାଳ,
Read More...

ଛତ୍ରପୁର ଅନସ୍ଲୋ ସରକାରୀ ହାଇସ୍କୁଲରେ ସ୍ମାର୍ଟ-କ୍ଲାସ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବ୍ରିଟୀଶ ରାଜତନ୍ତ୍ର ପ୍ରତିଷ୍ଠା ହୋଇଥିବା ସମୟରେ ଭାରତର ସର୍ବପ୍ରଥମ ଜିଲ୍ଲା ହେଡକ୍ୱାଟର ଭାବେ ପରିଗଣିତ ହୋଇଥିଲା । ତତ୍କାଳୀନ ଇଂରେଜ ସରକାରଙ୍କ ଅମଳର ମାଡ୍ରାସ ପ୍ରେସିଡେନ୍ସିଙ୍କ ପ୍ରତିନିଧି ଶାସକ
Read More...

ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୨ତମ ବନ ମହୋତ୍ସବ ପାଳନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଛି । ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜ ଓ ଆମ ଜଙ୍ଗଲ ଯୋଜନା ତଥା
Read More...